Latest Odisha News

BREAKING NEWS

Browsing Category

ଅନୁବାଦ

ଅନୁବାଦ କବିତା : ଏକ ଦୀର୍ଘ ମନସ୍ତାପ

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ଏବେ ବି ମୁଁ ପାରିନାହିଁ ଭୁଲି ସେଇ ଦୀର୍ଘ ଅପୂର୍ଣ୍ଣ ବେଦନା ବାହାରେ ରାତିର ମୃଦୁ ଅନୁଚ୍ଚ ଜ୍ଵଳନ ଆଉ ସିଏ ଜୋର କରି ହାତ ତା'ର ଟାଣିନେବା ବେଳେ ଅନିଶ୍ଚିତ ଉଷା ଆଲୋକରେ ତୀବ୍ର ଏକ ଝଲକର ଚିହ୍ନ । କାଟିବା ଏ ପୁରାଏକ ଜୀବନର କ୍ଳାନ୍ତି ଆଉ…

ଅନୁବାଦ ଗଳ୍ପ : ଆଉ କେଇଟା ପାକିସ୍ତାନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୪  ମୂଳ ହିନ୍ଦୀ : କମଳେଶ୍ୱର  କେଡେ ଦୀର୍ଘ ସେ ଯାତ୍ରା! ମୁଁ ନିଜେ ବି ବୁଝି ପାରେନି କାଇଁକି ଏ ପାକିସ୍ତାନ କଥା ବାରମ୍ବାର ମୁଁ ଭାବିବସେ - କାଇଁକି ସେ ଚିନ୍ତା ମୋ ମନକୁ ବାରମ୍ବାର ଆନ୍ଦୋଳିତ କରେ? ସଲମା, ମୁଁ ଜୀବନରେ ଥରଟିଏ…

ଅନୁବାଦ କବିତା : ମଧ୍ୟରାତ୍ରିର ପୋଷ୍ଟମ୍ୟାନ

ମୂଳ ବାଂଲା : ଶାମସୁର ରାହମାନ ଏଇ ଅଧରାତିରେ ଏତେ ଜୋରରେ କିଏ କବାଟ କଡ଼ା ହଲେଇଲା ? ଶବ୍ଦଟା ଶୁଣିବା ପରେ ମୋ ଛାତି ଭିତରେ ଯେମିତି ଏକ ପେଚା ଡାକି ଉଠିଲା । ମୁଁ ଅବଶ୍ୟ ଶୋଇ ପଡ଼ିନଥିଲି, କିଛି ଦିନ ହେଲା ଉଚ୍ଚାକାଂକ୍ଷୀ ରକ୍ତଚାପଟା ମୋତେ ଖୁବ୍ କଷ୍ଟ ଦେଉଛି । ଧଡ଼ ଧଡ଼…

ଅନୁବାଦ ଗଳ୍ପ : ପାଲି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୩  ମୂଳ ହିନ୍ଦୀ : ଭୀଷ୍ମ ସାହାନୀ  ଜୀବନର ସୁଅ ଗଡ଼ି ଚାଲିଥାଏ ଯେ ଚାଲିଥାଏ । ତା’ର ଅନ୍ତ କେଉଁଠି ସେକଥା କାହାକୁ ଜଣା ନ ଥାଏ । ନିତିଦିନିଆ ସଂସାର ଜଞ୍ଜାଳ ଭିତରେ ହେଉ ଅବା କବି ଲେଖକଙ୍କ ବର୍ଣ୍ଣନାରେ ହେଉ । ଆମେ ଖାଲି ଯାହା…

ଅନୁବାଦ କବିତା : ସୂର୍ଯ୍ୟ

ମୂଳ ରଚନା : ଚେଜଲୋ ମିଲସ  ସବୁ ରଙ୍ଗ ଆସେ ସୂର୍ଯ୍ୟଠାରୁ କିନ୍ତୁ ତା'ର କୌଣସି ଏକ ବିଶେଷ ରଙ୍ଗ ତ ନାହିଁ, ଯେହେତୁ ସେଠାରେ ସବୁ ରଙ୍ଗ ମିଶେ ଏକ ହୋଇ ଏବଂ ଏଇ ସାରା ପୃଥିବୀଟା ସତେକି ଏକ କବିତା ଆଉ ଏଇ ଉପରର ସୂର୍ଯ୍ୟ ମନେ ହୁଏ ଜଣେ କଳାକାର। ଯିଏ ତେଣୁ ଆଙ୍କିବାକୁ ଚାହେଁ…

ଅନୁବାଦ କବିତା : ତାହାରି ପାଇଁ

ମୂଳ ରଚନା : ଗ୍ରାବିଏଲା ମିସ୍ତ୍ରାଲ  କେବଳ ତାହାରି ପାଇଁ ଯିଏ ଏଇଠି ଶୋଇଛି ଘାସର ଗାଲିଚା ପରେ ଏକ ସୂକ୍ଷ୍ମ ସୂତାଖିଅ ପରି, ଖାଲି ତା'ରି ଲାଗି ମତେ ଆଘାତ ଦିଅନା ମତେ କିଛି କରିବାକୁ କୁହନା । ମତେ ଆଜି ତାହାରି ପାଇଁ କ୍ଷମାକର କ୍ଷମାକର ମୋର କ୍ରୋଧ ( ଯଦି ମୁଁ ଆଜି ଚିଡ଼ି…

ଅନୁବାଦ ଗଳ୍ପ : ପେଶାୱର ଏକ୍ସପ୍ରେସ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୨ ମୂଳ ଉର୍ଦ୍ଦୁ : କୃଷନ୍‍ ଚନ୍ଦର ପେଶାୱର ରେଳଷ୍ଟେସନ ଛାଡ଼ିଲା ପରେ ମୁଁ ଆଶ୍ୱସ୍ତିର ଏକ ଦୀର୍ଘଶ୍ୱାସ ପକେଇଲି । ମୋର ସବୁ ଡବାରେ ଲୋକ ଖୁନ୍ଦାଖୁନ୍ଦି ହୋଇ ଥିଲେ । ସେମାନଙ୍କ ଭିତରୁ ପ୍ରାୟ ହିନ୍ଦୁ । ସେମାନେ ସବୁ ପେଶାୱର, ହୋତି…

ଅନୁବାଦ କବିତା : ପ୍ରେମିକ

ମୂଳ ବଙ୍ଗଳା : ଜୟ ଗୋସ୍ୱାମୀ  ତୁମେ ଦିନେ ମେଘକୁ ଡାକିବା ପାଇଁ ମୋତେ ଯେଉଁ ବହିଟି ଦେଇଥିଲ ଆଜି ଖୋଲି ଦେଖିଲା ବେଳକୁ ତା ମଝିରେ ଆଣ୍ଠୁଏ ପାଣି, ପର ପୃଷ୍ଠା ଖୋଲି ଦେଖିଲି ସେ ଏକ ନଦୀର ଅଂଶ ପାଲଟି ଦୂରକୁ ଯାଉଛି ବହି ଅଙ୍କା ବଙ୍କା ହୋଇ। ମୋତେ ଗଛଲତା ଭରା ଯେଉଁ ବହିଟା…

ଅନୁବାଦ ଗଳ୍ପ : କୁଲଦୀପ ନାୟାର ଓ ପୀରବାବା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୧  ମୂଳ ଉର୍ଦ୍ଦୁ : ଗୁଲଜାର ୧୯୯୮ ମସିହା ଅଗଷ୍ଟ ୧୪ ତାରିଖ,ଶୁକ୍ରବାର । ସମୟ ଆସନ୍ନ ସନ୍ଧ୍ୟା । ଏକ କାରରେ ବସି ମୁଁ ଯାତ୍ରା କରୁଥାଏ ୱାଘାସୀମା ଅଭିମୁଖେ । ମୋ ସାଙ୍ଗରେ ଥାଆନ୍ତି ବିଶିଷ୍ଟ ସାମ୍ବାଦିକ କୁଲଦୀପ ନାୟାର । ନାୟାର…

ଅନୁବାଦ କବିତା : ହ୍ୟାମଲେଟ

ମୂଳ ରଚନା : ବୋରିସ ପାସ୍ତରନାକ  କଲରବ ଥମିଯିବା ପରେ ମୁଁ ପ୍ରବେଶ କରେ ମଞ୍ଚରେ ଦ୍ୱାରଦେଶରେ ଛିଡ଼ା ହୋଇ ଦୂରରୁ ଭାସି ଆସୁଥିବା ପ୍ରତିଧ୍ଵନିମାନଙ୍କରୁ ଆବିଷ୍କାର କରିବାର ଚେଷ୍ଟାକରେ ମୋର ଭବିଷ୍ୟତରେ କ'ଣ ଲେଖା ଅଛି । ରାତିର ଘନ ଅନ୍ଧକାର ସହସ୍ର ଦୂରବିକ୍ଷଣର ଶାଣିତ ଦୃଷ୍ଟି…