Latest Odisha News

BREAKING NEWS

Browsing Category

କବିତା

କବିତା:କବି

ହିମାଂଶୁ ଆଚାରୀ କବି ସାରାକାଳ ଲୁହ ଆଉ ଲହୁରେ ବତୁରିଥିବା ହୃଦୟଖଣ୍ଡକ ଧରି ବ୍ରହ୍ମାଣ୍ଡକୁ ମୋର କୁହେ ମୁଠାଏ ଶବ୍ଦକୁ କରାୟତ କରି ନିଜକୁ ନିଜେ ଇ ବାଣ୍ଟୁଥାଏ କେବେ ପୁଣି ଶବ୍ଦହରା ହେଇ ନିଶାର୍ଦ୍ଧରେ ଆଉଟୁପାଉଟୁ ହୁଏ ! କବି ଭାଙ୍ଗୁଥାଏ/ ଯୋଡୁଥାଏ କେବେ…

କବିତା:ଅସତ୍ୟ ସହର

ଅନୀତା ଦାସ ଅସତ୍ୟ ସହର ,ଏ ଅସତ୍ୟ ସହର, ସତ୍ୟର ବଦଳେ ହୁଏ ଏଠି ମିଥ୍ୟା ର ପ୍ରଚାର। ମୃତ୍ୟୁ ଆସେ ଅକସ୍ମାତ ପ୍ରତି ଘରେ ଘରେ, ଜନ୍ମ ପୂର୍ବରୁ ଶ୍ୱାସ ରୁଦ୍ଧ ହୁଏ କେତେ ପ୍ରାଣର। ଅସତ୍ୟ ସହର ଏ ଅସତ୍ୟ ସହର, ମାନବିକତାର ହତ୍ୟା ହୁଏ ଏଠି ପ୍ରତି ମୂହୁର୍ତ୍ତ ରେ। ଧର୍ମ…

କବିତା : ଅଧାନକ୍ସା ଘର

ହରପ୍ରସାଦ ମହାପାତ୍ର ଲୁହ ଓ ଲହୁର ରଙ୍ଗରେ ତିଆରିଲି ଘର । ବାପାଙ୍କୁ କଲି ମଝିଖୁଂଟ ବୋଉକୁ ଚୁଲି ଝିଙ୍କା ଦୁଃଖକୁ ଆଟିକା ବୟସକୁ ଚୁଲିମୁଣ୍ଡେ ଜାଳ ଲୁହକୁ ହାଣ୍ଡିର ଚାଉଳ, ତମେ ହେଲ ଘରର ଚାବିନେନ୍ଥା । ବାପା ଏବେ ମଥାନ ଉପର ଆକାଶର ତାରା, ବୋଉ ଏବେ ତୁଳସୀ ଚଉରା ତମେ ଆଉ…

କବିତା :ମନ ମନ୍ଦିର

ବିନୋଦିନୀ ଦାଶ  ମନ ମୋ ମନ୍ଦିର ହୃଦ ସିଂହାସନ ତୁମେ ସେଠି ନିତ୍ୟ ବାସ, ଭାବର ଚନ୍ଦନ ବୋଳି ଭଗବାନ ହୁଏ ମୁଁ ନିତି ହରଷ । ନୟନ ବାରିରେ ପଦ ଧୌତ କରି ସଜାଇ ଭକ୍ତି ପୁଷ୍ପରେ, ପୁଲକିତ ହୃଦେ ସୁଖଦୁଃଖ ମାଳା ଗଳାଏ ତୁମ ଗଳାରେ । ଅତି ଶୋଭାବନ ଦିଶ ମୋ ନୟନେ ମନ୍ଦିର ମୋ ଯାଏ…

କବିତା: ଜୟ ମାତା ଲକ୍ଷ୍ମୀ

ସାଧନା ପଣ୍ଡା ଜୟ ମହାଲକ୍ଷ୍ମୀ ଜୟ ଧନଲକ୍ଷ୍ମୀ ଜୟ ତୁ ମାତା କମଳା ମାର୍ଗଶିର ମାସ ଶୁଭ ଗୁରୁବାରେ ପୂଜନ୍ତି ତତେ ଅବଳା ।। ମାଆ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ଚାଲେ ମାଣ ବସେ ଘରେ ଘରେ ଝୋଟି,ଚିତା, ଧୂପ, ଦୀପର ଆଳତି ଭୋଗ ନୈବେଦ୍ୟରେ ଭରେ।। ଘରେ ଘରେ ଭରି ଆନନ୍ଦ…

କବିତା : ପ୍ରୟାସ

ରାଜେଶ କୁମାର ସାହୁ ଲେଖିବା ହେଉଛି ମୋର ଏକ ପ୍ରୟାସ , ମନରେ ଉଙ୍କି ମାରୁଥିବା ଢେଉକୁ କୂଳରେ ପହଞ୍ଚେଇବାକୁ ପ୍ରୟାସ । ତୁମକୁ ଆଉ ଦେଖିବାଟା ଗୋଟେ ପ୍ରକାର ସ୍ବପ୍ନ କହିଲେ ଚଳେ , ତୁମ ସୁନ୍ଦର ଆଖି ଦୁଇଟାକୁ ଶବ୍ଦ ରେ ଆଙ୍କିବାର ଏକ ପ୍ରୟାସ । ତୁମ ଜୀବନ ର…

କବିତା: ଅଭୟ ଦେ ମା

ଜ୍ଞାନେନ୍ଦ୍ର କୁମାର ପଣ୍ଡା ମା' ମା' ମା' ଲୋ ତୋତେ ପଚାରୁଛି ଏ ଅଧମ ପୁତ୍ର ତୋର ତୁ ଯଦି ତୃଷିତ ଅଛୁ ଅନନ୍ତକାଳରୁ ହେ ମାଆ ମୋର ମୋତେ ଆଦେଶ କର ତୋ ଇଚ୍ଛିତ ବାକ୍ୟକୁ ମଣିବି ଶିରୋଧାର୍ଯ୍ୟ ଏ ମୋର ନଶ୍ୱର ଶରୀରୁ ଦେଇ ଟୋପା ଟୋପା ରୁଧିର। କହ..ତୋ ଅଧମ ପୁତ୍ର ପାଖରେ ଏହା…

କବିତା: ଗୋଧୂଳି ଲଗନେ

ରାଧାମୋହନ ପାଣିଗ୍ରାହୀ ଗୋଧୂଳି ଲଗନେ ମନ ଉପବନେ ତୁମରି ଭାବନା ଯେବେ ଆସେ ଉଲ୍ଲସିତ ହୃଦ କଳା ମେଘ ସମ ପ୍ରେମେ ପୁଲକିତ ହୋଇ ଭାଷେ। ତୁମେ ସଖି ଯେବେ ବେଶି ମନେ ପଡ ହଜିଯାଏ ଚକ୍ଷୁ ସବୁ ସ୍ବପ୍ନ ହୃଦୟ ଝରକା ଖୋଲେ ନିରନ୍ତର ତୁମ କଥା ଭାବି ହୋଇ ମଗ୍ନ। ତୁମ ଭାବନାରେ…

କବିତା: ଶୀତ

କିରଣ ମନୀଷା ମହାନ୍ତି ଶୀତଟା ଗୋଟେ ଜିଦିଆ ପ୍ରେମିକ ଭାରି ତାର ଜିଦି ତା ପାଖରେ ପାଇବାକୁ ମତେ ଯେମିତି ସନ୍ଧ୍ୟା ନଇଁଆସେ ଚଗଲା ପ୍ରେମିକ ସେ ମୋର ଚୁପ ଚାପ ଧାଇଁ ଆସେ ଆଖିରେ ଆଖି ମିଶେଇ ତା ଓଠର ସ୍ପର୍ଶରେ ମଧୁରତା ତା ଆଲିଙ୍ଗନ ରେ ନିଜର ପଣ ଭରି ମୋ ଦେହକୁ କୋଳେଇ…

କବିତା : ଆଶାର ଆଲୋକ

କୁନ୍ତି ଦେବୀ ଶବର ଜୀବନେ ଯେତେବେଳେ ବୋହିଯାଏ ଦୁଃଖର କଳା ବାଦଲ, ଠିକ ସେତିକି ବେଳେ.... ଜୀବନଟା ହୋଇଯାଏ ଯେମିତି ନିସ୍ତବ୍ଧ ଆଉ ଅନ୍ଧକାର। ରାତ୍ରି ର ଅନ୍ଧକାରେ ହଜିଯାଏ ଯେପରି ଦିନ ର କୋଳାହଳ ତଥା ..., ପ୍ରଳାପ ଆଉ ଆଳାପ, ସେହିପରି ଜୀବନ ର ଅନ୍ଧକାରେ ହଜିଯାଏ…