Latest Odisha News

BREAKING NEWS

Browsing Category

ଅନୁବାଦ

ଅନୁବାଦ ଗଳ୍ପ : ଚେର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୮   ମୂଳ ଉର୍ଦ୍ଦୁ: ଇସମତ୍ ଚୁଘତାଇ  ଆମ ସମସ୍ତଙ୍କ ମୁହଁରୁ ରଙ୍ଗ ହଜି ଯାଇଥିଲା । ଗଲା ଛଅଦିନ ଧରି ଘରେ ଚୁଲି ଉପରେ ହାଣ୍ଡି ସୁଦ୍ଧା ବସି ନ ଥିଲା । ପିଲାମାନେ ସ୍କୁଲକୁ ବି ଯାଇ ନ ଥିଲେ ଓ ଘରେ ପାଟିତୁଣ୍ଡ କରି ସମସ୍ତଙ୍କୁ ବ୍ୟସ୍ତ…

ତିନି ଶହ ରାମାୟଣ (୩)

ମୂଳ ରଚନା  : ଏ. କେ. ରାମାନୁଜନ୍  ରାମଙ୍କର କୃପାରୁ ରାମ ନାମ ବିନା ଆନ ବିଦ୍ୟା କାହିଁକି ସାଧିବ ? ଦୁବ ପିପିଲିକା ଆଦି ଯେତେ ସ୍ଥାବର ଜଙ୍ଗମ; ଚତୁର୍ମୁଖ ଶିଷି ସବୁ ଘେନିଲେ ଶ୍ରୀରାମ, କରୁଣାସାଗର ଦେଲେ ତାଙ୍କୁ ପରମ ବୈଭବ । ନମ୍ମାଲୱାର ୭.୫.୧ (ରାମାନୁଜନ ୧୯୮୧, ୪୭)…

ଅନୁବାଦ କବିତା : ପ୍ରେମ ପ୍ରେମ ପ୍ରେମ

ମୂଳ ରଚନା : ଡେରେକ ୱାଲକର୍ଟ  ସମୟ ଆସିବ, ଯେତେବେଳେ ଅତି ଆନନ୍ଦରେ ନିଜ ଘରର ଦ୍ୱାର ଦେଶରେ ନିଜ ଆସିବାକୁ ଅଭ୍ୟର୍ଥନା ଜଣାଇବ , ତୁମ ନିଜ ଆଇନାରେ ନିଜକୁ ଅନାଇ ପରସ୍ପରକୁ ସ୍ୱାଗତ କରିବ ଏବଂ କହିବ ଏଇଠି ବସ, ଖାଅ । ତୁମେ ପୁଣିଥରେ ତୁମ ଅଚିହ୍ନା ନିଜକୁ ଭଲ ପାଇବ। ବାଢି ଆଣ…

ଅନୁବାଦ ଗଳ୍ପ : ବିଦାୟ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୭  ମୂଳ ବଙ୍ଗଳା: ସମରେଶ ବସୁ ରାତ୍ରିର ନିସ୍ତବ୍ଧତାକୁ ଭଙ୍ଗକରି ପୁଲିସ ଜିପ୍‍ଟା ଭିକ୍ଟୋରିଆ ପାର୍କକୁ ଅତିକ୍ରମ କରିଗଲା । ଆଗ ରାସ୍ତା ମୋଡ଼ରେ ଖୁବ୍‍ ବେଗରେ ଅଦୃଶ୍ୟ ହୋଇଗଲା । ସାର ସହରରେ ୧୪୪ଧାରା ସାଙ୍ଗକୁ କର୍ଫ୍ୟୁ ଲାଗୁ ହୋଇଚି…

ତିନି ଶହ ରାମାୟଣ (୨)

ମୂଳ ରଚନା  : ଏ. କେ. ରାମାନୁଜନ୍  ଏହା କହିବା ଅନାବଶ୍ୟକ, ଏହି ଶହ ଶହ ରାମାୟଣର କଥା ପରସ୍ପରଠାରୁ ଭିନ୍ନ । ମୁଁ ଏହିଠାରେ ଜାଣିଶୁଣି କଥା ଶବ୍ଦଟିର ବ୍ୟବହାର କରୁଛି ଏବଂ ପ୍ରକାର କିମ୍ବା ରୂପର ବ୍ୟବହାର କରୁନାହିଁ । କାରଣ ପ୍ରକାର କିମ୍ବା ରୂପ ଶବ୍ଦମାନଙ୍କର ବ୍ୟବହାର କଲେ ଆମେ ବୋଧହୁଏ…

ଅନୁବାଦ କବିତା : ବିମାନ ପରିଚାରିକା

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ କକପିଟରେ ବିଶ୍ରାମହୀନ ସୂର୍ଯ୍ୟାଲୋକର ଝୁଲନ୍ତ ଖରା ପ୍ରପେଲାରରେ ଆତ୍ମହରା ବିଂଶ ଶତାଦ୍ଦୀ ଯେମିତି ରକ୍ ଆଣ୍ଡ ରୋଲରେ ପ୍ରିସଲିର ସ୍ୱର ତାପରେ ଉଡ଼ିଯାଅ , ପକ୍ଷୀ ପରି ପ୍ରବାସକୁ ଏ ଜାଗାରେ କିଏ ରହେ ? ମୁହଁ ଓ ଛାତିରେ ତୁଷାରର…

ଅନୁବାଦ ଗଳ୍ପ : ମୁଁ ବଞ୍ଚିବି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୬  ମୂଳ ହିନ୍ଦୀ : ବିଷ୍ଣୁ ପ୍ରଭାକର ପାର୍ଟି କେତେବେଳୁ ଶେଷ ହୋଇସାରିଥିଲା ଓ ଆମନ୍ତ୍ରିତ ଅତିଥିମାନେ ନିଜ ନିଜ ଘରକୁ ଲେଉଟି ସାରିଥିଲେ । ଆକାଶରେ ଚନ୍ଦ୍ର ଢେର ଉପରକୁ ଉଠି ସାରିଥାଏ  । ପ୍ରାନ୍‍ ହସି ହସି ରାଜ୍‍ ଆଡ଼େ ଚାହିଁଲା ।…

ତିନି ଶହ ରାମାୟଣ (୧)

ମୂଳ ରଚନା  : ଏ. କେ. ରାମାନୁଜନ୍  ରାମାୟଣ କେତୋଟି ? ତିନି ଶହ ? ତିନି ହଜାର ? କେତେକ ରାମାୟଣର ଶେଷରେ ଗୋଟିଏ ପ୍ରଶ୍ନ ପଚରାଯାଏ । ଏ ପର୍ଯ୍ୟନ୍ତ କେତୋଟି ରାମାୟଣ ହେଲାଣି ? ଆଉ ଏହି ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ଗପଟିମାନ ମଧ୍ୟ ଅଛନ୍ତି । ଶୁଣନ୍ତୁ ସେଥିରୁ ଗୋଟିଏ । ଦିନେ ରାମ…

ଅନୁବାଦ କବିତା : ବରଫ ତରଳିବ ନିଶ୍ଚୟ

ମୂଳ ରଚନା : ମାରିନା ଶ୍ୱେତାଏଭା  ଆଜି ନୁହେଁ ତ କାଲି ଏ ବରଫ ତରଳିବ ନିଶ୍ଚୟ ତୁମେ ଏକ ବିଶାଳ ଲୋମଶ ପୋଷାକ ଭିତରେ ରହିଛ ଏବଂ ତୁମର ଅଧର ଦ୍ୱୟ ଶୁଖି ଯାଇଛି ସବୁଦିନ ପାଇଁ ମୁଁ ଜାଣି ପାରୁନି ତୁମକୁ ଦୟା ଦେଖାଇବି କି ନାହିଁ। ତୁମର ପିଇବା ଅଭ୍ୟାସ ଖୁବ କଷ୍ଟକର ପଦଚାଳନା ଓଜନଦାର…

ଅନୁବାଦ ଗଳ୍ପ : ଭଗ୍ନ ଦୁର୍ଗର ଅଧୀଶ୍ୱର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୫   ମୂଳ ହିନ୍ଦୀ: ମୋହନ ରାକେଶ  ପୂରା ସାଢ଼େ ସାତବର୍ଷ ପରେ ଏଇ ଲୋକମାନେ ଲାହୋରରୁ ଅମୃତସର ଆସିଥିଲେ । ହକି ମ୍ୟାଚ୍‍ ଦେଖିବା କେବଳ ବାହାନା ଥିଲା । ଅସଲ ମତଲବ କିନ୍ତୁ ଥିଲା ସେମାନଙ୍କ ପ୍ରାଣଠାରୁ ବଳି ନିଜର ସହର ଅମୃତସରକୁ ଆଉ…