Latest Odisha News
Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଜିକାଲି ତ ହୋଟେଲ, ରେଷ୍ଟୁରାଣ୍ଟ ସବୁ କୁଞ୍ଜ ରୂପଧାରଣ କରିଛି । ସହର ସଭ୍ୟତାରେ ବଢ଼ିଥିବା ଶକୁନ୍ତଳା ଆଜି କ୍ଲବକୁ ଆସିଥିବା ଦୁଷ୍ମନ୍ତର ଅଙ୍ଗୁଳୀରେ ପ୍ରୀତି ନିଦର୍ଶନୀ ମୁଦ୍ରିକା ପିନ୍ଧାଇ ଦେଉଛି । ତମେ ପଢ଼ିନ ଉଷା,…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଇସ୍ପାତ ନଗରୀର ନିର୍ଜନ ରାଜପଥ, ରେଷ୍ଟୁରାଣ୍ଟ , ପାର୍କର ମନୋଜ୍ଞ ପରିବେଶରେ ଦୁଇଟି ହୃଦୟ ବେଶ୍ କିଛିଦିନ ଗଢ଼ିଚାଲିଲେ ପ୍ରେମର ମୀନାର । ସେଦିନ ନୂଆବର୍ଷର ପ୍ରଥମ ଦିନରେ, ହୋଟେଲର ନିଭୃତ କୋଠରି ଭିତରେ ବସି ଅତି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆସନ୍ନ ସନ୍ଧ୍ୟାର ଆଗମନ ଦେଖି ଚନ୍ଦ୍ରଭାନୁ ଘରକୁ ଯିବା ପାଇଁ ଉଦ୍ୟତ ହେଲେ । ଛଳଛଳ ଆଖି ନେଇ ଉମା ତାଙ୍କ ପଥ ଓଗାଳିଲା । କଣ୍ଠରେ ତା’ର ଥିଲା ସୀମାହୀନ କାରୁଣ୍ୟ-ତମେ ମତେ ବିବାହ କରିବ ନା ? - କାହିଁକି ? ଏବେ ବି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ହଠାତ୍ ସାମନାପଟୁ କେହି ଜଣେ ଆସୁଥିବା ଦେଖି ଉମା ଗୋଟିଏ ଲତା ଅନ୍ତରାଳରେ ଲୁଚିଗଲା । ପଥିକ ଜଣକ ଚନ୍ଦ୍ରଭାନୁଙ୍କୁ ଦେଖି ପଚାରିଲା- ଆଜ୍ଞା, କହି ପାରିବେ ଭବାନୀ ପଟ୍ଟନାୟକଙ୍କ ଘରକୁ ରାସ୍ତା କେଉଁଟା ?…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବଡ଼ ବଡ଼ ଡ଼ୋଳା ନେଇ ଉମା ଯୁବକର ଆଖି ସହ ଆଖି ମିଶାଇଲା । - ଆରେ ହୁଣ୍ଡି, ମୁଁ ତତେ ଭଲ ପାଏ ନି, ଏକଥା କିଏ ତତେ କହିଲା? - ତମ ଭାଉଜ । - ଏଁ, ଭାଉଜ । ଚମକି ଉଠିଲା ଯୁବକ ଜଣକ । - କ’ଣ କହିଲେ କହିଲୁ?…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବୈଶାଖ ମାସର ରୌଦ୍ରଦଗ୍ଧ ଉପ୍ତ ଅପରାହ୍ନ । ଗାଁ ଶେଷରେ ଥିବା ପୋଖରୀ ତୁଠରୁ ମାଠିଆଏ ପାଣି କାଖରେ ଧରି ଝିଅଟିଏ ପାହାଚ ଚଢ଼ୁଛି । ଆଖ ପାଖ ଶୁନ୍ ଶାନ । ହଠାତ ତା’ ନାଆଁ ଧରି କେହି ଜଣେ ଡାକୁଥିବା ଜାଣି, ଝିଅଟି ବିଚଳିତ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତାଜୁବ ହୋଇଗଲା ମୀନାକ୍ଷି । ବାଳକଟିର ମୁଖରେ ଚନ୍ଦ୍ରଭାନୁଙ୍କ ଚେହେରା ସୁସ୍ପଷ୍ଟ । ତା’ର ମନ-ମସ୍ତିଷ୍କ କ୍ରମଶଃ ସ୍ଥିରତା ହରାଉଥିଲା । ସମସ୍ତ ପ୍ରମାଣ ଲୋକଲୋଚନକୁ ଆସି ଯାଇଥିବା ହୃଦ୍‌ବୋଧ କରି ଆଉ ଲୁକ୍‌କାୟିତ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମୋର ସନ୍ଦେହ ହେବାରୁ ପଚାରିଲି ନା... । ତୋ ବାହାଘର ପୂର୍ବରୁ ଆମେ ଭଞ୍ଜନଗର ଛାଡ଼ିଥିଲୁ । ଡାଡ଼ିଙ୍କ ବଦଳି ହୋଇଥିଲା । ତୋ ବାହାଘର ବେଳକୁ ମୁଁ ଦିଲ୍ଲୀରେ ପଢ଼ୁଥିଲି । ଆମ ସାଙ୍ଗରେ ଗୋଟେ ଝିଅ ପଢ଼ୁଥିଲା, ନିହାରୀକା,…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତିନିହେଁ ଏକାଠି ବସି ଖାଇବା ଭିତରେ ବିଶ୍ୱାସର ଏକାଧିକ ଚପଳ, ଅବୋଧ ପ୍ରଶ୍ନର ଉର ହସହସ ଚେହେରା ନେଇ ସରୋଜ ଦେଉଥିଲେ । ସରୋଜଙ୍କ  ବିଶ୍ୱାସକୁ ଅଧିକ ଉତ୍ସାହୀ କରୁଥିଲା । କିନ୍ତୁ ପଦ୍ମିନୀ ଏ ପରିବେଶଠାରୁ କୋଶ କୋଶ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ପ୍ରଚ୍ଛନ୍ନ ସତ୍ୟ ଆଜି କେଡ଼େ ନିଷ୍ଠୁର ଭାବେ ଆତ୍ମପ୍ରକାଶ କରିଛି । ଆଉ କେତେ ଦିନ ଅଫିସରେ ଏ କଥା ଲୁଚି ରହିବ ? ସେଥିରେ ପୁଣି ମିଥ୍ୟାର ଏ ଚକ୍ରବ୍ୟୁହ ଭିତରକୁ ମୀନାକ୍ଷି ପଶି ଆସିଲାଣି । କ’ଣ ହେବ ପରିଣାମ ?…