Latest Odisha News
Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପକେଟରୁ ରୁମାଲ ବାହାର କରି ସରୋଜ ତା’ ଆଡକୁ ବଢ଼ାଇଲେ- ନିଅ, ଲୁହ ପୋଛି ପକାଅ.. ନିଜ ଲୋକ ବିଦେଶରେ ଥିଲେ ଘରେ କେହି କାନ୍ଦନ୍ତିନି ପରା... ? ସରୋଜ ମୁହଁରୁ ବାରମ୍ବାର ‘ବିଦେଶ’ ଶବ୍ଦ ଶୁଣି ପଦ୍ମିନୀର ମର୍ମସ୍ଥଳ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ହାତ ବଢ଼ାଇ ନିକଟରେ ଥିବା ସୁଟକେଶରୁ ଚନ୍ଦ୍ରଭାନୁଙ୍କର ଫଟୋ ଖଣ୍ଡିକ ବାହାର କଲା ପଦ୍ମିନୀ । ବ୍ଲାକ ବେକ୍‌ଗ୍ରାଉଣ୍ଡ୍ ଭିତରେ ଜଳି ଉଠୁଛି ତାଙ୍କର ପ୍ରତିଛବି; ଠିକ କଳା ରାତିରେ ଚନ୍ଦ୍ରମାର ଜ୍ୟୋତି ପରି । ଦୁଇ ଆଖି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ମୀନାକ୍ଷି.... ! ଉାଳ ତଟିନୀ ସାଜି ଭସାଇ ନେଇଛି ତା’ ଜୀବନର ସମସ୍ତ ସରସତାକୁ । ଅମାନିଆ ଝଞ୍ଜା ଭଳି ଭଡ଼ାଇ ନେଇଛି ସୋହାଗ ଫସଲ । ଉଜାଡ଼ି ଦେଇଛି ଜୀବନ ଉପବନ । କାରୁଣ୍ୟ ଜଡ଼ିତ ରାତ୍ରିଟିଏ ଭଳି ନିଶୂନ କରି ଦେଇଛି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମୀନାକ୍ଷି ହାତ ହଲାଇ ସମସ୍ତଙ୍କଠୁ ବିଦାୟ ନେଇ ଗାଡ଼ିରେ ବସିଲା । ଡ୍ରାଇଭର ଗାଡ଼ି ଷ୍ଟାର୍ଟ କଲା । ଛାତି ଭିତରେ ଅବ୍ୟକ୍ତ ଯବଣା, କଣ୍ଠରେ ଅସ୍ଫୁଟ କୋହ ନେଇ ପଦ୍ମିନୀ ମନକୁ ମନ କହିଲା, ମୀନକ୍ଷି! କାହାକୁ ନେଇ ତୋ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚନ୍ଦ୍ରଭାନୁ ହୋଟେଲରେ ପହଞ୍ଚିବା ଖବର କେତେଜଣ ସହକର୍ମୀ ଜଣାଇଲେ । ସେମାନେ ପଦ୍ମିନୀକୁ ଅନୁରୋଧ କଲେ, ସେମାନଙ୍କ ସାଙ୍ଗରେ ଗେଟ୍‌ ପାଖକୁ ଯାଇ ଚନ୍ଦ୍ରଭାନୁଙ୍ଗୁ ସ୍ୱାଗତ କରିବା ପାଇଁ । କାରଣ କମ୍ପାନୀର ସର୍ବେସର୍ବା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏକା ଏକା ଜୀବନର ବିଷ ପିଇ ସମସ୍ତଙ୍କ ଆଡ଼କୁ ସେ ବଢ଼ାଇଛି ଅମୃତର ହାତ । ଲୁହକୁ ଲୁଚାଇ ବିତରି ଚାଲିଛି ହସର ପରାଗ । ଏକ ଅପହଞ୍ଚ ଦୂରତ୍ୱର ଅଦୃଶ୍ୟ ସୂର୍ଯ୍ୟ ଆଜି ହାତ ପାହାନ୍ତାରେ । ପଦ୍ମିନୀ ଝାଉଁଳି ଗଲାଣି ଯାନ୍ତ୍ରିକ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପାଞ୍ଚ ବର୍ଷର ଅଜ୍ଞାତବାସ ଆଜି ମୁଖା ଖୋଲିବା ପାଇଁ ଉଦ୍ୟତ । ସମୟର ଏଇ ରୂପକୁ ବଦଳାଇବା ଶକ୍ତି ତା’ର କାହିଁ? ଶୁଖିଲା ପତ୍ର ପରି ସମୟର ପ୍ରବାହ ତାକୁ ଯେତେବେଳେ ଯେଉଁ ଆଡ଼କୁ ଉଡ଼ାଇ ନେଇଛି, ବିନା ପ୍ରତିବାଦରେ, ସେ ତ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେମିତି ବସିଥିବା ଅବସ୍ଥାରେ ଅଳ୍ପସମୟ ପାଇଁ ସଚେତନ ହେଉହେଉ ଭାବନାର ଢ଼େଉପୁଣି ତା’ ଉପରେ ଅଜାଡ଼ି ପଡ଼ିଲା । ପଦ୍ମିନୀ ଆଉ ଉଠି ପାରିଲା ନାହିଁ । ଗୁରୁବାର ଦିନ ଶୁଣିଥିବା ଖବରଟି ନିରବଧିକାଳ ପାଇଁ ତାକୁ ବସେଇ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ରବିବାସରୀୟ ପୌଷ ଅପରାହ୍ନ । ମନ ତକଲିରୁ ଛିଡ଼ି ଯାଇଥିବା ଅତୀତର ସୂତାଖିଅକୁ ପଦ୍ମିନୀ ଯୋଡ଼ିବାରେ ଲାଗିଛି । ସମୟର ଘୂର୍ଣ୍ଣିରେ ଇତଃସ୍ତତଃ ହୋଇ ଯାଇଥିବା ସୂତାଖିଅ ଗୁଡ଼ିକୁ ଏକାଠି କରି ଗଣ୍ଠି ପକାଇବାକୁ ସେ ଆଗରୁ କେବେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପଦ୍ମିନୀ କିନ୍ତୁ ସେତେବେଳେ ଅନ୍ୟ ଏକ ପୃଥିବୀରେ ବିଚରଣ କରୁଥିଲା । ସେଇ ଜଗତର ପରିଚିତ ରାଜପଥ ଉପରେ ଚଳାୟମାନ ଅବସ୍ଥାରେ ଚାରିପାଖରେ ଘଟିଥିବା ଘଟଣା-ଦୁର୍ଘଟଣାଗୁଡ଼ିକ ତା’ ମନର ସ୍ଥିରତାକୁ ଲୁଣ୍ଠନ କରି ନେଉଥିଲେ ।…