Latest Odisha News

BREAKING NEWS

Browsing Category

ରାଜନୀତି

ଲୋକସଭା ନିର୍ବାଚନ: ଏନଡ଼ିଏ ୩୪୧, ୟୁପିଏ ୯୨ ଏବଂ ଅନ୍ୟାନ୍ୟ ୯୫ ଆସନରେ ଆଗୁଆ

ନୂଆଦିଲ୍ଲୀ: ଦେଶରେ ୨୦୧୯ ସାଧାରଣ ନିର୍ବାଚନର ଆଜି ଭୋଟ୍ ଗଣତି ଆଗେଇ ଚାଲିଛି । ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ହୋଇଥିବା ଭୋଟ ଗଣତି ଅନୁଯାୟୀ ସମୁଦାୟ ୫୪୨ଟି ଆସନ ମଧ୍ୟରୁ ବିଜେପି ନେତୃତ୍ୱାଧିନ ଏନଡ଼ିଏ ୩୪୧ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ନେତୃତ୍ୱରେ ପରିଚାଳିତ ୟୁପିଏ ୯୨ଟି ଆସନରେ…

ରାହୁଲ ଗାନ୍ଧୀ ୱାଏନଡରେ ଆଗୁଆ, ଆମେଠି ଆସନରେ ପଛୁଆ

ନୂଆଦିଲ୍ଲୀ : ସାରା ଦେଶରେ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ରାଜନୈତିକ ମାହୋଲ ଏକପ୍ରକାର ସରଗରମ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ କେରଳର ୱାଏନଡ୍ ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଗୁଆ ରହିଥିବା ଜଣାପଡିଛି । ତେବେ ରାହୁଲ ପ୍ରତିଦ୍ୱନ୍ଦୀତା କରୁଥିବା ଅନ୍ୟ ଏକ ଆସନ…

ନିର୍ବାଚନ ୨୦୧୯: ଉଭୟ ବିଧାନସଭା ଓ ଲୋକସଭା ପ୍ରାରମ୍ଭିକ ଗଣତିରେ ବିଜେଡି ଆଗୁଆ

ଭୁବନେଶ୍ୱର : ଓଡିଶା ଲୋକସଭା ଓ ବିଧାନସଭା ନିର୍ବାଚନର ଫଳାଫଳା ଗଣତି ଆରମ୍ଭ ହୋଇଥିବାବେଳେ ବିଜେପି ଓ କଂଗ୍ରେସ ଠାରୁ ଶାସକ ଦଳ ବିଜେଡି ଆଗୁଆ ରହିଛି । ଓଡିଶାରେ ୧୪୬ ବିଧାନସଭା ଆସନରୁ ବିଜେଡି ୪୭ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପି ଓ କଂଗ୍ରେସ କ୍ରମଶଃ- ୧୬ ଓ ୨ଟି ସିଟରେ ଆଗୁଆ…

କଂଗ୍ରେସ ପଶ୍ଚିମ ଓଡ଼ିଶାରେ ଆସନ ଜିତିବାର ଆଶା କମ୍: ନିରଞ୍ଜନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ (ଓପିସିସି)ସଭାପତି ନିରଞ୍ଜନ ପଟ୍ଟନାୟକ ବୁଧବାର ଦିନ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ପଶ୍ଚିମ ଓଡ଼ିଶାରେ କଂଗ୍ରେସ ଦଳ କୌଣସି ବିଧାନସଭା ଆସନ ଜିତିପାରିବ ନାହିଁ । “କଂଗ୍ରେସ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଓଡ଼ିଶାରେ ଅପେକ୍ଷାକୃତ ଭଲ…

ଓଡିଶା କଂଗ୍ରେସ ସମନ୍ୱୟ କମିଟିରୁ ଇସ୍ତଫା ଦେଲେ ଜଗନ୍ନାଥ ପଟ୍ଟନାୟକ

ସମ୍ବଲପୁର : ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ବରିଷ୍ଠ ନେତା ତଥା ସମନ୍ୱୟ କମିଟି ଆବାହକ ଜଗନ୍ନାଥ ପଟ୍ଟନାୟକ ଦଳର ପ୍ରଦର୍ଶନରେ ଅସନ୍ତୁଷ୍ଟ ପ୍ରକାଶ କରି ବୁଧବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକ ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ପଦରୁ…

ବୁଥ୍ ଫେରନ୍ତା ମତ ସର୍ବେକ୍ଷଣ: ଦ୍ୱିତୀୟଥର ଲାଗି ମୋଦୀ ହେବେ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ଦେଶରେ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହେବା ପରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଯେଉଁସବୁ ବୁଥଫେରନ୍ତା ମତ ସର୍ବେକ୍ଷଣ ଫଳାଫଳ ଘୋଷିତ ହୋଇଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ଲାଗି…

‘ଗଡସେ୍’ ଟିପ୍ପଣୀ ଦେଇଥିବା ୩ ବିଜେପି ନେତାଙ୍କୁ ସ୍ପଷ୍ଟୀକରଣ ମାଗିଲେ ଅମିତ ଶାହ

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ସମର୍ଥନ କରି ଅଡୁଆରେ ଫସିଛନ୍ତି ୩ ବିଜେପି ନେତା । ଏହି ମନ୍ତବ୍ୟ ଲାଗି ସେମାନଙ୍କୁ ୧୦ ଦିନ ଭିତରେ ସ୍ପଷ୍ଟିକରଣ ଦେବା ପାଇଁ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏନେଇ ଜାତୀୟ ଗଣମାଧ୍ୟମ…

ମେ ୧୯ରେ ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ: ଜୋରଦାର୍ ହେଉଛି ଆଜି ଅନ୍ତିମ ପ୍ରଚାର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ୭ମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ମେ’ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ହେଉଛି ଏହି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାରର ଶେଷ ଦିବସ । ଆଜି ସନ୍ଧ୍ୟା ପରଠାରୁ ଆଉ ପ୍ରଚାର ହେବନାହିଁ । ଦୀର୍ଘ ଏକ ମାସ ଧରି ବିଶ୍ୱର ବୃହତ…

ସାନି ମତଦାନ ଜନମତ ପ୍ରତି ଅପମାନ ସଦୃଶ୍ୟ: ଭର୍ତ୍ତୃହରି

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ଭର୍ତ୍ତୃହରି ମହତାବ ଗୁରୁବାର ଦିନ କଟକ ଲୋକସଭା ଅନ୍ତର୍ଗତ ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରର ୪ଟି ବୁଥରେ ହେବାକୁ ଥିବା ସାନି ମତଦାନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ କଟକ ସାଂସଦ କହିଛନ୍ତି, ସାଧାରଣତଃ ନିର୍ବାଚନ…

ବାତ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ଅଧିକାଂଶ ବ୍ୟାଙ୍କ ସେବା

ଭୁବନେଶ୍ୱର : ଓଡିଶାର ୬ଟି ବାତ୍ୟା ପ୍ରଭାବିତ ଉପକୂଳ ଜିଲ୍ଲାରେ ଅଧିକାଂଶ ବ୍ୟାଙ୍କ ଶାଖାଗୁଡିକ କାର୍ଯ୍ୟକ୍ଷମ ହୋଇଛି । ମିଳିଥିବା ସୂଚନାଯାୟୀ ବ୍ୟାଙ୍କିଙ୍ଗ ସେବା ନେଇ ରାଜ୍ୟ ଅତିଥି ଭବନରେ ରାଜ୍ୟ ଓ କେନ୍ଦ୍ର ଅର୍ଥ ବିଭାଗର ସମନ୍ୱୟ ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି…