Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚିନ୍ତାର ଉତ୍ତାଳ ସମୁଦ୍ର ମଧ୍ୟରେ ଚନ୍ଦ୍ରଭାନୁ ନିଜକୁ ଏକ ଭଙ୍ଗା ଜାହାଜ ପରି ମନେ କରୁଥିଲେ । ତାଙ୍କ ମନ ଭିତରର ଅନେକ ଆବେଗ, ଉତ୍ତେଜନା, ସୀମାହୀନ ପରିକଳ୍ପନା, ଅଜସ୍ର ସମ୍ଭାବନାର ମୁହୂର୍ତ୍ତ, ସବୁକିଛି ସାଗରର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତମେ ବିଶ୍ୱାସ କରିବନି ସରୋଜ ! ଜୀବନର ତ୍ରିଛକ ଉପରେ ମୁଁ ଆଜି କେତେ ଅସହାୟ । ଦିନ ଥିଲା, ରୂପର ଅହଂକାରରେ ମୁଁ ଉନ୍ମାଦିନୀ ଥିଲି । ମୁଁ ଥିଲି ସହରର ସର୍ବାପେକ୍ଷା ଅନବଦ୍ୟାଙ୍ଗୀ ରୂପସୀ । ଏମିତି ରୂପର ପସରା ନେଇ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ଆପଣ ନୁହେଁ, କୁହ ସୁଜାତା... ଜିତା ବୋଲି ଡାକ... । - ଆପଣ ଏ ସବୁ କ’ଣ କହୁଛନ୍ତି ? ମୀନାକ୍ଷି ପୁଣି ଆରମ୍ଭ କଲା । ମୁଁ ଅନେକ ସମୟ ହେଲା ଆସିଛି । ବାହାରେ ଝରକା ଆଢ଼ୁଆଳରୁ ମୁଁ ସବୁ ଶୁଣିଛି । ଗୋଟିଏ ପଲକରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଈଶ୍ୱରଙ୍କ ଇଚ୍ଛାକୁ ସମ୍ମାନ ଦେଇ ସେ କେବଳ ବଞ୍ଚି ରହିଲେ । ନିଜର ପରିଚୟ ନିଜେ ଲିଭାଇ ଦଲେ । ସମୟର କଷଟୀରେ ନିକଷିତ ହୋଇ ସେ ହଜାଇଦେଲେ ନିଜର ଅସଲ ଅସ୍ଥିତ୍ୱ । ପଦ୍ମିନୀ ଧରିନେଲା ସେ ଜଣେ ବାସ୍ତୁହରା ମଣିଷ ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମାନସିକ ଭାରସାମ୍ୟ ହରାଇ, ତାଙ୍କ ଆଖିରୁ କେବଳ ଲୁହ ହିଁ ଝରୁଥିଲା । କେଜାଣି କେମିତି ସେ ଡାକ୍ତରଖାନାରେ ପହଞ୍ଚିଲେ, ତାଙ୍କର ମନେନାହିଁ, କିଛିଦିନ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପରେ ଧୀରେ ଧୀରେ ତାଙ୍କ ସ୍ମୃତି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମୁହଁ ସଞ୍ଜ ବେଳକୁ ଏକ ଜଙ୍ଗଲିଆ ରାସ୍ତାଦେଇ ଗାଡ଼ି ଗତି କରୁଥିଲା । ଆଗରେ ବସିଥିବା ଦୁଇସାଙ୍ଗ ଗପର ପସରା ଖୋଲି ଦେଇଥିଲା । ସନ୍ଧ୍ୟା ଧୀରେ ଧୀରେ ଅପସରି ଯାଉଥିଲା । ଶୁନ୍‌ଶାନ୍ ରାସ୍ତାରେ କାଁ ଭାଁ ଗୋଟେ ଦି’ଟା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସୁଜାତା ଅନ୍ତର୍ମନରେ ପୁଲକି ଉଠିଲା । ଟିଫିନ୍ ଖୋଲି ସରୋଜଙ୍କୁ ଖାଇବାପାଇଁ ଇସାରା କଲା । ଉଭୟେ ସାଙ୍ଗ ହୋଇ ଜଳଖିଆ ଖାଇଲେ । ସରୋଜ ସୁଜାତାର ହାତକୁ ମୁଠେଇ ଧରି କହିଲେ । - ଆସନ୍ତା ସତର ତାରିଖରେ ଆମ ବିବାହର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମଧ୍ୟାହ୍ନ ସୂର୍ଯ୍ୟର ଦୁର୍ବିସହ ଦ୍ୟୁତି ମହଳ ପଡ଼ିଆସେ । ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ପରମ ଉଲ୍ଲାସରେ କୁହାଟ ଛାଡ଼ି ଘରକୁ ଦୌଡ଼ନ୍ତି । ପିନ୍ଧା ପଞ୍ଜାବୀର ହାତକୁ ସାମାନ୍ୟ ଗୁଡ଼େଇ ଦେଇ ସରୋଜ ନନ୍ଦିନୀ କୂଳକୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତମେ କେଉଁଠି ସୁଜାତା ? କି ପରିସ୍ଥିତିରେ ମୁଁ ତମକୁ କେଉଁଠି ହଜାଇ ଦେଇଛି ? ମୁଁ ଜାଗ୍ରତ ଥିବା ଅବସ୍ଥାରେ ତମେ କେଉଁଠି ଲୁଚିଗଲ ? ଆଜି ଆସ ସୁଜାତା... ଆମେ ନନ୍ଦିନୀ କୂଳକୁ ଯିବା... ତମ ପ୍ରେରଣାରେ ମୋ ତୂଳୀ ସଜୀବ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୋଜ ସେମିତି ଶୋଇଛନ୍ତି । ମୁହଁରେ ତାଙ୍କର ଯେପରି ଏକ ପ୍ରଚ୍ଛନ୍ନ ରହସ୍ୟ ଲୁଚି ରହିଛି । ନିରୀହ କୃଷ୍ଣସାର ଭଳି ଶୋଇଥିବା ସରୋଜଙ୍କୁ ଦେଖି ତା’ ଆଖିପତା ସଜଳ ହୋଇ ଆସିଲା । କେଉଁଠି ତାଙ୍କ ଘର, ବାପା-ମା’ କେଉଁଠି,…