Latest Odisha News

BREAKING NEWS

Browsing Category

କବିତା

କୁଳାଙ୍ଗାର ଉବାଚ : ବିଜୁଳି ଦର ବଢିବା ଦରକାର

ଏବେ ବିଜୁଳିର ଦର ଯେମିତି ବୟସ ଭଳିଆ ବଢୁଛି ମଣିଷ ଏସି ଛାଡ ଏଲ୍ଇଡି ସୁଇଚ୍ ଅନ୍ କରିବାକୁ ଡରୁଛି ! କେଜାଣି କାହାକୁ ହାତ କରିଛି ସେ ଚଞ୍ଚଳା ବିଜୁଳି ବିଚରା ଉପଭୋକ୍ତାଙ୍କର ଦେଉଛି ପକେଟ ଉଝାଳି! ଯେତେବେଳେ ବି ବିଜୁଳିର ୟୁନିଟ୍ ପିଛା ଦର ବଢିଥାଏ ରାଜ୍ୟସାରା ପ୍ରତିବାଦ ଓ ବିକ୍ଷୋଭ…

କବିତା : ବଳକା ଆୟୁଷ

ମନୋରମା ସାହୁ  କ'ଣ କରିବି ଏବେ ଏତେ ବଳକା ଆୟୁଷକୁ ନେଇ ସବୁଦେବା, ନେବା, ପାଇବା, ହଜାଇବାର ସମୀକରଣକୁ ଭୁଲ ପ୍ରମାଣିତ କରି ଗୋଟିଏ ଜୀବନରେ ମୁଁ ଭୋଗି ସାରିଲିଣି ଶହେଟି ମୃତ୍ଯୁ । ସବୁ କିଛିକୁ ଭୁଲି କ୍ଷତରେ ମଲମ ବୋଳି ଭଙ୍ଗା ଡେଣାକୁ ଯୋଡି ଫଟା କାନ୍ଥରେ ପଲସ୍ତରା ମାରି…

କବିତା : ଜହ୍ନରାତି

ଦୁର୍ଲ୍ଲଭ କୁମାର ରାଉତ ଅର୍ଦ୍ଧନିଶିର ଚାନ୍ଦ ଢାଳିଛି ତରଳ ରୋପ୍ୟ ରେଣୁ ବିରହ ବଂଶୀ ତାଳରେ ନାଚେ ସ୍ମୃତିର ପ୍ରତି ଅଣୁ  । ବକ୍ଷ ବିଦାରି ଉକୁଟି ଉଠେ ବିଗତ କଥା ମାନ ହୃଦ କୁଞ୍ଜରେ ଫୁଟଇ ପୁଷ୍ପ ଆଜ ଯାହା ଶମଶାନ । ପ୍ରୀତି ସଙ୍ଗୀତ ମୂର୍ଚ୍ଛନା ତୋଳେ ମୃତ ପ୍ରେମୀର ଅଙ୍ଗେ ଧୂଳି…

ଅନୁବାଦ କବିତା : ବାମାଙ୍ଗୀ

ମୂଳ ମରାଠୀ : ଅରୁଣ କୋଲଟକର ଅନୁବାଦ : ସରଳ କୁମାର ଦାସ  ମନ୍ଦିରକୁ ଯାଇଥିଲି ମଝିରେ କାହିଁ ସେଠି ବିଠଲ ଦିଶିଲେନି ଋକ୍ମିଣୀଙ୍କ ପାଖରେ ଖାଲି ଗୋଟେ ପଥର ମୁଁ କହିଲି ଚଳିବ ଋକ୍ମିଣୀ ତ ଋକ୍ମିଣୀ କାହାରି ପାଦରେ ତ ମୁଣ୍ଡିଆଟେ ପକାଇଲେ ହେଲା ପାଦରେ ମୁଣ୍ଡ ରଖିଲି ଉଠାଇ…

କବିତା : ଯୁଦ୍ଧ

ରବି ପଣ୍ଡା ଚାରିଆଡ଼େ କୋଳାହଳ କରୋନାର କରାଳ ଆତଙ୍କ ମ୍ରୁତ୍ୟୁର ପରୱାନା ପରି, ମହାମାରୀ ଅଣାୟତ୍ତ ଭାରି ଅଦ୍ରୁଶ୍ୟ କୋକୁଆ ଆସେ, ମହାକାଳ ସତେ ତାର ରୂପ ଜୀବନଟା କେତେ ଶୂନ୍ଯସ୍ଥାନ, ଏବେ ଅବା ହୁଅଇ ପ୍ରତ୍ୟକ୍ଷ। ଆପଣାର ଆର୍ତ୍ତନାଦ ମଣିଷକୁ କରୁଛି ସ୍ଥବିର, ନିଜେ ହିଁ ବଞ୍ଚିବା…

କବିତା : ତନ୍ଦ୍ରାଭଙ୍ଗ

ଆରତୀ ପଟ୍ଟଯୋଷୀ ସପନ ଦେଖିଲି ତୁମେ ଆସିଥିଲ ବସିଥିଲ ମୋର ପାଶେ, ଆକାଶରେ ଥିଲା ଉଜ୍ଜ୍ୱଳ ଶୀତାଂଶୁ ଜ୍ୟୋସ୍ନାଢାଳି ଚଉପାଶେ। କିଛି କହିଥିଲ କିଛି ଶୁଣିଥିଲ କିଛି ରହିଗଲା ବାକି, ତୁମ କଞ୍ଜନେତ୍ର ପାଗଳ କରିଲା ଚନ୍ଦନ କସ୍ତୁରୀ ସାକ୍ଷୀ। ଝରି ପଡୁଥିଲା ବୃକ୍ଷରୁ ବଉଳ ରାତି…

କବିତା : କେହି ଜଣେ ତୁମ ଭଳି

ଶ୍ୟାମା କିଙ୍କର ମହାନ୍ତି ତୁମେ ନ ହେଲ ନାଇଁ ତୁମ ଭଳି କେହିଜଣେ ଜନ୍ମ ନିଅନ୍ତା କି ଠିକ ଏଇ ଅଷ୍ଟମୀ ତିଥିରେ ! କେହି ଜଣେ ବସୁଦେବଙ୍କ ଟୋକେଇରେ ସେ ଚାଲି ଆସନ୍ତା ଆମ ନଗରକୁ ହସନ୍ତା ଖେଳନ୍ତା ବଢନ୍ତା ଶଶିକଳା ପରି ଆମରି ସାଥିରେ ! ଟିକେ ବଡ ହେଲାପରେ ସେ ଦଳନ କରନ୍ତା ଏ…

କବିତା : ପ୍ରାର୍ଥନା

ପ୍ରଦୀପ କୁମାର ମହାପାତ୍ର ଏ କଳି ଯୁଗରେ, ବସ୍ତୁନିଷ୍ଠ ଦୁନିଆଁରେ, ଜୀବନଟାକୁ ଜୀଉଁ ଜୀଉଁ, ଜଣାପଡିଗଲା, ବାଞ୍ଛିତର ଅପ୍ରାପ୍ତି ଜନିତ ଅତୃପ୍ତିରୁ ଜାତ ମୂଲ୍ୟହୀନ ବୈରାଗ୍ୟ । ଏଣୁ ମୁଁ ଆଦରି ନେଲି ବନ୍ଧନକୁ। ଅଣ୍ଟାରେ, ଗଳାରେ ବାନ୍ଧିଲି ମୁଁ ରଜ୍ଜୁ । କିନ୍ତୁ ଏ କ'ଣ?…

କୁଳାଙ୍ଗାର ଉବାଚ : ତମେ ମାଂସଝୋଳ ମୁଁ ରସୁଣ

ବେଳକାଳ ଏବେ ହେଲାଣି ଯେମିତି  କାଲି କଣ ହେବ କହି ହେଉନି ତ ଆଜି; ତେଣୁ ହେ ପ୍ରିୟା ଜିଦ୍ଦି ନ କରିକି ମୋ କଥାରେ ତମେ ହୋଇ ଯାଅ ଜଲ୍ଦି ରାଜି! ତମେ ଗାଡିଟାଙ୍କି ମୁଁ ପେଟ୍ରୋଲ, ତମେ କ୍ଲବ ବାର୍ ମୁ୍ଁ ମାତାଲ । ତମେ ଥଣ୍ଡାପାଣି ମୁଁ ବୋତଲ, ତମେ ଡେଲିଯାତ୍ରୀ ମୁଁ ସଟଲ ॥…

ଅନୁବାଦ କବିତା : ଯାହା ପଛରେ ପଡ଼ିଲେ କୁକୁର

ମୂଳ ହିନ୍ଦୀ : ଗୀତ ଚତୁର୍ବେଦୀ ଅନୁବାଦ : ସରଳ କୁମାର ଦାସ ତା’ ବାଳ ଅବିନ୍ୟସ୍ତ ଥିଲା, ଦାଢି ଝୁଲୁଥିଲା ଲୁଗା ମଇଳା ଥିଲା, ହାତରେ ଥିଲା ଥଳି ... ତା’ ରୂପର ବର୍ଣ୍ଣନା କେତେ ଥର କାହାଣୀରେ, କବିତାରେ, ଲେଖାରେ, ଅଫବିଟ ଖବରରେ ହେଇସାରିଛି ଯାହା ଆଧାରରେ ସେ ଦୀନ-ହୀନ କିସମର…