Latest Odisha News

BREAKING NEWS

Browsing Category

ଗୀତ

ଅଭୁଲା ଗୀତ : ତୁମେ ଲେଉଟିଲ ନାହିଁ

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ସୁରେନ୍ଦ୍ର କୁମାର ଦାସ ଗାୟନ : କଲ୍ୟାଣୀ ଦାସ ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦ ତୁମେ ଲେଉଟିଲ ନାହିଁ ତୁମେ ଲେଉଟିଲ ନାହିଁ କେତେ ତାତି ଛାତି ଭିତରେ ବିତିଲା କେତେ ତାତି ଛାତି ଭିତରେ ବିତିଲା ତୁମ ରାହା ଚାହିଁ ଚାହିଁ…

ଅଭୁଲା ଗୀତ : ଆ’ ଜହ୍ନମାମୁ ଶରଦଶଶୀ

ସଙ୍ଗୀତ : ଶ୍ରୀକୁମାର ଗୀତ : ନରସିଂହ ମହାପାତ୍ର ଗାୟନ : ଶ୍ରୀକୁମାର ଚଳଚ୍ଚିତ୍ର : ବନ୍ଧନ, ୧୯୬୯ ଆ’ ଜହ୍ନମାମୁ ଶରଦଶଶୀ ଆ’ ଜହ୍ନମାମୁ ଶରଦଶଶୀ ମୋ କାହ୍ନୁ ହାତରେ ପଡ଼ରେ ଖସି ଆ’ ଜହ୍ନମାମୁ ଶରଦଶଶୀ ଆଖିରୁ ତା’ର ଝରିଲେ ଲୁହ ପରାଣେ ଝରେ ମୋ ଲହୁ ବୁକୁଫଟା ତା’ ଅଝଟପଣ…

ଅଭୁଲା ଗୀତ : ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ଗୌରାଙ୍ଗ ସାମନ୍ତରାୟ ଗାୟନ : ତୃପ୍ତି ଦାସ ଚଳଚ୍ଚିତ୍ର : ଅଦିନ ମେଘ (୧୯୭୦) ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା ତୋ ଆଗେ କହିଦେବି କହିଲି ବୋଲି ଆଜି କହିଲେ ଯା' ଯା'ରେ ଯା'ରେ ଦିଅର ଟୋକା ସକାଳୁ…

ଅଭୁଲା ଗୀତ : ଅନ୍ତରେ କାନ୍ଦେ ବାହାରେ ହସେ

ସଙ୍ଗୀତ :  ଶାନ୍ତନୁ ମହାପାତ୍ର ଗୀତ : ଗୁରୁକୃଷ୍ଣ ଗୋସ୍ୱାମୀ ଗାୟନ : ପ୍ରଣବ ପଟ୍ଟନାୟକ ଚଳଚ୍ଚିତ୍ର : ସୂର୍ଯ୍ୟମୂଖୀ, ୧୯୬୩ ଅନ୍ତରେ କାନ୍ଦେ ବାହାରେ ହସେ ଅନ୍ତରେ କାନ୍ଦେ ବାହାରେ ହସେ ମୁଁ ଏହି ମୋର ପରିଚୟ ମରି ସାରିଛି ମୁଁ ତେବେ ବି କରୁଛି…

ଅଭୁଲା ଗୀତ : ଦିଲ୍ ଦେବି

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ନାରାୟଣ ପ୍ରସାଦ ସିଂହ ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍ ଓ ସିପ୍ରା ବୋଷ ଚଳଚ୍ଚିତ୍ର : ନୂଆବୋଉ, ୧୯୬୨ ଦିଲ୍ ଦେବି ଦିଲ୍ ଦେବି ଦିଲ୍ ଦେବିରେ ବସାଇବି ନେଇ ତୋତେ ଦିଲ୍‌ର ମଞ୍ଜିଲ୍‌ରେ ଦିଲ୍ ଦେବି ଦିଲ୍ ଦେବି ଦିଲ୍‌ଟା ଦେବି ମୋର କାଟିରେ…

ଅଭୁଲା ଗୀତ : ଆକାଶେ କି ରଙ୍ଗ ଳାଗିଲା

ଗୀତ : କାର୍ତ୍ତିକ କୁମାର ଘୋଷ ଗାୟନ : ନିର୍ମଳା ମିଶ୍ର ଚଳଚ୍ଚିତ୍ର : ଶ୍ରୀଲୋକନାଥ, ୧୯୬୦ ଆକାଶେ କି ରଙ୍ଗ ଳାଗିଲା ଆଜି ଆକାଶେ କି ରଙ୍ଗ ଲାଗିଲା ଚୋରା ପବନେ ସୁରଭି କେ ଦେଲା ଆଜି ଆକାଶେ କି ରଙ୍ଗ ଲାଗିଲା ବାଜେ କାହା ଆଗମନୀ ଗୀତିକା ସାଜେ ନୂଆ ସାଜେ ବନ…

ଅଭୁଲା ଗୀତ : ନଉକା ସଉଦା ଭରା

ଗୀତ : ଗୋଦାବରୀଶ ମହାପାତ୍ର ସଙ୍ଗୀତ :   ବାଳକୃଷ୍ଣ ଦାଶ ଗାୟନ : ଉଦୟନାଥ ସାହୁ ଚଳଚ୍ଚିତ୍ର : ଜୟଦେବ, ୧୯୬୧ ନଉକା ସଉଦା ଭରା ଲିଭିଲିଭି ଆସେ ଖରା ବେଗିବେଗି ଯିବା ପରା ନଉକା ସଉଦା ଭରା ସେ କୂଳେ ନେଇ ଲିଭିଲିଭି ଆସେ ଖରା ବେଗିବେଗି ଯିବା ପରା…

ଅଭୁଲା ଗୀତ : ପିୟାସୀରେ ନୀର ଖୋଜୁ

ଗୀତ : ପିୟାସୀରେ ନୀର ଖୋଜୁ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ : ଛବି ରାୟ ଗୀତ :  କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦ ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ ଏ’ ରାଇଜେ କ୍ଷୀର ନୀର…

ଅଭୁଲା ଗୀତ : ମରମ ତଳେ ଅତୀତ ଯେ ମରେନା

ଗୀତ: ମରମ ତଳେ ଅତୀତ ଯେ ମରେନା ସଙ୍ଗୀତ ଓ ଗାୟନ: ବାଳକୃଷ୍ଣ ଦାଶ ଗୀତ: ନାରାୟଣ ପ୍ରସାଦ ସିଂହ ଚଳଚ୍ଚିତ୍ର : ଅଭିନେତ୍ରୀ, ୧୯୬୫ ମରମ ତଳେ ଅତୀତ ଯେ ମରେନା ମରମ ତଳେ ଅତୀତ ଯେ ମରେନା ଦହନ ଯେ ସରେନା ମରମ ତଳେ ଅତୀତ ଯେ ମରେନା ଦହନ ଯେ ସରେନା ନୀର ଧାରା ଝରେ ମରା…

ଅଭୁଲା ଗୀତ : ଏଇ ଛୋଟ କଥାଟିଏ ଭୁଲନା

ଗୀତ: ଗୁରୁକୃଷ୍ଣ ଗୋସ୍ୱାମୀ ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ : ପ୍ରଣବ ପଟ୍ଟନାୟକ ଓ ଉଷା ମଙ୍ଗେସକର ଚଳଚ୍ଚିତ୍ର : ଅରୁନ୍ଧତୀ (୧୯୬୮) ଏଇ ଛୋଟ କଥାଟିଏ ଭୁଲନା ଭଲପାଏ ଆଉ କିଛି ଜାଣେନା ତୁମେ ପାଶେ ଥିଲେ କିଛି ଦୁନିଆରେ ଆଉ ମୁଁ ଚାହେଁନା ଚାହେଁନା ଏଇ ଛୋଟ କଥାଟିଏ ଭୁଲନା…