Latest Odisha News

BREAKING NEWS

Browsing Category

ରାଜନୀତି

ଦଳ ଛାଡ଼ିଲେ ବିଜେଡ଼ି ଷ୍ଟାର୍ କ୍ୟାମ୍ପେନର୍ ରବି ନାରାୟଣ ପାଣି

ଭୁବନେଶ୍ୱର: ପାଲଲହଡ଼ା ବିଧାନସଭା ଆସନ ଲାଗି ଆଶାୟୀ ପ୍ରାର୍ଥୀ ତଥା ବରିଷ୍ଠ ବିଜେଡ଼ି ନେତା ରବି ନାରାୟଣ ପାଣି ରବିବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନବୀନ ନିବାସରେ ନିଜର ଇସ୍ତଫା ପତ୍ର ବିଜେଡ଼ି ସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ…

ନିରଞ୍ଜନ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ଲଢିବେ ନିର୍ବାଚନ

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର ଦିନ ଓଡିଶାର ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରାର୍ଥୀ ତାଲିକାରେ ଘସିପୁରା ବ୍ୟତିତ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନୀମଣ୍ଡଳୀରୁ ନିର୍ବାଚନ ଲଢିବା…

ବାରିପଦା ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢିବେ ସରୋଜିନୀ ହେମ୍ବ୍ରମ୍

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ବିଧାନସଭା ଆସନ ଲାଗି ଦଳର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ନାମ ରବିବାର ଦିନ ଘୋଷଣା କରିଛନ୍ତି । ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ଝିଅ ହେଉଛନ୍ତି ସରୋଜିନୀ । ଏହି ଆସନରୁ ପୂର୍ବରୁ…

ନବୀନଙ୍କ ଦ୍ୱାରା ନୂତନ ବିଜେଡ଼ି କାର୍ଯ୍ୟକର୍ତ୍ତା ନିଯୁକ୍ତ, ୪ଜଣ ନେତାଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ

ଭୁବନେଶ୍ୱର: ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରମୋଦ କୁମାର ରଥ ରେଢାଖୋଲ ନିର୍ବାଚଳନ ମଣ୍ଡଳୀର ଆବାହକ ତଥା ସିଦ୍ଧାର୍ଥ ସାହୁ ସହ-ଆବାହକ ଭାବେ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରଚାର ଲାଗି ନବୀନ ୪ ଜଣ ସାଧାରଣ ସମ୍ପାଦକ, ୬…

ଓପିସିସି ଉପ-ସଭାପତି ଭାବେ ନିଯୁକ୍ତ ହେଲେ ଜଜ୍ଞେଶ୍ଵର ବାବୁ

ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଶନିବାର ଦିନ କଂଗ୍ରେସର ବରିଷ୍ଠ ନେତା ଜଜ୍ଞେଶ୍ଵର ବାବୁଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଉପ-ସଭାପତି ଭାବେ ନିଯୁକ୍ତ କରିଛି । ପୂର୍ବତନ ବିଧାୟକ ତଥା ଓଡ଼ିଶା ଜନମୋର୍ଚ୍ଚା (ଓଜେଏମ)ର ସାଧାରଣ ସମ୍ପାଦକ ଜଜ୍ଞେଶ୍ଵର…

ଓଡ଼ିଶା ଲାଗି ୨୦୧୪ ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛି କେନ୍ଦ୍ର: ନବୀନ

ନବରଙ୍ଗରପୁର: ୨୦୧୪ ନିର୍ବାଚନରେ ଓଡ଼ିଶା ଲାଗି ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି କେନ୍ଦ୍ର, ବୋଲି ଶନିବାର ଦିନ ଏକ ନିର୍ବାଚନୀ ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବରଙ୍ଗପୁର ଜିଲ୍ଲା ରାଇଗଡ଼ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ନବୀନ କହିଛନ୍ତି,…

ବିଜେପି ଟିକଟରେ ଜଗତସିଂହପୁର ଲୋକସଭା ଆସନରୁ ଲଢିବେ ବିଭୁ ତରାଇ

ଭୁବନେଶ୍ୱର : ଓଡିଶା ଲୋକସଭା ଓ ବିଧାନସଭା ଆସନ ଲାଗି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଶନିବାର ଦିନ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ପକ୍ଷରୁ ଓଡିଶାର ଗୋଟିଏ ଲୋକସଭା ଆସନ ଓ ୨ଟି ବିଧାନସଭା ନିର୍ବାଚନୀମଣ୍ଡଳୀ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବିଜେପି…

କଂଗ୍ରେସରେ ମିଶିଲେ ଶତୃଘ୍ନ ସିଂହ୍ନା, ପାଟଣା ସାହିବରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ : ଅଭିନୟରୁ ରାଜନୀତି ଦୁନିଆରେ ପାଦଥାପିଥିବା ଶତୃଘ୍ନ ସିଂହା ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହେବାର କିଛି ଘଣ୍ଟା ପରେ ତାଙ୍କୁ ୨୦୧୯ ଲୋକସଭା ନିର୍ବାଚନ ଲଢିବା ପାଇଁ କଂଗ୍ରେସ ବିହାରର ପାଟଣା ସାହିବ ଲୋକସଭା…

ଓଡିଶାରେ ୧ମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରିବେ ୬୦ ଲକ୍ଷ ଭୋଟର

ଭୁବନେଶ୍ୱର : ଓଡିଶାରେ ଏପ୍ରିଲ୍ ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୬୦ ଲକ୍ଷ ୩ ହଜାର ୭୦୭ ଭୋଟର୍ ମତଦାନ କରିବେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୨୩୩ଟି ବୁଥରେ ପାଖାପାଖି ୨୯ ଲକ୍ଷ ୭୨…

ସୁନ୍ଦରଗଡ଼ରେ ପ୍ରଧାନମନ୍ତ୍ରୀ ମୋଦୀ: ଟାର୍ଗେଟରେ ବିଜେଡ଼ି ଓ କଂଗ୍ରେସ

ସୁନ୍ଦରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଏକ ଦିନିକିଆ ଓଡ଼ିଶା ଗସ୍ତରେ ଅଛନ୍ତି । ଓଡ଼ିଶାରେ ଦୁଇଟି ନିର୍ବାଚନୀ ସଭା ମଧ୍ୟରେ ସୁନ୍ଦରଗଡ଼ରେ ମୋଦୀ ଏକ ଜନସଭାକୁ ସମ୍ବୋଧିିତ କରିଛନ୍ତି । ବିଜେପି ପକ୍ଷରୁ ଆୟୋଜିତ ଏହି ନିର୍ବାଚନୀ ସଭାରେ ନରେନ୍ଦ୍ର ମୋଦୀ ଉଭୟ କଂଗେସ ଓ ବିଜେଡ଼ିକୁ…