Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡ଼ିର ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେଡ଼ିର ୭ଟି ବିଧାନସଭା ପ୍ରାର୍ଥୀ ତାଲିକା ୧ – ଭୁବନେଶ୍ୱର ମଧ୍ୟ - ଅନନ୍ତ ନାରାୟଣ ଜେନା ୨ – ଭୁବନେଶ୍ୱର ଉତ୍ତର – ସୁଶାନ୍ତ କୁମାର…

ଖଣ୍ଡପଡ଼ାରୁ କଟିଲେ ଅନୁଭବ, ଲଢ଼ିବେ ସୌମ୍ୟ

ଭୁବନେଶ୍ୱର: ବିଜେଡ଼ିର ସଦ୍ୟତମ ପ୍ରାର୍ଥୀ ତାଲିକାରେ ଦେଖିବାକୁ ମିଳିଛି ଚମକ । ସାତଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବାବେଳେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ଟିକେଟ୍‍ ମିଳିବା ଆଜିର ସବୁଠାରୁ ବଡ଼ ଖବର ପାଲଟିଛି । ବିଧାୟକ ଅନୁଭବ ପଟ୍ଟନାୟକଙ୍କ…

ଖଣ୍ଡପଡ଼ା ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହଙ୍କ ନାମାଙ୍କନ ପତ୍ର ଦାଖଲ

ନୟାଗଡ଼: ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ ମଙ୍ଗଳବାର ଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବରିଷ୍ଠ ବିଜେପି ନେତା ତଥା ଖଣ୍ଡପଡ଼ାର ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ତାଙ୍କର ହଜାର ହଜାର ସମର୍ଥକଙ୍କ ସହିତ ଏକ ପଟୁଆରରେ ନୟାଗଡ଼…

ବିଜେପିରେ ଯୋଗଦେଲେ ପୂର୍ବତନ ବିଜେଡି ନେତା ପ୍ରବୀଣ ଭଞ୍ଜଦେଓ ଓ ସୁବାସ ନାୟକ

ଭବାନୀପାଟଣା : କଳାହାଣ୍ଡିର ୨ ପୂର୍ବତନ ବିଜେଡି ନେତା ତଥା ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏବଂ ସୁବାସ ଚନ୍ଦ୍ର ନାୟକ ମଙ୍ଗଳବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । ଭବାନୀପାଟଣା ଠାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଗେରୁଆ…

ରାଜନୀତିର ରଙ୍ଗ, ବିରୋଧୀ ସିଦ୍ଧାର୍ଥଙ୍କୁ ଶୁଭେଚ୍ଛା ଜଣାଇଲେ ଅରୁଣ

ନୟାଗଡ଼: ସମଗ୍ର ଦେଶରେ ଏବେ ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ୍ ସରଗରମ ହୋଇପଡ଼ିଥିବା ବେଳେ ଓଡ଼ିଶାରେ ମଧ୍ୟ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରକ୍ରିୟାରେ ଉଷ୍ମତା ବୃଦ୍ଧି ପାଇଛି । ତିନୋଟି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ଏବେ ଚାଲିଛି ବିଭିନ୍ନ ରାଜନୈତିକ…

ଦଳରୁ ଇସ୍ତଫା ଦେଲେ ବିଜେଡି ଦେବଗଡ ଜିଲ୍ଲା ସଭାପତି ସୁଧୀର କପରଦାର

ଦେବଗଡ : ଦେବଗଡ ଜିଲ୍ଲା ସଭାପତି ସୁଧୀର କପରଦାର ମଙ୍ଗଳବାର ଦିନ ଶାସକ ଦଳ ବିଜେଡିରୁ ଦୀର୍ଘ ୧୨ ବର୍ଷର ସମ୍ପର୍କ ଭାଙ୍ଗି ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଆହୁରି ମଧ୍ୟ ଦେବଗଡରେ ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୋଷ…

ବିଜେଡିରେ ସାମିଲ ହେଲେ ଆଉ ଜଣେ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର : ଭାଗିରଥୀ ସେଠୀଙ୍କ ପରେ ବିଜେପିର ଆଉ ଜଣେ ପ୍ରାର୍ଥୀ ତୁଷାରକାନ୍ତୀ ବେହେରା ମଙ୍ଗଳବାର ଦିନ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି । ଶ୍ରୀଯୁକ୍ତ ବେହେରା ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ…

ଓଡ଼ିଶାରେ ସରକାର ବଦଳିବ, ଇତିହାସ ରଚିବ ବିଜେପି: ମୋଦୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପକ୍ଷରୁ ଅନୁଷ୍ଠିତ ଏକ ନିର୍ବାଚନ ସମାବେଶରେ ଯୋଗଦେଇ ଶାସକ ବିଜେଡ଼ି ଓ ବିରୋଧୀ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି । ଏହି ସମାବେଶରେ ଓଡ଼ିଶାର ଶାସକ ବିଜେଡ଼ି ସରକାର ଏଥର ନିର୍ବାଚନରେ ବଦଳିବ…

ବିଜେପିରେ ଯୋଗଦେଲେ ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ

ଭବାନୀପାଟଣା : ଶାସକ ଦଳ ବିଜେଡିରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମଙ୍ଗଳବାର ଦିନ ବିଜେପିରେ ବିଧିବିଦ୍ଧ ଭାବେ ଯୋଗ ଦେଇଛନ୍ତି । ସେ ଭବାନୀପାଟଣା ଠାରେ ଆୟୋଜିତ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ…

ନିର୍ବାଚନୀ ମାହୋଲ ସରଗରମ, ଓଡିଶା ଗସ୍ତରେ ମୋଦୀ ଓ ମାୟାବତୀ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିର୍ବାଚନୀ ପ୍ରଚାର କରିବା ପାଇଁ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ।…