Latest Odisha News
Browsing Category

ଚେତନାର ଚୌହଦୀ’

ଅସୀମ ପଥ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସସୀମର ଅସୀମରେ ପହଞ୍ଚିବା ହିଁ ମୁକ୍ତି । ଅସୀମ ଆମର ଅତି ପରିଚିତ, ଅତି ନିକଟ, ଅତି ଘନିଷ୍ଠ । ତଥାପି ଅତି ଦୂର, ଅତି ଅପରିଚିତ । ଅସୀମରେ ଆମର ଜନ୍ମ, ବର୍ଦ୍ଧନ, ଅବସାନ । ଅସୀମକୁ ଆମେ ପ୍ରତି ମୁହୂର୍ତ୍ତରେ ଦେଖୁଛି, ଅନୁଭବ…

ନିର୍ବୋଧର ପରିଚୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ବେଳେ ବେଳେ ଅଯଥା, ଅନାବଶ୍ୟକ,ଅବାନ୍ତର ଶବ୍ଦ କହି ନିର୍ବୋଧର ପରିଚୟ ଦେଇଥାଏ । ଏହାର ମୂଳ କାରଣ ଅହଂକାର ଏବଂ ଗର୍ବର ଅପଚୟ । ଜଣେ ବ୍ୟକ୍ତି ଗର୍ବରେ କହିଲା ମୋ ବିନା ମୋ ପରିବାର ଘଡିଏ ଚଳି ପାରିବ ନାହିଁ । ତାର ଗୋଟିଏ…

କର୍ମ : ପ୍ରକୃତିର ଉପାସନା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ବ୍ୟକ୍ତି ନିଜର କର୍ମାନୁସାରେ ଫଳ ଭୋଗ କରିଥାଏ । ଉତ୍ତମ କାର୍ଯ୍ୟର ଉତ୍ତମ ଫଳ । ନିକୃଷ୍ଟ କାର୍ଯ୍ୟର ଫଳ ନିକୃଷ୍ଟ । ଯାହାର ଜୀବନ ଦର୍ଶନ ଉତ୍ତମ ସେ ସଫଳତା ଲାଭ କରେ । ପକ୍ଷୀ ଏବଂ ପିମ୍ପୁଡ଼ି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥାନ୍ତି…

ସମୟ ଓ ଭାଗ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସତରେ କଣ ଭାଗ୍ୟ ବୋଲି କିଛି ଥାଏ? ନା ଭାଗ୍ୟକୁ ଦାୟୀ କରି ମଣିଷ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟରୁ ଓହରି ଆସି ଥାଏ । ନା ଭାଗ୍ୟ ନାଁ ରେ ଏକ ବାହାନା ଖୋଜିଥାନ୍ତି । ସମୟେ ସମୟେ ମଣିଷ କୁହେ- କ\'ଣ କରିବା ମୋର ଭାଗ୍ୟ ରେ ନାହିଁ!…

ଜୀବନ ଏକ ଶୃଙ୍ଖଳା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜୀବନର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହିଁ ବ୍ୟକ୍ତିକୁ ତାର ଭବିଷ୍ୟତ ଗଠନ କରିବାରେ ସହାୟକ ହୁଏ । ଲକ୍ଷ୍ୟହୀନ ଜୀବନ ଜୀବନ ନୁହେଁ । ଲକ୍ଷ୍ୟହୀନ ଜୀବନ ସମାଜର ମଙ୍ଗଳ କରିପାରେନା । ଯେଉଁ ସମାଜ ଆମକୁ ମଣିଷ କରିଛି । ଯେଉଁ ମାଟିରୁ ପାଣି ପବନ…

ଜୀବନ ରଥ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ପ୍ରତ୍ୟେକ ବ୍ୟକ୍ତିର ସମସ୍ୟା , ସେ କାହାଠାରୁ ନିଜର ନିନ୍ଦା ଶୁଣି ପାରେ ନାହିଁ । ଯଦି କେହି ତାର ବିଷୟରେ ଖରାପ କହୁଛନ୍ତି, ତେବେ ସେ ସହ୍ୟ କରି ପାରିବ ନାହିଁ । ବାସ୍ତବରେ ଏହି କାରଣରୁ ନିଜକୁ ଆଘାତ କରିବା ଠିକ୍ କ ନୁହେଁ ।…

ମାନବ ଜୀବନର ମୂଲ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ନିଜ ସ୍ୱାର୍ଥ ପାଇଁ ମଣିଷ ହିସାବ କରେ । ଅନ୍ୟ ଜିନିଷର ମୂଲ୍ୟ ଜାଣିବାକୁ ଚେଷ୍ଟା କରେ । ହେଲେ କେବେ ନିଜ ଜୀବନର ମୂଲ୍ୟ ଉପରେ ବିଚାର କରେ ନାହିଁ । ସେ ଜାଣିବାକୁନ ଚେଷ୍ଟା କରେନି ତା’ଜୀବନର ଦାମ୍ କେତେ । ମାନବ ସମାଜ ହେଉଛି ଏକ…

ପୂଣ୍ୟ ମାର୍ଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ପାପ- ପୂଣ୍ୟ ହେଉଛି, ଜୀବନ ରୂପକ ତରାଜୁର ଗୋଟେ ଗୋଟେ ପଲା । ଗୋଟେ ପଟେ ପାପ ହେଲେ ଅନ୍ୟ ପଟେ ପୂଣ୍ୟ । କେବେ ପାପର ପଲା ଭାରି ତ କେବେ ପୂଣ୍ୟର । କିନ୍ତୁ କୃତକର୍ମର ନିରପେକ୍ଷ ମୂଲ୍ୟାଙ୍କନ ଉପରେ ନିର୍ଦ୍ଧାରିତ ହୁଏ, ଜୀବନ । ଥରେ…

ସାଧନାର ମାର୍ଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜ୍ଞାନ ଓ କର୍ମର ସ୧ିଳିତ ସାଧନା ଦ୍ୱାରା ସମାଜର ଉତ୍ଥାନ ସମ୍ଭବ । ସଂସାରକୁ ସୁଖୀ ରଖିବାର ମୂଳମବ ହେଉଛି- ଏହି ମହୀକୁ ଦୁଷ୍ଟ କବଳରୁ ମୁକ୍ତ କରିବା । ପରମାଞଗା ସଂସାରର କୋଣ ଅନୁକୋଣରେ ବିଦ୍ୟମାନ । ପରମାଞଗାଙ୍କର ପବିତ୍ର ଅଂଶ ହିଁ…

ଅହଂକାରର ପତନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଭୁବନେଶ୍ୱର ଭାରି ୩ ଜୀବନ ହେଉଛି ଏମିତି ଏକ ଗଣିତ ଯାହାର ସମାଧାନ ପାଇଁ କିଛି ନୂଆ ନୂଆ ସୂତ୍ରର ପ୍ରୟୋଗ ପଡ଼ିଥାଏ । ଅହଂକାର ଏବଂ ସଂସ୍କାର- ଅହଂକାର ଅନ୍ୟକୁ ନିଚା ଦେଖେଇ ଖୁସି ହୁଏ, କିନ୍ତୁ ସଂସ୍କାର ନିଜେ ନିଚା ହୋଇ ଖୁସି ହୁଏ…