Latest Odisha News

BREAKING NEWS

Browsing Category

ଗୀତ

ଅଭୁଲା ଗୀତ : ଗୋରୀ ଗୋରୀ ଗୋରୀ

ଗୀତ ଓ ଗାୟନ: ଅକ୍ଷୟ କୁମାର ମହାନ୍ତି ସଙ୍ଗୀତ: ଭୁବନେଶ୍ୱର ମିଶ୍ର ଚଳଚ୍ଚିତ୍ର: ମା, ୧୯୫୮ ଗୋରୀ ଗୋରୀ ଗୋରୀ ଆଗୋ ନୀଳପରୀ ଚାହାଁନା ତୁ ଫେରି ଦୂରେ ଦୂରେ ଦୂରେ ମନନେଇ ତୁ ରେ ତୋହରି ବୁକୁରେ ଦିଅନାରେ ଭରି ଗୋରୀ ଗୋରୀ ଗୋରୀ ଆଗୋ ନୀଳପରୀ ଚାହାଁନା ତୁ ଫେରି ଦୂରେ ଦୂରେ ଦୂରେ…

ଅଭୁଲା ଗୀତ : ମୋ ମନବୀଣାର ତାରେ

ଗୀତ : ଜୀବନାନନ୍ଦ ପାଣି ଗାୟନ :  ନିର୍ମଳା ମିଶ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଚଳଚ୍ଚିତ୍ର : ମଣିକଯୋଡି, ୧୯୬୩ ମୋ ମନବୀଣାର ତାରେ ହେ ଅବୁଝା ମୂରୁଛନା ମୋ ମନବୀଣାର ତାରେ ହେ ଅବୁଝା ମୂରୁଛନା ମୋ ମନବୀଣାର ତାରେ ଏତେ ମଧୁ ସୁରେ ଆଉ ମୋତେ ଡାକନା ନା ମୋ ମନବୀଣାର ତାରେ…