Latest Odisha News
Browsing Category

ଧାରାବାହିକ ଉପନ୍ୟାସ : ଚୋରାବାଲି

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୯   ନିହାତି କିଛି ସିରିୟସ୍ ଇସୁ । ନହେଲେ ଆବଶ୍ୟକତାଠାରୁ ଏତେ ଅଧିକ ବିଚଳିତ ତା’ଙ୍କୁ କେବେ ଦେଖିନି । ହଁ ସିରିୟସ୍ । ଆଲିଆ ଯେ ଏତେ ଧୃତ, ସେ କେବେ ହେଲେ କଳ୍ପନା କରି ନଥିଲା । ତା’କୁ ଅଭାବ କ' ଣ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୮  ଆଜି ବୈଭବ ୱାସ୍‌ରୁମ୍‌ରେ ଥିଲା ବେଳେ ତାଙ୍କ ଫୋନ ରିଙ୍ଗ୍‌ ହେଲା । ହୋଉ । ସେ ଆସିଲେ ରିସିଭ୍ କରିବେ । ପୁଣି ରିଙ୍ଗ୍ । କଣ୍ଟିନ୍ୟୁସଲି କିଏ ଫୋନ୍ କରୁଛି । ଯଦି ଜଣେ ରିସିଭ୍ କରୁନାହିଁ ତ ସେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୭ )

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୭  ଚିତ୍ର ଭିତରେ ଆରାଧ୍ୟା ଜୀବନ ଦେଖେ । ଅନୁଭବ କରେ । ଭୋଗେ । ବୈଭବଙ୍କୁ ବୁଝେଇ ପାରେନା ତା'ର ମାନେ କ'ଣ, ବା ବୁଝେଇବା ଆଉ ଜରୁରୀ ଭବେନା । କୁମାର କିନ୍ତୁ ସେ ବାବଦରେ ଟିକେ ଅଲଗା । ସେ ଦିନ ଫେରିବା ବେଳେ,…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୬)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୬ ଆରାଧ୍ୟା ଧିରେଧିରେ ଅବସାଦରୁ ବାହାରି ଆସୁଛି । ସେଥିପାଇଁ ତା’କୁ ଆଉ ମେଡ଼ିସିନ ଦର୍କାର ନାହିଁ । ଦୃଢ଼ ଆତ୍ମବିଶ୍ୱାସ ହିଁ ଯଥେଷ୍ଟ । ତା’କୁ ନିଃସଙ୍ଘ ଲାଗୁନାହିଁ । ତା' ପାଖରେ କିଏ ଥିଲେ ବା, ନ’ଥିଲେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୫)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୫ “ ଏ ଶଃଳା କଣ୍ଟ୍ରାକ୍ଟର ଆମକୁ ପାଞ୍ଚ ମାସ ହେଲା ଠିକରେ ମଜୁରୀ ଦେଉନି । କାମ ବନ୍ଦ ହବନି ? ଆଜି କାଲି କହିକି, ଗଲା ଧନ୍ଦା ଚଲେଇଛି । ଆମେ ତ’ ମୁଲ ଲାଗି ଚଳିବା ଲୋକ, ପିଲା ମାଇପ କେମିତି ପୋଷିବା ? ଘରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୪)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୪ କୁମାର ଚାଲିଯିବା ପରେ ଅନେକ ରାତି ଯାଏଁ ବୈଭବ ଏକୁଟିଆ ଅଫିସ୍‌ରେ ବସିରହିଲା । ଏତେ ହିୟୁଜ୍ ଏମାଉଣ୍ଟ ଟ୍ରାନ୍ସଫର୍ କରି ଆଲିଆ ଗାୟବ । ଯାହାବି ହେଇଛି, ଖୁବ୍ ଚତୁରତାର ସହ । ଏକାଉଣ୍ଟିଙ୍ଗ୍ ସେ ବୁଝୁଥିଲା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୩)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୩ ଏପଟେ ଅଫିସର ପ୍ରୋବ୍ଲମ୍ କଣ୍ଟ୍ରୋଲ ବାହାରକୁ ଚାଲିଯାଉଛି । କିଛି ସମୟ ରିଲାକ୍ସ ହେବା ପାଇଁ, ଏଇ ଥିଲା ଗୋଟିଏ ବାଟ । ସେ ବି ବନ୍ଦ । ସେ ପେଗ୍ ପରେ ପେଗ୍ ପି’ ଚାଲିଲା । ସିଗାରେଟ୍ ଧୁଆଁରେ ତା’ କାଉଣ୍ଟରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୨)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୨  ଆରାଧ୍ୟା ଥରଟିଏ ବି କହିଲା ନାହିଁ କି, “ଆଜି ତ’ ଜଲ୍‌ଦି ଫେରିଛ, ଚାଲ କୁଆଡେ ବୁଲିଯିବା । ଗୁପ୍‌ପୁଚ୍ ଖାଇକି ଆସିବା ଚାଲ , ନ’ହେଲେ ଆଇସ୍‌କ୍ରିମ୍ ।” ଆରାଧ୍ୟାର ଦୀର୍ଘ ନୀରବତା ଓ ତା’ ପ୍ରତି ଧ୍ୟାନର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୧)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୧  ଟପ୍ ଫ୍ଲୋର ଷ୍ଟଡିରୁମ୍ ଦୂଆର ମେଲା । ଆରାଧ୍ୟା ଗୋଟେ ଛୋଟ ଚେୟାର୍ ଉପରେ ଦୂଆରକୁ ପିଠି କରି ବସିଛି । ଛିଟ ଫୁଲପକା ପିଙ୍କ୍ ସାଲ୍‌ୱାର କାମିଜ ତା’କୁ ଖୁବ ମାନୁଛି । ହାଲ୍‌କା ହାଲ୍‌କା ପବନରେ ଖୋଲା ଚୁଟି ଉଡୁଛି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୦)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୦ ବୈଭବ ଭାବିଥିଲା ସିଆଡୁ ବୁଲାବୁଲି କରି ଫେରିବା ପରେ, ତାକୁ ଟିକେ ରିଲାକ୍ସ ଲାଗିବ । ଥକା ମେଣ୍ଟିଯିବ । କିନ୍ତୁ ହେଲାନି । ତା’କୁ ମାନ୍ଦା ଲାଗୁଛି । ଆହୁରି କ୍ଲାନ୍ତ ଅନୁଭବ ହେଉଛି । କିଛି ବି…