Latest Odisha News

BREAKING NEWS

Browsing Category

ଅନୁବାଦ

ଅନୁବାଦ କବିତା : ନଗ୍ନ ନିର୍ଜନ ହାତ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ  ଆକାଶରେ ପୁଣିଥରେ ଅନ୍ଧକାର ଘନ ହୋଇ ଉଠିଛି। ଆଲୁଅର ରହସ୍ୟମୟୀ ଯମଜ ଭଳି ଏଇ ଅନ୍ଧକାର ଯେ ମତେ ଚିରଦିନ ଭଲ ପାଇଛି ଅଥଚ ଯା'ର ମୁହଁ ମୁଁ କେବେବି ଦେଖି ନାହିଁ ସେଇ ନାରୀ ପରି ଫାଲଗୁନ ଆକାଶରେ ଅନ୍ଧକାର ନିବିଡ଼ ହୋଇ ଉଠିଛି। ମନେ ପଡ଼ୁଛି କେଉଁ…

ଅନୁବାଦ ଗଳ୍ପ : ପ୍ରତିଶୋଧ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୧  ମୂଳ ଇଂରାଜୀ: ଖ୍ୱାଜା ଅହମ୍ମଦ ଆବ୍‌ବାସ୍‌  ନାଲି ଆଉ ହଳଦିଆ, ହଳଦିଆ ଆଉ ନାଲି - ଏଇ ଦୁଇଟିଯାକ ରଙ୍ଗ ତାଙ୍କୁ ଦିନ ରାତି ଯେମିତି ଡରେଇ ଗୋଡ଼ାଉଥିଲା । ନାଲି - ସତେକି ମଣିଷର ତାଜା ରକ୍ତ! ହଳଦିଆ - ଯେପରିକି ଶବ ମୁହଁରେ ଘୋଡ଼ା…

ଅନୁବାଦ କବିତା : ସ୍ୱପ୍ନ

ମୂଳ ରଚନା : ଫ୍ରେଡେରିକା ଗାର୍ସିଆ ଲୋରକା ମୁଁ ଏକ ବୋଦା ଉପରେ ସବାର ହୋଇଥିଲି । ମୋ ଜେଜେ ମତେ କହିଲେ "ସେଇଟା ହିଁ ତୋ ଭବିଷ୍ୟତର ପଥ।" ଭିକାରୀ ପରି ବେଶରେ ଥିବା ମୋର ଛାୟା କହିଲା "ହଁ ଠିକ କଥା ।" ମୋର ପୋଷାକ ମାନେ କହିଲେ , "ଏ ରାସ୍ତା ପରା ସୁନାରେ ଛାଇ ହୋଇଛି…

ତିନି ଶହ ରାମାୟଣ (୫)

ମୂଳ ରଚନା  : ଏ. କେ. ରାମାନୁଜନ୍  ଅନୁବାଦ ଚିନ୍ତା ଏପରି କହିବା ବୋଧହୁଏ ଅତିଶୟୋକ୍ତି ପରି ଲାଗିପାରେ । ମୁଁ ଏହାକୁ ଟିକେ ଭିନ୍ନ ଭାବରେ କହିବି, ଯାହାଫଳରେ ଗ୍ରନ୍ଥମାନଙ୍କ ମଧ୍ୟରେ ପ୍ରଭେଦ ତଥା ସେମାନଙ୍କ ଭିତରେ ଥିବା ସମ୍ପର୍କ, ଏ ଉଭୟ ବିଷୟରେ ଆଲୋଚନା କରିହେବ । କାରଣ ସେମାନେ…

ଅନୁବାଦ ଗଳ୍ପ : ମାନବିକତାର ସିପାହୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୦  ମୂଳ ପଞ୍ଜାବୀ: ମହୀନ୍ଦର ସିଂହ ସରାନା ଆଜି ପୁଣି ଅଚାନକ ତୁମ କଥା ମନେପଡ଼ିଲା । ଯେତେବେଳେ ତୁମ କଥା ମନେପଡ଼େ, ଇମିତି ଅଚାନକ ମନ ବ୍ୟସ୍ତ ବିବ୍ରତ ହୋଇଯାଏ । ଆଉ ଏଇ ଅଚାନକ ମନେପଡ଼ିବାଟା ବି ଏବେ ନିତିଦିନିଆ ହୋଇଗଲାଣି । କି…

 ଅନୁବାଦ କବିତା : ସୁଖାନୁଭୁତି

ଲୁଇସ ଗ୍ଲୁକ ଏକ ଧଳା ବିଛଣାରେ ଶୟନରତ ଜଣେ ପୁରୁଷ ଓ ନାରୀ। ସକାଳ ହେଲାଣି, ମତେ ଲାଗୁଛି ସେମାନେ ଖୁବ୍ ଶୀଘ୍ର ଉଠିପଡ଼ିବେ। ଖଟ ପାଖର ଫୁଲଦାନିରେ କିଛି କଇଁ ଫୁଲ, ସୂର୍ଯ୍ୟ କିରଣ ତାଙ୍କ ଗଳାରେ ଏକ ଛୋଟ ଜଳାଶୟର ଭ୍ରମ ସୃଷ୍ଟି କରୁଛି। ମୁଁ ଲକ୍ଷ୍ୟ କଲି , ପୁରୁଷଟି ସ୍ତ୍ରୀ…

ଅନୁବାଦ ଗଳ୍ପ : ଜହୁର ବକ୍ସ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୯   ମୂଳ ହିନ୍ଦୀ: ଭୀଷ୍ମ ସାହାନୀ ହୋଇପାରେ, ଆପଣମାନଙ୍କ ଭିତରୁ କେହିି କେହି ଜହୁର ବକ୍ସଙ୍କ ନାଁ ଶୁଣିଥାଇ ପାରନ୍ତି! ହେଲେ ଜହୁର ବକ୍ସ ନାଁରେ ତ ଏ ଦୁନିଆରେ ଶହ ଶହ ଲୋକ ଅଛନ୍ତି । ଆପଣ ପଚାରି ପାରନ୍ତି, ‘କେଉଁ ଜହୁର…

ଅନୁବାଦ କବିତା : ସ୍ମୃତି

ମୂଳ ରଚନା : ଉଆନ ରମୋନ ହିମେନେଜ ମୋ ଆତ୍ମାର ନିଭୃତରେ ଏକ କ୍ଷୁଦ୍ର ଝରଣାର ଧାରା ମତେ ଛୋଟ କରିଦିଏ। ମୁଁ ପ୍ରାୟ ମୋର ଶକ୍ତି ହରାଇ ବସେ। ଆକାଶ ବି ମତେ ସାହାଯ୍ୟ କରେନି ଏପରିକି ତାରାମାନେ ବି ମତେ ପ୍ରତାରିତ କରନ୍ତି। ମୋ ଉପରେ କେହି ହେଲେ ନାହିଁ ସବୁ ଖାଲି ତଳେ ମୋର ଅତଳ…

ତିନି ଶହ ରାମାୟଣ (୪)

ମୂଳ ରଚନା  : ଏ. କେ. ରାମାନୁଜନ୍  ଏକ ଦକ୍ଷିଣପୂର୍ବ ଏସୀୟ ଉଦାହରଣ ଆମେ ଭାରତ ବାହାରକୁ ଦକ୍ଷିଣପୂର୍ବ ଏସୀଆକୁ ଗଲେ ତିବ୍ଦତ, ଥାଇଲାଣ୍ଡ କିମ୍ବା ଲାଓ, କାମ୍ବୋଜ, ମାଲେସିଆ, ଜାଭା ତଥା ଇଣ୍ଡୋନେସିଆ, ଆଦି ଦେଶମାନଙ୍କରେ ଭିନ୍ନ ପ୍ରକାରର ରାମକଥାମାନଙ୍କୁ ଭେଟିବା । ଏଠାରେ ଆମେ ଥାୟୀ …

ଅନୁବାଦ କବିତା : ଚିଲ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ  ରାସ୍ତାରେ ଯାଉ ଯାଉ ହଠାତ ଦେଖିଲି ଫୁଟପାଥରେ ଏକ ମରି ପଡ଼ିଥିବା ଚିଲ। ଚମକି ପଡ଼ିଲି ତାର କରୁଣ ଓ ବିଭତ୍ସ ଚେହେରା ଦେଖି ଅନେକ ଉଚ୍ଚରୁ ସେ ଏଇ ଧରାକୁ ଦେଖିଛି ଲୁଣ୍ଠନର ଏକ ଅବାଧ୍ୟ ଉପନିବେଶ ରୂପେ, ତା'ର ଲୋଲୁପ ଦୃଷ୍ଟିରେ…