Latest Odisha News
Browsing Category

ଧାରାବାହିକ ଉପନ୍ୟାସ : ଦେବୀ

ଧାରାବାହିକ ଉପନ୍ୟାସ : ଦେବୀ (୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୭ ଯେଉଁ ରାସ୍ତାରେ ଦିନେ ଫୁଟିଥିଲା ଫୁଲ, ସେଇ ରାସ୍ତା ବି ଦିନେ କହିଥିଲା , ଅନ୍ୟ ରାସ୍ତା ଦେଖ ଦେବ ! ସାରା ଜୀବନ ଅନ୍ୟ ରାସ୍ତା ଖୋଜି ଖୋଜି ନୟାନ୍ତ ହୋଇ ବି ଦେବ ସଠିକ ରାସ୍ତା ପାଇଲା ନାହିଁ। ଜୀବନ ତା' ବାଟରେ ଗଲା। ଦୁଃଖ -…

ଧାରାବାହିକ ଉପନ୍ୟାସ : ଦେବୀ (୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୬ ପୌଷ ମାସର ଶୀତ ରାତି ମୁନିଆ କଣ୍ଟା ପରି ତୀକ୍ଷ୍ଣ। ଯଦି କୁହୁଡି ପଡ଼ିଥାଏ ତେବେ ସେ ରାତି ଲାଗେ ବ୍ୟାଧର ଶିକାର ଫାଶ।ରାତି ଦଶଟା ପାଖାପାଖି ଖାଇସାରି ଦେବ ଘରୁ ବାହାରି ଦାଣ୍ଡ ଉପରେ ଠିଆ ହେଲା।ସାରା ଗାଆଁ ଏକ ଅଭୂତପୂର୍ବ…

ଧାରାବାହିକ ଉପନ୍ୟାସ : ଦେବୀ (୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୫ ଗାଆଁରେ ରାତି କିଛି ସ୍ତୁପିଭୂତ ରହସ୍ୟର ଭିତ୍ତିକଥା ପରି। ସେ ରହସ୍ୟ ଭିତରେ ଥାଏ ବୁଢ଼ୀ ଅସୁରୁଣୀର ଯାଦୁପେଡ଼ି। ଯାଦୁପେଡି ଭିତରେ କୁଆଁରୀ ହାଡ଼। ଯାହା ବଳରେ ମାଲ୍ୟାଣୀ କରେ ରାଜାପୁଅକୁ ମେଣ୍ଢା,ମେଣ୍ଢାକୁ ରାଜାପୁଅ।…

ଧାରାବାହିକ ଉପନ୍ୟାସ : ଦେବୀ (୪)

  କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪ ସମୟ ବଡ଼ ବଳବାନ।ଯେଉଁ ସମୟ ଦିନେ ଫୁଲକଢ଼ିକୁ ସାହାସ ଦେଇ ବସ୍ନାବତୀ କରେ ସେଇ ସମୟ ତାକୁ ଫିଙ୍ଗିଦିଏ ଅଳିଆ ଗଦାକୁ। ସମୟ ହିଁ କରିପାରେ ରାଜାପୁଅକୁ ରଙ୍କ। ସମୟ ପାଇଁ ଘାସ କାଟେ ନରେଶ ହରିଶ୍ଚନ୍ଦ୍ର। ସମୟ କାହାକୁ ନେଇ କେଉଁଠି…

ଧାରାବାହିକ ଉପନ୍ୟାସ : ଦେବୀ (୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ "ଦେବୀ" : ଭାଗ ୩  ଦୀର୍ଘ ସମୟର ବସଯାତ୍ରା ଏବଂ ସାରା ଦିନର ଧାଁ ଦଉଡ ଭିତରେ କ୍ଲାନ୍ତ ହୋଇ ପଡ଼ିଥିଲା ଦେବୀ। ବାପାଙ୍କ ରୋଗ ବିଛଣା ପାଖରେ ବସି ବସି କେତେବେଳେ ଆଖି ଲାଗିଯାଇଥିଲା। ନିଦ ଭାଙ୍ଗିବା ବେଳକୁ ବାପା ଖାଲି ଦେବୀ .... ଦେବ....…

ଧାରାବାହିକ ଉପନ୍ୟାସ : ଦେବୀ (୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ ଦେବୀ : ଭାଗ ୨ ଶୀତରାତିର ଅନ୍ଧାର ବୁଢିଆଣୀ ଜାଲ ପରି ସୂକ୍ଷ୍ମ ଅଥଚ ବହଳ । ତା' ସହିତ ଉପସ୍ଥିତ ସ୍ଥାନ ଯଦି ସହର ବହିର୍ଭୁତ କୌଣସି ଏକ ମଫସଲ ଗାଆଁ ହୋଇଥାଏ, ସେଠାରେ ଅନ୍ଧାର ଭାଲୁର ଲୋମଶ ଆଲିଙ୍ଗନ ପରି ମୁଲାୟମ ମାତ୍ର ଗାଢ଼। ବସରେ ବସି ଅନ୍ଧାରର…

ଧାରାବାହିକ ଉପନ୍ୟାସ : ଦେବୀ (୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ ଦେବୀ : ଭାଗ ୧   ଯେତେବେଳେ ଗ୍ରାମ୍ୟ ସଂଲଗ୍ନ ଛୋଟ ବଣକୁ ଲାଗି ଯେଉଁ କେତେ ଖଣ୍ଡ ଦୋଫସଲି ଜମି ସୋରିଷ ଫୁଲରେ ହସି ଉଠେ ସେତେବେଳେ ଶୀତ ଆସେ ଗାଆଁକୁ। ଅବଶ୍ୟ ଗାଁ ପାଖ ବଣଟି ଆଉ ନାହିଁ । ଯେଉଁଠି ଦିନେ କାଠ ରଙ୍ଗଣୀ ଆଉ କଣ୍ଟେଇକୋଳି ବୁଦା ତଳେ…