Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ଶବ୍ଦହରା ମତାମତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧରାବଂଧା ମତ, ଅମତ ହେଲେ ହେଁ କଥିତ, ଲିଖିତ ତା ଯୋଗୁଁ ଭାଷା କି ସାହିତ୍ୟ କେବେ ତ ହୁଏନି ଆଦୃତ ' ଭଲ, ବଢ଼ିଆ, ଚମତ୍କାର ' ଭଳିଆ ଶବ୍ଦ ବ୍ୟବହାର କରି ଜଣାଉଁ ଅଭିମତ ସାହିତ୍ୟ ହୁଏନି ବିସ୍ତୃତ ଶ୍ରଦ୍ଧା ସହିତ…

ଭାଷା ଭାଗବତ : କୃତିର ମହତ୍ତ୍ୱ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଂଦା ଶୁଣିଲେ ବାରଂବାର ସଂକଳ୍ପ ନିଂଦିତ ଲୋକର ହୁଏ ଅଧିକ ଦୃଢ଼ୀଭୂତ ସେ ରହେ ସ୍ବେଚ୍ଛା କର୍ମରତ ନିଂଦାଗର୍ଭିତ କଟୁବାଣୀ ଯେତେ ଲୋକ ଥାଆଂତି ଶୁଣି କର୍ମର ପରିଣାମ ଦେଖି ହୁଅଂତି ସଂକଳ୍ପର ସାକ୍ଷୀ ନିଂଦା…

ଭାଷା ଭାଗବତ : ଉନ୍ନତ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କରି ଅଧିକ ଯୁକ୍ତିତର୍କ କାଟିଲେ ଅନେକ ସଂପର୍କ ଏକାକୀ ହୋଇଯାଏ ବ୍ୟକ୍ତି କ୍ରମଶଃ କମେ ତା'ର ଶକ୍ତି କଥା କହି ଯେ ଥାଏ ଜିତି କାମ ବେଳକୁ ସହେ କ୍ଷତି ସର୍ବଦା ତର୍କପରାୟଣ ଲୋକ ହିଁ ହୁଏ ହଇରାଣ ନିଜର ଯୁକ୍ତି…

ଭାଷା ଭାଗବତ : କେହି ନୁହେ ସାହା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନାହିଁ କ୍ରିୟା କି ପ୍ରତିକ୍ରିୟା ଲୋଡ଼ୁଛୁଁ ଅନୁଗ୍ରହ, ଦୟା ସର୍ବଦା ଦୁଇ ହାତ ଯୋଡ଼ି ବହୁ କାମ ରହିଛି ପଡ଼ି ଦେବାଳୟରେ ଲଂବା ଧାଡ଼ି କ୍ଷେତରେ ପଡ଼ିଛି ମରୁଡ଼ି ହାତ ଓ ଗୋଡ଼ ଭିଡ଼ି ମୋଡ଼ି ଭୋକରେ ଛାଡ଼ୁଥାଉଁ ରଡ଼ି ଆମର…

ଭାଷା ଭାଗବତ : ପହଁରାଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସୁଅ ସହିତ ଯାଇ ଭାସି ଯେ ହୋଇଥାଏ ଖୁବ୍‌ ଖୁସି ସେ ନୁହେ ଦକ୍ଷ ପହଁରାଳି ହୋଇପାରେନି ନିଜ ଭଳି ଏପରି ଲୋକ ଗଲେ ବୁଡ଼ି ନ ପାରେ କୂଳକୁ ବାହୁଡ଼ି ଶବକୁ ଭସାଏ ପ୍ରବାହ ହୋଇ ନ ପାରେ ଶବଦାହ ସଂସାରେ ଦେହ ମନ ଧରି ଯେ…

ଭାଷା ଭାଗବତ : ସମାଜଚ୍ୟୁତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜନମ ଜୀବନ ମରଣ ସକଳ ଚିଂତାର କାରଣ ଘଟନା ପୂରିତ ସଂସାର ସବୁକିଛିର ସମାହାର କେ କାହା ଆଦର ଭାଜନ ନ ହେଲେ ପ୍ରଜା ଓ ରାଜନ ମଧ୍ୟରେ ମତ ବିଭାଜନ ହୁଅଇ ବିନାଶ କାରଣ ବିଭିନ୍ନ ରୁଚି ଆଉ ମତ ଲୋକଂକୁ କରେ ବିଚଳିତ…

ଭାଷା ଭାଗବତ : ଶବ୍ଦ ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବର୍ଜନ ଆଉ ଆହରଣ ଯେହେତୁ ଭାଷାର ଜୀବନ ଶବ୍ଦର ଗମନାଗମନ ଚଳାଂତି ଜନସାଧାରଣ ଆଗତ ବିଗତ ସାରଣୀ ଲେଖଂତି ଜ୍ଞାନୀ ଆଉ ଗୁଣୀ ଶବ୍ଦକୋଷ ଓ ବ୍ୟାକରଣ ନାମରେ ହୁଏ ପ୍ରଚଳନ ଏ ସବୁ ହୋଇ ଭାଷାଧୀନ କରଂତି ଆତ୍ମ ଉନ୍ନୟନ…

ଭାଷା ଭାଗବତ : ଆମେ ନିରୁପାୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶିଖିଲେ ଅନ୍ୟକୁ ଶିଖାଉଁ ଦେଖିଲେ ଅନ୍ୟକୁ ଦେଖାଉଁ ପଢ଼ିଲେ ଅନ୍ୟକୁ ପଢ଼ାଉଁ ଏମିତି ସ୍ବଭାଷା ବଢ଼ାଉଁ ଆମର ନିର୍ଲଜ୍ଜ ଆଳସ୍ୟ ଯୋଗୁଁ ହେଉଛୁଁ ଉପହାସ୍ୟ ତେବେ ବି ଉଠୁନାହୁଁ ଚେଇଁ ନିଦରେ ଶୋଇଛୁଁ କିପାଇଁ ?…

ଭାଷା ଭାଗବତ : କାଳ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାଳର ବିଶାଳ ଉଦର କାଳ ହିଁ ତାହାର ଆହାର କାଳକୁ କାଳ ଦେଇ ଗିଳି ପାରଇ ନିରଂତର ଚଳି କାଳର ନାହିଁ ଆଦି, ଅଂତ କାଳସ୍ଥ ରହିବା ପର୍ଯଂତ ଜୀବଂତ ଓ ଜଡ଼ ସଂସାର କାଳରେ କରଇ ବିହାର କାଳ ଯେହେତୁ ଗୁଣଶୂନ୍ୟ ସଂସାର ହୋଇ…

ଭାଷା ଭାଗବତ : ଏକାକୀ ଜୀବନ

2ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏକାକୀ ପ୍ରତି ବିଶ୍ବବାସୀ ହୋଇପାରିଲେ ଆପେ ଖୁସି ହୋଇବ ବହୁ ଉପକାର ଆଶଂକା ହୋଇଯିବ ଦୂର ଅନାବଶ୍ୟକ ମିଳାମିଶା ଯୋଗୁଁ ହୋଇଛି ଯେଉଁ ଦଶା ତହିଁରୁ ପାରିଲେ ମୁକୁଳି ସର୍ବେ ପାରଂତେ ସୁଖେ ଚଳି ମଣିଷ ବହୁ ବୁଝାମଣା…