Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୩ ନୂଆ ବୋହୂର ଖୋଳପାରେ ପଶିଗଲି। କିଛି ଆଶା ଓ ଆଶଙ୍କା ସହିତ ନିଜକୁ ଏକାକାର କରୁଥିଲି। କହିବା ଅନୁସାରେ ସଜାଡିନେଲି ନିଜକୁ। ନୂଆ ଜୀବନ ...ଅନଭିଜ୍ଞ ଜୀବନ । ଡକ୍ଟର ଆଣ୍ଟି ଓ ମୁଁ ବାହାରିଲୁ। ଏଇଆ କଣ ଚାହିଁଥିଲା ଜବା ?…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୨ ମଣିଷ କାହିଁକି ପଢେ ଦର୍ଶନ ଶାସ୍ତ୍ର....ଜୀବନକୁ ଭଲପାଇବା ପାଇଁ ନା ବୀତସ୍ପୃହ ହେବାପାଇଁ ଯେ ! କାହିଁକି ବୁଝିପାରେ ମଣିଷର ମନକୁ ...କାହିଁକି ବୁଝେଇପାରେ ନିଜକୁ। ଅଥଚ ଅନେକେ ବୁଝିପାରନ୍ତିନି ତା'କୁ।ତା'ନିଜର ବୋଲି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୧ ଖୋଜିବା ଜାରି ରହିଲା ମୋର।ଅଧାପାଠରୁ ବନ୍ଦ ରହିଥିବା ବାଳୁଙ୍ଗା ଭିତରୁ ଧାନ ଖୋଜିଲି। ମିଳିଲେ କିଛି ସତ,ବାଳୁଙ୍ଗାବି ରହିଲେ ତା' ସହିତ । ସେଇମାନଙ୍କୁ ସନ୍ଧ୍ୟାରେ ପଢେଇଲି ଓ ପରୀକ୍ଷା ଦେବାପାଇଁ ଉସକେଇଲି। ଜମା ସହଜ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୦ ଟୁକୁଡାଏ କାଗଜ ପାଇଁ ବଦଳାଇବାକୁ ପଡିଲା ଜୀବନର ଧାରା....। ଓଃ ସେଇଥିପାଇଁ କ'ଣ ଗପେ ମଣିଷ ଅନେକ କଥା..ଅନେକ ଭାଷାରେ ଦକ୍ଷତାରଖେ..।ଚଳଚଞ୍ଚଳ, କର୍ମଠ ରହେ... କାହାଣୀ ଶୁଣାଏ...ବହୁରୂପି ହୋଇପାରେ...।ବୁଝିବା କାଠିକର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୯ ଟୁକୁରାଏ କାଗଜ...। ଦସ୍ତାବିଜ କି  ସେଇଟା...। ଜୀବନାନନ୍ଦ  ପଟ୍ଟନାୟକ 'ର' ପାଇଁ  କାମ କରୁଥିଲେ...। ଅବିଶ୍ବସନୀୟ ...।ବାରମ୍ବାର ଘରଛାଡି ପଳଉଥିଲେ ...ମାଆ କି ବୈଲୋଚନ ଜେଜେବାପା ଜାଣିଥିଲେ, ଜାଣିଥିବେ ବୋଧହୁଏ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ (୮୮) ସଞ୍ଜୁ ଅପାଙ୍କୁ ସମସ୍ତେ ଏବେ ଗୋଟିଏ କଥା କହୁଛନ୍ତି,କଲୋନୀର ନାମ ବଦଳାଇବାକୁ ପଡିବ । ସର୍ବସମ୍ମତିକ୍ରମେ ଗଙ୍ଗା ଯମୁନାରୁ 'ଶଙ୍ଖ-କୋଏଲ' ହେଲା। ନିଜେ ନିଜେ ସେଇନାମରେ କହିବାକୁ ଲାଗିଲେ। ମାତ୍ର, ସରକାରୀ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୭ ଆଉ କି ଡର ମ। ଝିଅ ...ଖିଅ...ମୁଁ  ମଲାଙ୍ଗ ନୁହେଁ...। ନିଗିଡିଯାଉଥିଲା ଦରଦସବୁ ଠୋପାଠୋପା  ହୋଇ।ଧୋଇଯାଉଥିଲା  ସମସ୍ତ ଭଲପାଇବା ..। ତୁଟିଯାଉଥିଲା ଡର... ଖେଳିବ କିଏ ...ଏ ଦେହ ତ ଖେଳନା ନୁହେଁ କି ମନ ବି ନୁହେଁ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୬ ବୁଝିବାକୁ ଆଉ ବାକି କ'ଣଥିଲା...। କେତେବେଳେ ବହିଗଲା ସମୟ ଏମିତି ହାତରୁ। ଏଇଆ କ'ଣ ଜୀବନ...କେତେ ଆଉ ଦେଖିବି,ଶିଖିବି,ବୁଝିବି.... ଆଉ  କାହିଁକି ... । ମୋ' ସହିତ କାହିଁକି ଏମିତି ହେଉଚି ...ସବୁ ଦୋଷ ମୋ'ର ନା ଆଉ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୪ ଅମ୍ଲାନଙ୍କ ସହ ଦେଖା ହେବା ପରଠୁ ଜୀବନର ଗତି ବଦଳି ଯାଇଥିଲା ସତ , କହିବାକୁ ଗଲେ ତାଙ୍କ ମାଙ୍କ ପାଇଁ ଏସବୁ ଗଢିଉଠିଥିଲା ।ପାର୍ଲୋରକୁ ଆସୁଥିଲେ ଆଣ୍ଟି। ତାଙ୍କର ଦାୟିତ୍ୱ ନେଇ ନିଜେ ମୁଁ ଦେଖୁଥିଲି ତାଙ୍କୁ। …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୩ ସବୁ ବେଳେ ସେଇ ଗୋଟିଏ କାମ ଓ ଗୋଟିଏ କଥା। ତଥାପି ଚାଲିଥାଏ ମୁଁ ନୀରବରେ ଅଥଚ ଯଥା ସମୟରେ।  ପ୍ରିୟ ମଣିଷ ଭଲ ହେବେକି ନାହିଁ , କେଜାଣି ? ଡାକ୍ତର ଆଣ୍ଟି ତ ସବୁ ବେଳେ ଭଲ ହେବେ ବୋଲି କହି ଆସୁଛନ୍ତି। ବୟସ ତ…