Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ସରଳତା ସାଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୮ ଗୌଣଟି ବଡ଼, ମୁଖ୍ୟ ସାନ ଉପର ତଳ ଯୋଡ଼ାବର୍ଣ ଏକାଠି କଲେ ସଂଯୋଜନ କିପରି ହୁଏ ଦେଖ, ଜାଣ ନକ୍‌ସା ବକ୍‌ସି କି ନକ୍ସା ବକ୍ସି କେଉଁ ରୂପଟି ସଫା ବେଶି କରିବା ଯଦି ସୁନିଶ୍ଚିତ ସେପରି ହୋଇବ ଲିଖିତ…

ଭାଷା ଭାଗବତ : ଶ-ଷ-ସ ସହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୬  ଅଂଶ ଦଂଶ ଓ ବଂଶ ଭ୍ରଂଶ କଂସ ହଂସ ଓ ଧ୍ବଂସ ମାଂସ କେତେକାଂଶ ଓ ଅଧିକାଂଶ ଶବ୍ଦରେ ଶ ଓ ସ ନିବାସ କରୁଁ ନ କରୁଁ ଉଚ୍ଚାରଣ ଲିଖନ ଧାରା ବହମାନ ତହିଁରେ ଖଂଜିଦେଲେ ବାଧା ହେବ ବିବିଧ ଅସୁବିଧା କର୍କଶ…

ଭାଷା ଭାଗବତ : ବୁଢ଼ା ଓ ପିଲାଂକ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୫  ଯେତେ ଶିକ୍ଷିତ ବୁଢ଼ା ବୁଢ଼ୀ ମନରୁ ସ୍ବଭାଷା ଘଉଡ଼ି ଅନ୍ୟ କାମରେ ସଦା ବ୍ୟସ୍ତ ପୋଡ଼ୁଛି ଭାଷାର ବନସ୍ତ ତାଂକର ପିଲାଝିଲା ଦଳ ଖେଳଂତୁ ଭାଷା ସହ ଖେଳ କରଂତୁ ସ୍ବଇଚ୍ଛା ପ୍ରକାଶ ଘଟାଂତୁ ଲିପିର ବିନ୍ୟାସ…

ଭାଷା ଭାଗବତ :ତ-ଅଂତ୍ୟ ଶବ୍ଦରାଜି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୪  ତ-ଅଂତ୍ୟ ଶବ୍ଦରାଜି ଦେଖି ବର୍ଣଭେଦ ପାରିବା ଶିଖି କରିବା ଯଥାର୍ଥ ବନାନ ଯାହା ଯେଉଁଠି ସମୀଚୀନ ଅମତ ସ୍ବମତ ଦ୍ବିମତ ଶ୍ରୀମଂତ ସାମଂତ ହେମଂତ ସମ୍ମତ ଆଉ ଅସମ୍ମତ ଉନ୍ମତ୍ତ ଏବଂ ଗର୍ବୋନ୍ମତ୍ତ…

ଭାଷା ଭାଗବତ : ତ୍ରୁଟି ବିଚ୍ୟୁତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧ ଲେଖାରେ ତ୍ରୁଟି ଓ ବିଚ୍ୟୁତି କରେ ଭାଷାର ଖୁବ୍‌ କ୍ଷତି ଲେଖାଳି ପାଇପାରେ ଖ୍ଯାତି ବୁଝେନି ପାଠକର ମତି ଲେଖକ ହେଲେ ପ୍ରତିଷ୍ଠିତ ଯଦି ହୁଏନି ଭାଷା ହିତ ସାହିତ୍ୟ ହୁଏ ମୂଲ୍ୟହୀନ ପାଠକେ ଦିଅଂତିନି…

ଭାଷା ଭାଗବତ : ବୈଧ ବର୍ଣକ୍ରମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧ ଶବ୍ଦରେ ବୈଧ ବର୍ଣକ୍ରମ ସର୍ବଦା ହୁଏ ବୋଧଗମ୍ୟ, ଘଟିଲେ କିଛି ବ୍ୟତିକ୍ରମ ଲେଖାରେ ପଶିଯାଏ ଭ୍ରମ ' ବୋଗଧମ୍ୟ ଓ ବ୍ୟକ୍ରତିମ ତାତ୍ସଲ୍ୟ, ଗଣେଷ, ଅଗ୍ରୀମ ବୃଥାରେ, କ୍ଷତାକ୍ତ, ଉତମ ' ଅଟଂତି ଏ ପ୍ରକାର…

ଭାଷା ଭାଗବତ : ସଂଖ୍ୟା ଜଡ଼ିତ ଶବ୍ଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧ ଏକତା ଏକତ୍ର ଏକତ୍ବ ଏକଦା ଏକାଗ୍ର ଏକାଂତ ପ୍ରତ୍ୟେକ ଶବ୍ଦରେ ଏ ' ଏକ ' ମିଶିଛି ଗଢ଼ିଛି ଅନେକ ଦୋତାଲା ଦୋମୁହାଁ ଦୋଭାଷୀ ' ଦୋ ' ସହ ଅନ୍ୟ ଶବ୍ଦ ମିଶି କରଂତି ନୂତନ ସର୍ଜନ ଦ୍ବିଜ ଦ୍ବିଧା ଓ ଦ୍ବିବଚନ…

ଭାଷା ଭାଗବତ : ଶବ୍ଦର ଗଠନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୦  ବୁଝିବା ଶବ୍ଦର ଗଠନ କିପରି ହୁଏ ସୂତ୍ରାଧୀନ ଅଳପ ରଖିବା ସ୍ମରଣ ବେଶି କରିବା ସଂଯୋଜନ ଯୌଗିକ ଶବ୍ଦ ଶିଖି ଗଢ଼ି ମନରୁ ଶବ୍ଦ ସବୁ କାଢ଼ି କରିବା ସର୍ବେ ବ୍ୟବହାର ବଢ଼ିବ ଦକ୍ଷତା ଆମର ପୂର୍ବଗଠିତ ଶବ୍ଦ…

ଭାଷା ଭାଗବତ : ଭାଷାରେ ଗଢ଼ା ଭଂଗା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୯  ଭାଷାରେ ଚଳେ ଭଂଗା ଗଢ଼ା ଅସଂଖ୍ୟ ଶବ୍ଦ ଯୋଡ଼ା ଛଡ଼ା ଯେହେତୁ ଅଟେ ଧରାବଂଧା ହୁଏନି ତେଣୁ ଅସୁବିଧା ପ୍ରତ୍ୟେକେ ନିଜ ରୁଚି ଜାଣି ବହୁ ଦିଗକୁ ଭାଷା ଟାଣି ନେଉ ଥାଆଂତି ନିରଂତର କିଛି ବି ନୁହେ ସ୍ଥାୟୀ,…

ଭାଷା ଭାଗବତ : ପଶୁପକ୍ଷୀଂକ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୮ ବିରାଡ଼ି କହେ ' ମ୍ୟାଉଁ ମ୍ୟାଉଁ ' ମୁଁ କହେଁ ' ମାଛ ନାହିଁ ଆଉ ' ' ଭୋଓଭୋ ' କୁକୁରଟି ଭୁକେ ମୁଁ ଝର୍କା ଖୋଲି ଯାଇ ଦେଖେଁ କେହି ନ ଦେଲେ ଦେଖା କାହିଁ କହେଁ ' ଶୋଇଥା' ଚୁପ୍‌ ରହି ' କାଉଟେ କାହୁଁ…