Latest Odisha News
Browsing Category

ଅନୁବାଦ

ଅନୁବାଦ ଗଳ୍ପ : ସର୍ଦ୍ଦାରଜୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୦  ମୂଳ ଇଂରାଜୀ: କେ ଏ ଆବ୍‍ବାସ ମୋ ନାଁ ଶେଖ ବୁରହାନୁଦ୍ଦିନ୍‍ । ଯେତେବେଳେ ଦିଲ୍ଲୀ ସହରକୁ ଦଙ୍ଗା ସମ୍ପୂର୍ଣ୍ଣ ରୂପେ ଗ୍ରାସ କରିଗଲା ଓ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ସୁଅ ରାସ୍ତା ଉପରେ ଛୁଟିଲା, ଜଣେ ଶିଖ ଲୋକର ପଡ଼ିଶା ହୋଇ…

ଅନୁବାଦ ଗଳ୍ପ : ଟ୍ରୟରୁ ଟ୍ରୋଜାନ୍ ଘୋଡ଼ାକୁ ଗ୍ରୀସ୍ ଫେରେଇ ଆଣିଥିବା ଲୋକର ଡାଏରୀ

ମୂଳ ରଚନା : ଜେମ୍‌ସ୍ ଫୋଲ୍‌ଟା ବଡ଼ ଖବର : ସେନାପତିମାନେ ଘୋଡ଼ାଟାକୁ ଗ୍ରୀସ୍ ନେଇଯିବା ପାଇଁ ମତେ କହିଛନ୍ତି । କି କଥା ! ମୁଁ ଭାବିଥିଲି ଏଟାକୁ ଆମେ ଟ୍ରୟରେ ଛାଡ଼ିକରି ଫେରିିବୁ । ପୂରା ମଇଳା ଆଉ ଖରାପ ହେଇଯାଇଛି ଘୋଡ଼ାଟା । କିନ୍ତୁ ଉଚ୍ଚ ଅଫିସର୍‌ମାନେ ହିଁ ଜିଦ୍ ଧରି ବସିଛନ୍ତି, ଘୋଡ଼ା…

ଅନୁବାଦ କବିତା : ଅମଳିନ ପରିଚୟ

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ସେଇ ଦିନଠାରୁ ମନେ ଅଛି କପାଳର ଡାହାଣ ପାଖରେ ଜନ୍ମଗତ କାଳିଜାଇ, ବାଳର ବାସ୍ନାସହ ଦେବଦାରୁ ଗଛ ଦେଇ ନଇଁ ଆସୁଥିବା ରାତି କେତେ ବିଭୋର ହୋଇପାରେ ଉଦାସ ଆଙ୍ଗୁଳିର ଗତି ସେଇ ପ୍ରଥମ ଅଭିଜ୍ଞତା ସେଇ ପ୍ରଥମ ଭ୍ରାନ୍ତି । ଅଥବା ଭୁଲ…

ଅନୁବାଦ ଗଳ୍ପ : ହୋଲି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୯   ମୂଳ ସିନ୍ଧୀ : ଅମର ଜଲିଲ  ସବୁଦିନ ପରି ସେ ତରବରିଆ ଭାବେ ଦୌଡ଼ି ଦୌଡ଼ି ଆସୁଥିଲା । ତା’ କାନ୍ଧରେ ସ୍କୁଲ ବ୍ୟାଗଟି ଝୁଲୁଥିଲା ଓ ସେ ସିଧା ଚାଲିଲା ରୋଷେଇଘର ଆଡ଼େ । ମୋ କୋଠରୀର ବସି ଝର୍କାପଟୁ ମୁଁ ତାକୁ ଲକ୍ଷ୍ୟ କରୁଥିଲି ।…

ଅନୁବାଦ କବିତା : କ୍ଷମତା

ମୂଳହିନ୍ଦୀ : ଅଟଳ ବିହାରୀ ବାଜପେୟୀ ସରଳ ନିଷ୍ପାପ ଶିଶୁ ବୃଦ୍ଧାନାରୀ , ଯୁବପୀଢ଼ି ପୁରୁଷଙ୍କ ଶବପରେ ଚଢ଼ି କ୍ଷମତାର ସିଂହାସନ ପାଖରେ ପହଞ୍ଚିବାକୁ ଚାହୁଁଥିବା ଲୋକଙ୍କୁ ମୋର ଖାଲି ଗୋଟିଏ ପ୍ରଶ୍ନ : ମୃତ ଲୋକଙ୍କ ସହିତ ତାଙ୍କର କଣ କିଛି ବି ସମ୍ପର୍କ ନଥିଲା ? . ନହେଉ ପଛେ…

ଅନୁବାଦ ଗଳ୍ପ : ଧର୍ମଯୁଦ୍ଧ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୮  ମୂଳ ହିନ୍ଦୀ: ଯଶପାଲ  କର୍ଫ୍ୟୁଜାଲ ସାରା ସହରଟାକୁ ଗୋଟାପଣେ ଆବୋରି ବସିଥିଲା । ଚାରିଆଡ଼େ ଅନ୍ଧାର ଓ ନୀରବତା ବିରାଜମାନ କରୁଥିଲା । ଗଙ୍ଗୁ-କୀ-ଗଳିର ଦୁଇକଡ଼େ ଠିଆ ହୋଇଥିବା ଦୁଇ ତିନିମହଲା କୋଠାଘରଗୁଡ଼ିକର କବାଟ ଫାଙ୍କରୁ କେଉଁଠୁ…

ଅନୁବାଦ କବିତା : ଭୟ

ମୂଳ ରଚନା : ଖାଲିଲ ଜିବ୍ରାନ୍ ଲୋକମାନେ କହିବାର ଶୁଣାଯାଏ ନଦୀଟି ସମୁଦ୍ରରେ ପଶିବା ପୂର୍ବରୁ ଥରିଉଠେ ଭୟରେ । ସେ ପଛକୁ ଅନାଇ ଚାଲି ଆସିବା ବାଟକୁ ଚାହେଁ, ପର୍ବତର ସୁଉଚ୍ଚ ଶୃଙ୍ଗରୁ ଅଙ୍କା ବଙ୍କା ପଥ ଚାଲି ଜଙ୍ଗଲ ଓ ଗାଁମାନଙ୍କ ଭିତରେ । ଏବଂ ନିଜ ସାମନାରେ ଦେଖେ ଏତେ ବିଶାଳ…

ଅନୁବାଦ ଗଳ୍ପ : ଜନସେବକ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୭ ମୂଳ ବଙ୍ଗଳା: ସତୀନାଥ ଭାଦୁଡ଼ି  ପୂର୍ଣ୍ଣିଆର ଗୋପାଳପୁର ପୁଲିସ ଜିଲ୍ଲା ଓ ଦୀନାଜପୁରର ଶ୍ରୀପୁର ମଧ୍ୟ ଦେଇ ନାଗର ନଈଟି ପ୍ରବାହିତ । ପାହାଡ଼ୀ ଝରଣାଟି ଏ ଅଞ୍ଚଳରେ ବେଶୀ ବେଗରେ କି ଅଙ୍କାବଙ୍କା ହୋଇ ବହୁ ନ ଥିଲା । ସେଇଥିଲାଗି…

ଅନୁବାଦ କବିତା : ଅତିଥି

ମୂଳ ରଚନା : ଆନ୍ନା ଆଖମାତୋଭା  କିଛି ବି ବଦଳି ନାହିଁ ଖାଇବା ଘରର ଝରକାରେ ଶକ୍ତ ବରଫଖଣ୍ଡ ମାନ, ମାଡ଼ଖାଇ ଛିଟକି ପଡ଼ୁଛନ୍ତି। ମୁଁ ଯାହାଥିଲି , ସେଇଆହିଁ ଅଛି କିନ୍ତୁ ଜଣେ ପୁରୁଷ ଆସିଛନ୍ତି, "କ'ଣ ଦରକାର ଆପଣଙ୍କର" ମୁଁ ପଚାରିଲି ସେ କହିଲେ "ତୁମ ସହ ନର୍କରେ ରହିବାକୁ…

ଅନୁବାଦ ଗଳ୍ପ : ଶୂନ୍ୟହସ୍ତ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୬  ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗଲ  ପୁଣି ଥରେ ସେମାନେ ଶୂନ୍ୟହସ୍ତରେ ଫେରିଥିଲେ । କିଷନ ଓ କାହ୍ନା । ଚାକିରିଟିଏ ଲାଗି ଦୁହିଙ୍କ ଭିତରୁ କେହି ଜଣେ ହେଲେ ମନୋନୀତ ହୋଇନଥିଲେ । ପୁଣି ଥରେ ଭାଗ୍ୟର ବିଡ଼ମ୍ବନା । ସାକ୍ଷାତକାରକୁ…