Latest Odisha News

BREAKING NEWS

Browsing Category

ରାଜନୀତି

ଓଡ଼ିଶାର କୃଷକଙ୍କୁ ଗୁରତ୍ୱ ଦେଉନି କେନ୍ଦ୍ର: ମୁଖ୍ୟମନ୍ତ୍ରୀ ନବୀନ

ବରଗଡ : ଓଡିଶାର କୃଷକଙ୍କ ପ୍ରତି କେନ୍ଦ୍ର ସରକାର ଉଦାସୀନତା ପ୍ରକାଶ କରିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କେନ୍ଦ୍ର ଉପରେ ବର୍ଷିଛନ୍ତି । ବରଗଡ ଜିଲ୍ଲାର ଅତାବିରାରେ ଆୟୋଜିତ ଏକ ଜନସଭାରେ ନବୀନ କହିଛନ୍ତି ଯେ, ୨୦୧୪ ନିର୍ବାଚନରେ ବିଜେପି ନିଜ ଇସ୍ତାହାରରେ…

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣା ତଦନ୍ତର ତଦାରଖ କରିବେ କେନ୍ଦ୍ରାଞ୍ଚଳ ଆଇଜି

କଟକ/ଭୁବନେଶ୍ୱର: କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣା ତଦନ୍ତର ତଦାରଖ କରିବେ ବୋଲି ସୋମବାର ଦିନ ଡ଼ିଜିପି ବିଜୟ କୁମାର ଶର୍ମା କହିଛନ୍ତି । ଆଜି ଗଣମାଧ୍ୟମକୁ ସୂଚନାଦେଇ ଡ଼ିଜିପି ଶ୍ରୀ ଶର୍ମା କହିଛନ୍ତି, ଜଣେ…

ଏପ୍ରିଲ୍ ୧୮ରେ ଓଡିଶା ଆସୁଛନ୍ତି ନିତିନ ଗଡକରୀ ଓ ଉମା ଭାରତୀ

ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏପ୍ରିଲ୍ ୧୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଉମା ଭାରତୀ । ଉମା ଭାରତୀ କଟକ ସଦର, ଚୌଦ୍ୱାର ଓ ସତ୍ୟବାଦୀ ଅଞ୍ଚଳରେ ନିର୍ବାଚନୀ ର‌୍ୟାଲିରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ…

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମୋଦୀ, ଏପ୍ରିଲ ୨୭ରେ କେନ୍ଦ୍ରାପଡ଼ା ର‌୍ୟାଲିରେ ଯୋଗଦେବେ

କେନ୍ଦ୍ରାପଡା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଲାଗି ଏପ୍ରିଲ୍ ୨୭ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିବେ । ସେଠାରୁ ସେ ବରୁଆରେ ଏକ ଜନସଭାରେ ଉଦବୋଧନ ଦେବେ । ତାଙ୍କ ଗସ୍ତସୁଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ବିଜୁ…

ଆଜି ବଲାଙ୍ଗିର ଓ ବରଗଡରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର : ଓଡିଶାରେ ୨ୟ ପର୍ଯ୍ୟାୟ ତଥା ଏପିଲ୍ ୧୮ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବରଗଡ, ବଲାଙ୍ଗିର ଭଳି ପଶ୍ଚିମ ଓଡିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଗସ୍ତକାର୍ଯ୍ୟ ସୂଚୀ ଅନୁଯାୟୀ…

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣାର ନିନ୍ଦା କଲେ ନବୀନ

ଭୁବନେଶ୍ୱର : ବିଜେପି ନେତା ତଥା ଖୋର୍ଦ୍ଧାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ରବିବାର ରାତିରେ କେହି ଦୁବୃର୍ତ୍ତ ହତ୍ୟା କରିବା ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଏହି ଘଟଣାକୁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଗମ୍ଭୀରତାର ସହ ନେବା ପାଇଁ ସେ…

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା, ଦଳ ପକ୍ଷରୁ ଆଜି ବନ୍ଦ ଡାକରା

ଖୋର୍ଦ୍ଧା: ଖୋର୍ଦ୍ଧା ନବୀନବାଗସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ମଣ୍ଡଳ ସଭାପତି ତଥା ଦଳର ନିର୍ବାଚନ ପ୍ରଚାର ମୁଖ୍ୟ ମଙ୍ଗୁଳି ଜେନାଙ୍କୁ ରବିବାର ରାତିରେ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ନିଜ ବାସଭବନ ନିକଟରେ ମଙ୍ଗୁଳି ଜେନା ଓ…

ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ୩୯୮ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ଏପ୍ରିଲ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୩୯୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ । ଏହି ୩୯୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ୫୨ ଜଣ ପ୍ରାର୍ଥୀ ପ୍ରତୀଦ୍ୱନ୍ଦ୍ୱିତାରେ…

ଏପ୍ରିଲ୍ ୧୬ରେ ଭୁବନେଶ୍ୱରରେ ମୋଦୀ କରିବେ ରୋଡ଼ ଶୋ’

ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନକୁ ନଜରରରେ ରଖି ରାଜନୈତିକ ଦଳମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଥିବା ବେଳେ ଏପ୍ରିଲ୍ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି । ଏନେଇ ଓଡିଶା ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ରବିବାର ଦିନ ଗଣମାଧ୍ୟମକୁ…

ଯାଜପୁର ଓ ମୟୂରଭଞ୍ଜରେ ଜବତ ହେଲା ୧୬ ଲକ୍ଷ ଟଙ୍କା

ଯାଜପୁର : ଯାଜପୁର ରେଙ୍ଗାଲିସ୍ଥିତ ଗରମିଆ ନିକଟରେ ଶନିବାର ରାତିରେ ଏକ କାରରୁ ବୁଧବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୧୫.୩୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ପୋଲିସ ପକ୍ଷରୁ ଯାଞ୍ଚ ସମୟରେ ଏହି ଗାଡ଼ିରୁ ୧୫.୩୧ ଲକ୍ଷରୁ ଅଧିକ ଟଙ୍କା ଜବତ…