Latest Odisha News
Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୦)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ କିନ୍ତୁ ସିଡ଼୍ ଆଗତୁରା କହି ପକେଇଲା, “ଆଚ୍ଛା, ଆଚ୍ଛା, ଏଇ କଥା । ଆଜି ସକାଳେ କ୍ରୁଜ୍ ଯେଉଁ ଝଟ୍‌କା ଦେଲା, ମନେ ଅଛି? ଠିକ୍ ସେତିକି ବେଳେ ଇସ୍ତ୍ରୀ ହୋଇ ଆସିଥିବା ଡ୍ରେସ୍‌ତକ ରୋହାନ୍ ଧରି ଛିଡ଼ା ହୋଇଥିଲା ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୯)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପରଦିନ ସକାଳେ ନିଜ ରୁମ୍‌ରେ ବସି ବୀରା ଓ ସମୀରା ଡୋନଟ୍ କେକ୍ ଖାଉଥିବା ବେଳେ କ୍ରୁଜ୍‌ଟି ଏତେ ଜୋର୍‌ରେ ଝଟ୍‌କା ଦେଲା ଭଳି ହେଲା ଯେ ଡୋନଟ୍ ପ୍ଲେଟ୍‌ଟା କଫି ଟେବୁଲ୍‌ରୁ ଖସିପଡ଼ି ଚୁନା ହୋଇଗଲା । ବୀରା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସମୀରା ଏବଂ ରୋହାନ୍ ଫେରିଲା ବେଳକୁ ବୀରା ଦେଖିଲା ଯେ ରୋହାନ୍ ବି ସିଡ଼୍‌ ଭଳି ବହୁତ ଖାଦ୍ୟ ତା' ପ୍ଲେଟ୍‌ରେ ଆଣିଛି । ଆଉ ତାକୁ ଦେଖି ସମୀରା ମଧ୍ୟ ଚୁପିଚୁପି ହସି ବୀରାକୁ ଏକଥା ଇଶାରାରେ ଦେଖାଇଦେଉଥାଏ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା, କିଛି କହିବାକୁ ଯାଉଥିଲା, ଏତିକିବେଳେ ତାଙ୍କ ଟେବୁଲ୍ ପାଖରେ ଜଣେ ୱେଟର୍ ଆସି ପହଞ୍ଚିଗଲା, “କିଛି ଅର୍ଡ଼ର ଦେବେ କି?” ସେ ଚାରିଜଣଯାକ ପରସ୍ପରକୁ ଚାହାଁଚାହିଁ ହୋଇ ମୁଣ୍ଡ ହଲେଇ ମନା କଲେ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଏଇଟି ଗୋଟେ ଲମ୍ବା କାହାଣୀ”, ବୀରା ଆରମ୍ଭ କଲା, “ଆମେ ଜନ୍ମ ହେବାଠାରୁ ମାନହଟ୍ଟନ୍‌ରେ ବଢ଼ି ଆସିଚୁ । ବାବାଙ୍କ ବଦଳିଯୋଗୁଁ ଭାରତ ଆସିବାକୁ ପଡ଼ିବ, ଜାଣିବା ଯାଏଁ, ଏଇ ସହର ହିଁ ଆମର ସବୁ କିଛି ଥିଲା ।”…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ଖୁସି ହୋଇଗଲା, “ନିଶ୍ଚୟ, ଆମେ ନିଶ୍ଚୟ ଯିବା ନା!” ସମୀରା ଉଠି ପଡ଼ି କହିଲା, “ଚାଲ, ତା'ହେଲେ ଆମ ପାର୍ଟି ଡ୍ରେସ୍ ସବୁ କାଢ଼ିବା ।” “ବୀରା, ଏ ବୀରା, ରେଡ଼ି ହେଲୁଣି?” ପାର୍ଟିକୁ ଯିବାପାଇଁ ଖୁବ୍…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଧନ୍ୟବାଦ ସିଡ଼୍‌” । ବୀରା କହିଲା । ନିଜ ବ୍ୟାଗ୍‌ପତ୍ରର ସିକ୍ୟୁରିଟି ଚେକିଂ କରେଇ ସାରି ମିଃ. ଓ ମିସେସ୍ ମାହେଶ୍ୱରୀ କ୍ରୁଜ୍ ଭିତରକୁ ଆସିସାରିଥିଲେ । “ପିଲାଏ ଆସୁଛ ନା ନାହିଁ?” “ହଁ, ଆସୁଛୁ”, କହି ବୀରା…

କବିତା : କାହିଁକି ?

ଈଶ୍ୱର ଗୁରୁ ଏ ଶୂନ୍ୟତା ଭିତରେ ସେ କୋଳାହଳ ଶବ୍ଦ କାହିଁକି ? ଏ ମୃତ୍ୟୁ ବିଭୀଷିକାରେ ସେ ବଞ୍ଚିବାର ଇଚ୍ଛା କାହିଁକି ? ଏ ଛଳନା ପ୍ରତାରଣାରେ ସେ ମାନବିକତା କାହିଁକି ? ଏ ମାୟା ପ୍ରହେଳିକାରେ ସେ ସ୍ପଷ୍ଟ ଚେତନା କାହିଁକି ? ଏ ଅନ୍ଧାର ବାଟରେ ସେ ଚନ୍ଦ୍ର ଆଲୋକ କାହିଁକି ?…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଗୋଟେ ପାଣିଚିଆ ହସ ହସି ବୀରାର ମୁଣ୍ଡ ବାଳ ସାଉଁଳୁ ସାଉଁଳୁ ସମୀରା କହିଲା, “ଗୋଟେ ଛୋଟପିଲାରୁ ହଠାତ୍ କେତେବେଳେ ଏତେ ବଡ଼ପିଲା ହେଇଗଲୁ  ମ?” ଟିକେ ହସିଦେଇ ବୀରା କହିଲା, “ଦି’, ଏଇଟା ହେଉଛି ସମୟର ଯାଦୁ ।…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ଖୁସି ହୋଇଗଲା, “ନି୧⁄୨ୟ, ଆମେ ନି୧⁄୨ୟ ଯିବା ନା!” ସମୀରା ଉଠି ପଡ଼ି କହିଲା, “ଚାଲ, ତା'ହେଲେ ଆମ ପାର୍ଟି ଡ୍ରେସ୍ ସବୁ କାଢ଼ିବା ।” “ବୀରା, ଏ ବୀରା, ରେଡ଼ି ହେଲୁଣି?” ପାର୍ଟିକୁ ଯିବାପାଇଁ ଖୁବ୍…