Latest Odisha News

BREAKING NEWS

Browsing Category

ଆମ ବ୍ୟାକରଣ

ଅଯୋଗବାହ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମ ଭାଷାର ବୈଶିଷ୍ଟ୍ୟ ବିବିଧ। ଆମର ସମସ୍ତ ବ୍ୟଞ୍ଜନ ସ୍ୱରାନ୍ତ । ବ୍ରାହ୍ମୀ ଲିପିର ପ୍ରଭାବରେ ଆମ ଅକ୍ଷର ତ୍ରିକୋଣାକାର ଯେମିତିକି :- ଏ , ଐ । ଦ୍ରାବିଡ଼ ଲିପି ପ୍ରଭାବରେ ଏହା ବର୍ତ୍ତୁଳାକାର। କ, ଖ, ଗ ,ଘ, ପ, ଫ , ଭ , ଦ, ଧ, ଅ, ଆ ସ୍ୱର…

ଶାସ୍ତ୍ରୀୟ ଓଡ଼ିଆ ଭାଷା

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ତାମିଲ୍‌, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଭାରତବର୍ଷର ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା ଆମ ଭାଷା, ଓଡ଼ିଆ ଭାଷା । ଆମ ଭାଷାର ଗୌରବ ଗାଥା ଗାନ କରୁଥିବା ଏହି ଦିନ ଆମକୁ ଆମର ଗୌରବମୟ ଅତୀତର କଥା ସ୍ମରଣ କରାଇଦିଏ ।…

ବର୍ଣ୍ଣ ଓ ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମ ବର୍ଣ୍ଣମାଳାରେ ସ୍ଥାନ ପାଇ ଥିବା ପୂର୍ଣ୍ଣାକ୍ଷର ବିଶିଷ୍ଟ ବ୍ୟଞ୍ଜନ ବର୍ଣ୍ଣଗୁଡିକ ଦୁଇ ଭାଗରେ ବିଭକ୍ତ । ଯଥା: ବର୍ଗ୍ୟବର୍ଣ୍ଣ ଓ ଅବର୍ଗ୍ୟ ବର୍ଣ୍ଣ । ବର୍ଗ୍ୟବର୍ଣ୍ଣଗୁଡିକ ଉଚ୍ଚାରଣ ସ୍ଥାନ ଅନୁସାରେ ପାଞ୍ଚ ପ୍ରକାରର । ଏହାକୁ ଆମେ ସଂକ୍ଷେପରେ…

କ୍ରିୟା

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମେ ବ୍ୟାକରଣ ବିଷୟରେ ଆଲୋଚନା କରୁଛେ। ଆଜି କ୍ରିୟା କଥା କହିବା। କ୍ରିୟାର ଅର୍ଥ କାମ। ଇଂରାଜୀ ବ୍ୟାକରଣରେ ଏହାକୁ ଭର୍ବ ( verb)କୁହାଯାଏ। ଏହାର ଭୂମିକା ବାକ୍ୟରେ ଓ ବ୍ୟାକରଣରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ । କ୍ରିୟା କଣ ଏହାକୁ ଟିକେ ସରଳ…

ଆମ ଶିଳାଲେଖର ଭାଷା (୨)

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାରେ ଏହି ତିନୋଟି ଶିଳାଲେଖ ପ୍ରମାଣିକ ନମୁନା । ଆମ ଲିପିର ପ୍ରାଚୀନତା ଏସବୁରେ ଖୋଦିତ । ପ୍ରାଚୀନତାର ପ୍ରମାଣ ପ୍ରଦର୍ଶନ କରୁଥିବା ଅଶୋକଙ୍କ ଧଉଳି-ଜଉଗଡ଼ ଶିଳାଲେଖରେ ଆଖି, ଇସା, କଳେ, କିଟ,…

ଆମ ଶିଳାଲେଖର ଭାଷା (୧ )

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଶାସ୍ତ୍ରୀୟ ଭାଷାର ଗୌରବ ପାଇଥିବା ତଥା ଭାଷା ଆଧାରରେ ଭୌଗୋଳିକ ଭୂଖଣ୍ଡ ଦେଇଥିବା ଆମ ଓଡ଼ିଆ ଭାଷାର ପ୍ରାଚୀନତା, ସାରା ଭାରତରେ ଗବେଷକମାନଙ୍କୁ ଆକୃଷ୍ଟ କରି ଆସିଛି । ଏହି ପ୍ରାଚୀନତା ଆଧାରରେ ଆମ ଭାଷାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା ।…

ଆମ ଭାଷା, ଆମ ବ୍ୟାକରଣ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଅକ୍ଷର ଆମ ଓଡ଼ିଆ ଅକ୍ଷର ପ୍ରାଚୀନ ବ୍ରାହ୍ମୀ ଲିପିରୁ ଆସିଛି। ଲିପି ହେଉଛି ପ୍ରତ୍ୟେକ ଭାଷାର ଉତ୍ସ। ବ୍ରାହ୍ମୀ ଲିପିରୁ ସୃଷ୍ଟି ଆମ ଅକ୍ଷରର ଲିଖନ ପଦ୍ଧତି ସ୍ୱତନ୍ତ୍ର ଧରଣର। ବଙ୍ଗଳା, ଅସମୀୟା, ହିନ୍ଦୀ , ମୈଥିଳୀ ଆଦି ଅନ୍ୟାନ୍ୟ ଭାଷାଠାରୁ…