Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : କାମ ମୋର ପରିଚୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ୟ ଯାହାର ଯେଉଁ ମତ ତାହା ଜାଣି ମୁଁ ବିଚଳିତ ସାଧାରଣତଃ ହୁଏଁନାହିଁ ମୋ ମନ ରହେ ଶାଂତ ହୋଇ ମନର ଶାଂତି ଅଂତରଂଗ ତାହାକୁ କରିଦେଲେ ଭଂଗ ପଶିଆସଂତି ନାନା ମତ କରଂତି ମନକୁ ବିଭ୍ରାଂତ…

ଭାଷା ଭାଗବତ : ଭାବ ଅଭିବ୍ୟକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୁଣୀଂକୁ ଜଣାଇ ସମ୍ମାନ ସଂସ୍କାର କରିବା ସ୍ଥାପନ ବୟସ ଯେଣୁ ଏକ ସଂଖ୍ୟା ନେବାନି କାହାଠାରୁ ଦୀକ୍ଷା ସ୍ବାନୁଭୂତିରୁ ପାଇ ଶିକ୍ଷା ଦେବାକୁ ପଡ଼ିବ ପରୀଷା ପରୀକ୍ଷା ପରେ ଫଳାଫଳ ସଫଳ ଅଥବା ନିଷ୍ଫଳ ଯାହା ହେଲେ ବି…

ଭାଷା ଭାଗବତ : ଆମର କର୍ତବ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚିଂତା ହୋଇଲେ ଅଣାୟତ୍ତ ମନ ବି ହୁଏ ଆଂଦୋଳିତ ଅଯଥା କ୍ଷୁବ୍‌ଧ ଓ ବିଭ୍ରାଂତ ମଥା ବି ହୁଏ ପରିଶ୍ରାଂତ ଦୁଶ୍ଚିଂତା କଲେ ଶୀଘ୍ର ଦୂର ମନ ବି ହୁଏ ପରିଷ୍କାର ମର୍ଯାଦା ବଢ଼ଇ ବ୍ୟକ୍ତିର ହୁଏ ବହୁତ ଉପକାର ସ୍ମୃତିରେ…

ଭାଷା ଭାଗବତ : ସଦ୍ୟତମ ଶିକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୋଟେ ଆଂଗୁଠି ଗଲେ କଟି ପାଂଚଟି ଆଂଗୁଠିରେ ପଟି ବାଂଧିବା ଭଳି ଏକ କାର୍ଯ ହୁଅଇ ଏଠାରେ ସ୍ବୀକାର୍ଯ ପତ୍ରଟେ ହେଲେ ହଳଦିଆ ଡାଳକୁ କାଟିଦେବା କିଆଁ ? ଏପରି ପ୍ରଶ୍ନର ଉତ୍ତର ଏବେ ଖୋଜିବା ବାରଂବାର ଅଭ୍ୟାସଗତ…

ଭାଷା ଭାଗବତ : ଦୁET ଲିP Aକାଠି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ Aମିତି Kମିତି ଲେଖିB TକିA ଭାBB ଦେଖିB ଦୁEଗୋT ଲିP Aକତ୍ର ଦେଖିଲେ ଲାଗE Bଚିତ୍ର ଓଡ଼ିଆ ଓ ଇଂଲିଶ୍‌ ମିଶା ହୁଏ ଅଦ୍‌ଭୁତ ଏକ ଭାଷା ବର୍ଜନ କରିଲେ ଏ ଧାରା ଭାଂଗିବ ନୂଆ ପରଂପରା ଅନ୍ୟ ଭାଷାରୁ ଶବ୍ଦ ନେଇ…

ଭାଷା ଭାଗବତ : ଧନ ଓ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ହାତରେ ଥିଲେ ସୁଦ୍ଧା ଧନ ମୁଡରେ ନ ସଂଚିଲେ ଜ୍ଞାନ ଧନର ଶୀଘ୍ର ବିଲୋପନ ସଂଭବ ବୋଲି ବୁଝ, ଜାଣ ଅଜ୍ଞାନ ପାଶେ ଥିଲେ ଧନ ଉଚ୍ଛନ୍ନ ହୁଏ ତା'ର ମନ ବୁଝେନି ଆଗ ଅବା ପଛ ଅଯଥା କରିଚାଲେ ଖର୍ଚ ଯେତେ ବି କରିଲେ ଅର୍ଜନ…

ଭାଷା ଭାଗବତ : ପାଠକ ଉଦାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମର ପାଠକ ଉଦାର କ୍ଷମା କରଂତି ବାରଂବାର ଲେଖକେ କରିଲେ ବି ତ୍ରୁଟି ପାରଂତି ପ୍ରଶଂସା ସାଉଁଟି କିଏ କ'ଣ ଭାବିବ ବୋଲି କେହି କହଂତିନାହିଁ ଖୋଲି ନିଜର ସ୍ପଷ୍ଟ ମନୋଭାବ ଏହା ହିଁ ଆମର ସ୍ବଭାବ ଭାବନା ରଖିଲେ…

ଭାଷା ଭାଗବତ : ଭାଷାର ଚେର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନକୁ ରଖିବାକୁ ଶୁଦ୍ଧ ଭାବନା ନୋହୁ ଅବରୁଦ୍ଧ ଭାବର ଗମନାଗମନ କରେ ମନକୁ ପରିଚ୍ଛନ୍ନ ଗଛରୁ ଝଡ଼େ ସିନା ପତ୍ର କେବେ ତ ଝଡ଼େନାହିଁ ଚେର ଚେର ହିଁ ଗଛର ସଂବଳ ତା ଯୋଗୁଁ ମିଳେ ଫୁଲ, ଫଳ ଚେର ତ ସର୍ବଦା ଅଦୃଶ୍ୟ…

ଭାଷା ଭାଗବତ : କିଆଁ ଯିବା ଦବି ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୂର୍ବକାଳରେ ଆମ ଲୋକ ପାଇଥିଲେ କି ଜ୍ଞାନାଲୋକ ? ନ ହେଲେ ଅପୂର୍ବ ସାହିତ୍ୟ କେମିତି ହୋଇଲା ରଚିତ ? ପୁର୍ବକାଳର ବହୁ କବି ଥିଲେ ଜ୍ଞାନୀ ଓ ଅନୁଭବୀ ତେଣୁ ତ ତାଂକ କୃତିମାନ ପାଆଂତି ଆଦର, ସମ୍ମାନ ଏବେ ବଦଳିଗଲା…

ଭାଷା ଭାଗବତ : ଆତ୍ମସଂଶୋଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭୁଲ୍‌ କରିଲେ ମାଗୁଁ କ୍ଷମା କେବେ ବି ଖୋଜୁଁନାହୁଁ ଜମା ସେଭଳି ଭୁଲ୍‌ର କାରଣ ଏହା ହିଁ ବଡ଼ ଭୁଲ୍‌, ଜାଣ ତେଣୁ ତା କରୁଁ ବାରଂବାର ମିଳେନି ତା'ର ପ୍ରତିକାର ଭୁଲ୍‌ କରି ରହିଲେ ବଂଚି ସୁକର୍ମ ହୁଏନାହିଁ…