Latest Odisha News

BREAKING NEWS

Browsing Category

ରାଜନୀତି

ବାତ୍ୟା ବିପର୍ଯ୍ୟସ୍ତ ଓଡିଶାର ପୁନଃରୁଦ୍ଧାର ଲାଗି ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କଲେ ଗୀତା ମେହେଟ୍ଟା

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ତଥା ବାତ୍ୟା ବିପର୍ଯ୍ୟସ୍ତ ଓଡିଶାର ପୁର୍ନରୁଦ୍ଧାର ଲାଗି ନ୍ୟୁୟର୍କସ୍ଥିତ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଉଲ୍ଲେଖନୀୟ ଯେ,…

ମେ’ ୧୯ରେ ଓଡ଼ିଶାର ୩୪ଟି ବୁଥରେ ସାନି ନିର୍ବାଚନ: ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ୩ୟ ଏବଂ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ଇଭିଏମ ପରିଚାଳନାଗତ ତ୍ରୁଟି ଏବଂ ବୁଥ ରିଗିଂ ଅଭିଯୋଗ ହୋଇଥିବାକୁ ଭିତ୍ତି କରି ରାଜ୍ୟର ୩୪ଟି ପୋଲିଂ ବୁଥରେ ଆସନ୍ତା ମେ’ ୧୯ ତାରିଖରେ ସାନି ଭୋଟଗ୍ରହଣ ଅନୁଷ୍ଠିତ ହେବ । ଏହି ସାନି ନିର୍ବାଚନ…

ଇଭିଏମ୍ ଭଙ୍ଗାରୁଜା ଘଟଣା: ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ହାଇକୋର୍ଟଙ୍କ ଅଗ୍ରୀମ ଜାମିନ୍ ପ୍ରଦାନ

କଟକ : ଏପ୍ରିଲ୍ ୨୩ ତାରିଖ ତଥା ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ବୀରକିଶୋରପୁର ଗ୍ରାମର ଏକ ବୁଥରେ ଇଭିଏମ୍ ଭଙ୍ଗାରୁଜା ମାମଲାରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ବୁଧବାର ଦିନ ଓଡିଶା ହାଇକୋର୍ଟ ଅଗ୍ରୀମ ଜାମିନ୍ ପ୍ରଦାନ କରିଛନ୍ତି । ଏସମ୍ପର୍କରେ ହାଇକୋର୍ଟର ବରିଷ୍ଠ ଓକିଲ ଓ…

ଟ୍ୱିଟ୍ କରିବାରେ ମୋଦୀ ଦେଶର ୧ ନଂ ରାଜନେତା, ଦ୍ୱିତୀୟ ସ୍ଥାନରେ ନବୀନ

ନୂଆଦିଲ୍ଲୀ: ଟ୍ୱିଟ୍ କରି ଦେଶର ସମସ୍ତ ମୁଖ୍ୟ ରାଜନୀତିଜ୍ଞମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ମ ସ୍ଥାନରେ ଅଛନ୍ତି, ଗଣମାଧ୍ୟମ ସଂସ୍ଥା ଇଣ୍ଡିଆଟୁଡ଼େ ପକ୍ଷରୁ ଏହାର ଡ଼ାଟା ଇଣ୍ଟେଲିଜେନ୍ସ ୟୁନିଟ୍…

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ନିଲମ୍ବିତ ହେଲେ ନେତା

ଭୁବନେଶ୍ୱର : ବିଜେଡ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଜଣେ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରିଛନ୍ତି । ବିଜେଡିରୁ ନିଲମ୍ବିତ ହୋଇଥିବା ନେତା ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକର ପାର୍ଟି ପ୍ରେସିଡେଣ୍ଟ୍ ଏସକେ…

ମୋଦୀଙ୍କୁ ନବୀନଙ୍କ ଧନ୍ୟବାଦ ବାର୍ତ୍ତା: ନିର୍ବାଚନ ପରବର୍ତ୍ତୀ ବୁଝାମଣା ନେଇ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ: ଓଡ଼ିଶାରେ ପ୍ରଳୟଙ୍କରୀ ବାତ୍ୟା ପ୍ରରିପ୍ରେକ୍ଷୀରେ କେନ୍ଦ୍ର ସରକାର ବାତ୍ୟା ପୂର୍ବରୁ ଏବଂ ପରେ ରାଜ୍ୟ ସରକାରଙ୍କୁ ଦେଇଥିବା ସହଯୋଗକୁ ନେଇ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁରି ଭୁରି ପ୍ରଶଂସା କରିବା ସହିତ ଅଜସ୍ର ଧନ୍ୟବାଦ…

ଛତ୍ରପୁର କାଉନସିଲର୍ ହତ୍ୟା ମାମଲା: ବିଜେପି ନେତାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତୀ

କଟକ : ଛତ୍ରପୁର କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କ ଅନ୍ତରିଣ ସୁରକ୍ଷା ଅବଧିକୁ ସୋମବାର ଦିନ ଓଡିଶା ହାଇକୋର୍ଟ ବଢାଇ ଦେଇଛନ୍ତି । ସୂଚନାଯୋଗ୍ୟ, ଓଡିଶା ହାଇକୋର୍ଟ ମାର୍ଚ୍ଚ ୧୨ ତାରିଖ ଏବଂ…

ଓଡିଶାରେ ବିଳମ୍ବ ହେବ ନିର୍ବାଚନ ଫଳାଫଳ ଘୋଷଣା: ସିଇଓ

ଭୁବନେଶ୍ୱର : ଓଡ଼ିଶାରେ ମେ’ ୨୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନୀ ଫଳାଫଳ ଘୋଷଣାରେ ବିଳମ୍ବ ହେବା ନେଇ ସୋମବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି । ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆୟୋଜିତ ୨ ଦିନିଆ କର୍ମଶାଳାରେ ରିଟର୍ଣ୍ଣିଂ…

କେନ୍ଦ୍ର ପକ୍ଷରୁ ଅତିରିକ୍ତ ୧000ଲି. କିରୋସିନ୍ ଓଡିଶା ସରକାରଙ୍କୁ ଯୋଗାଇ ଦିଆଯିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ବିପନ୍ନ ପରିବାରଙ୍କ ଲାଗି ରାଜ୍ୟ ସରକାରଙ୍କୁ ମାଗଣାରେ ଅତିରିକ୍ତ ୧୦୦୦ଲି. କିରୋସିନ୍ ଯୋଗାଇ ଦିଆଯିବ ବୋଲି ସୋମବାର ଦିନ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।…

ଆଜି ଭୋଟ୍ ଦେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସର ଯୁବନେତ୍ରୀ ତଥା ଉତ୍ତର ପ୍ରଦେଶ କଂଗ୍ରେସ (ଉତ୍ତର)ର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ସ୍ୱାମୀଙ୍କ ସହିତ ଦିଲ୍ଲୀରେ ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ନୂଆଦିଲ୍ଲୀସ୍ଥିତ ଲୋଧି ଇଷ୍ଟେଟରେ ଥିବା ସର୍ଦ୍ଦାର…