Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା କିଛି ନ ଶୁଣି ବାହାରି ପଡ଼ିଲା ଜଣ ସାଧାରଣଙ୍କ ସେବା କରିବା ପାଇଁ ! " ତୁମେ ମୋ ପାଇଁ ଆଦୌ ବ୍ୟସ୍ତ ହୁଅନି ,ମୋ ଭ୍ୟାନିଟି ବ୍ୟାଗରେ ବ୍ରେଡ଼, କେକ୍ ,ବିସ୍କେଟ ସବୁ ଅଛି ,ଭୋକ ହେଲେ ଖାଇନେବି କହି କହି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ ଲାଗିଗଲା ।ଆସ୍ଥା : "ହଁ କଣ ହେଲା କୁହ ସାଗର ,କଣ କିଛି ଅସୁବିଧା ହୋଇଛି ? ତୁମେ ଥରେ ଫୋନ କରି କାଟିଦିଅ। ମୁଁ ମୋର ପରେ ସୁବିଧା ଦେଖି କରେ କିନ୍ତୁ ....ସେଥିପାଇଁ ବ୍ୟସ୍ତ ଲାଗିଲା ।" ସାଗର:ବରମ୍ପୁରର ଗୋପାଳ ପୁର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବଙ୍କୁ ଖାଇବାକୁ ବାଢ଼ି ନିଜ ପାଇଁ ଖାଇବା ବାଢିଲା ବେଳେ ଦୁଇ ଥର ମିସ୍ କଲ୍ ହୋଇ କଟି ଯାଇଥିଲା । ସମ୍ଭବ ବିରକ୍ତି ଭରା ଗଳାରେ ଗେର ଗେର ହୋଇ କହୁଥିଲେ ,"ଯେତେବେଳେ ଦେଖ ଖାଲି ଫୋନ ଆଉ କଣ କିଛି କାମ ଅଛି ମାଡାମ୍ ଙ୍କର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏଥିପାଇଁ ସେମାନଙ୍କୁ ଠିକ ସମୟରେ ଉଚିତ ପାରିଶ୍ରମିକ ଦିଏ ଏବଂ ସୁବିଧା ଅସୁବିଧାରେ ସେମାନଙ୍କ ସାଙ୍ଗରେ କାନ୍ଧ ମିଳାଇ ଠିଆ ହୁଏ । ସମସ୍ତଙ୍କର ବିପଦ ଆପଦରେ ତା' ମାଆ ଆସ୍ଥା ପରି ସୁରେଖା ମଧ୍ୟ ଗୌରୀ ନାନୀ ହୋଇ ଠିଆ ହୋଇଯାଏ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଠିକ ଏତିକି ବେଳକୁ ସମ୍ଭବ ଘର ଭିତରକୁ ପଶି ଆସି ,ଏଇ ଖୁସିରେ ଆସିଗଲା ଗରମା ଗରମ ଦୋଷା ସମ୍ବର୍ ଚଟଣୀ ଆଉ ଆମ ସମସ୍ତଙ୍କର ପ୍ରିୟ ଛେନାପୋଡ଼ !! ଆଉ ଜାଣ ଏସବୁ କାହା ପାଇଁ ? ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସ୍ୱୟଂ ସ୍ୱାହା ଯାଅ ଧୁଆଧୋଇ ହୋଇଯାଅ ଆଜି ସ୍ନାକ୍ସ ରେ ବଢ଼ିଆ ଜିନିଷ ମିଶିକି ଖାଇବା ।ସୁରେଖା ଆଡ଼କୁ ଇଙ୍ଗିତ କରି , ଯାହା ଗରମ ଗରମ ବାହରୁଥିବ ଆଣିବୁ,ମାଆଙ୍କ ପାଖରୁ ପଇସା ଆଉ ବ୍ୟାଗ ନେଇ ଜଲ୍ଦି ଯାଆ । ଏତେ ଦିନ ପରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ "କାଇଁ ଏତେ ସୁହାଗ ବୋହି ପଡୁଚି ଶୁଣେ ! ଟିକେ ଆସ୍ତେ ଡ଼ାକି ପାରୁନ ଯେ ସାଇ ପଡ଼ିଶାଙ୍କୁ ଜଣେଇ ହଉଛ ",ଆସ୍ଥା ସମ୍ଭବଙ୍କୁ ଚିଡ଼ିଲା ଗଳାରେ। ସମ୍ଭବ: "ଏବେ ମୁଁ ଦେଖୁଚି ଯାହା ଗୋଟେ କହିଲା ବେଳକୁ ତୁମେ ମୋ ଉପରେ ଖାଲି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ହଁ ଅପା ଆଉ ଗୋଟେ କଥା ଯାହା ତୁମ ମୋ ଭିତରର କଥା କହୁଚି ଶୁଣ ,ସାଗର ଛଦ୍ମ ( ସମୀର)ନାଁ ରେ ସମ୍ଭବଙ୍କର କ୍ଳାଇଣ୍ଟ ଭାବରେ ଫୋନ କରିଥିଲା ଯେଉଁ ନମ୍ବର କି ସମ୍ଭବଙ୍କର କିନ୍ତୁ ମାୟା ବ୍ୟବହାର କରୁଥିଲା । ମୁଁ ଜାଣିକି ସାଗରକୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ ରିସିଭ୍ କଲା ଆସ୍ଥା । ନିମିଅପା ! ଗୁଡାଏ ଦିନ ପରେ ! ଖୁସିରେ ଗଦ୍ ଗଦ୍ ହୋଇଗଲା । ଖୁସିର ଲୁହ ଟଳମଳ ହେଉଥିଲା ତା ଆଖିରେ ! " କେମିତି କହିବି ନିମିଅପା ଏକା ସାଙ୍ଗରେ ଏତେ ଗୁଡ଼ିଏ ଖୁସି ! ସମ୍ଭବଙ୍କ ଅନିଚ୍ଛା ସତ୍ତ୍ୱେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା, ଠିକ ଅଛି ମାମ୍ ମୋତେ ଜଣେଇବେ କହି ଫୋନ ରଖିଲା ବେଳକୁ ସମ୍ଭବ ସେପଟୁ ଗର୍ଜନକରି ,"କଣ ହେଲା ଜାତି ନାଇଁ ପାତି ନାଇଁ କିଏ ବୋଲି କିଏ, କହିଲ ବୋଲି ଘରକୁ ନେଇ ଆସିଲି ତା' ବୋଲି ତୁମର ଏତେ ସାହସ ମୋର ବିନା…