Latest Odisha News

BREAKING NEWS

Browsing Category

କୁଳାଙ୍ଗାର ଉବାଚ

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

କୁଳାଙ୍ଗାର ଉବାଚ : ଦିବ୍ୟଦୃଷ୍ଟି

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା ଖବରକାଗଜ ଧରି ପଢୁଥିଲି ଧରା ପଡିଛି ରାଣୀ ମହୁମାଛି; ଭାବିଲି ଯାହା ହେଉ ସହରରେ ବି ଅସଲି ମହୁ ଉତ୍ପାଦନର ସୁବିଧା ଅଛି! ଦୁଇଜଣ ବାବାଜୀ ଏତିକି ବେଳେ ଘରେ ପହଁଚି କହିଲେରେ ବାବୁ; ତୁ ଟିକେ ବୁଝାବୁଝି କର ଆମେମାନେ ସିନେ ପ୍ରଯୋଜକ ହେବୁ!…

କୁଳାଙ୍ଗାର ଉବାଚ : ପୂଜା ପଞ୍ଚ୍

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା ସବୁ ପୁରୁଷମାନଙ୍କୁ ମୋ ତରଫରୁ ହୃଦୟରୁ ହାପି ପୂଜା ; ଆପଣଙ୍କଠାରେ ମହିଷାସୁର ଗୁଣ ଥିଲେ ଦେବୀଙ୍କ ଦ୍ବାରା ହତ୍ୟା ହେବାକୁ କରନ୍ତୁନି ଲଜ୍ଜା! ଏବେ ଘରେ ଘରେ ଏପଟ ସେପଟ ହୋଇ ସମ୍ପର୍କ ଯାହା ହେଲାଣି; ପତ୍ନୀ ନିସନ୍ଦେହରେ ପତିଦେବକୁ ମହିଂଷାସୁର…

କୁଳାଙ୍ଗାର ଉବାଚ : ବାବାଜୀ ମଞ୍ଜି

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା ଛାତ୍ରୀନିବାସକୁ ସରସ ସୁନ୍ଦର କରିବା ପାଇଁ ପ୍ରଫେସର ପୋତିଥିଲେ ଗଛ ନର୍ସରୀରୁ ନେଇ I ପାଣି ଦେଲେ ତା ମୂଳରେ ଖାତା ସାର ଦେଲେ ଗଛମାନେ କିନ୍ତୁ ଆଦୌ ବଡ ନହୋଇଲେ! ଗଛଟେ ଉପାଡି ଧରି ବଡ ବିରକ୍ତରେ ପ୍ରଫେସର ପହଁଚିଲେ ନର୍ସରୀ ଭିତରେ I ଚଢାଗଳାରେ…

କୁଳାଙ୍ଗାର ଉବାଚ : ଅନଲାଇନ ଆକ୍ରମଣ

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା ସୂର୍ଯ୍ୟ ଉଦୟ ହେଉଚି କି ନାଇଁ, ଜହ୍ନରୁ କଣ ଦାଗ ଲିଭିଲାଇଁ? ଫୁଲରେ କଣ ସେମିତି ବସୁଛି ଭଅଁର, ଗାଆଁରୁ କେତେ ଦୂର ବାକିଅଛି ସହର?? ଏତେକଥା କହିହେବ ନାଇଁ, ଅନ୍ଲାଇନି ଜୀବନରେ ସମୟ କାଇଁ?? ଚିଠି ତ ଗଲାଣି ବହୁଦିନରୁ ଶୋଇ, ଏବେ ଅନାହାର ମୃତ୍ୟୁ…

କୁଳାଙ୍ଗାର ଉବାଚ : ଔଷଧ ନକଲି କବିତା ଅସଲି

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା କମ୍ପାନୀ ନକଲି, ଡାକ୍ତର ନକଲି, ଡାକ୍ତରଖାନା ନକଲି, ଔଷଧ ନକଲି, ଚିକିତ୍ସା ନକଲିମୟ; ହୃଦୟ ନକଲି, ନୋଅଟ ନକଲି, ନକଲିର ମହୋତ୍ସବ ଦେଖି ରୋଗ କରି ଯାଉଥିବ ଭୟ!! ଯେଉଁ ଦୋକାନିଟି ଅଶି ଶତକଡା ରିବେଟ ଔଷଧେ ଦେଉଚି; କ୍ଷତିଗୁଡା କଣ ବାପ…

କୁଳାଙ୍ଗାର ଉବାଚ : ପରିବା ପ୍ରାର୍ଥନା

ପ୍ରଭୁଙ୍କ ପ୍ରସାଦ ତୁମେ ବାବାଜୀଙ୍କ ପ୍ରିୟ ସାଦାଖିଆ ଭକତଙ୍କ ତୁମଠାରେ ଜୟ! କୃପା କରି ସୁରୁ ହେଉ ମହଙ୍ଗା ସରିବା, ଜୟ ଜୟ ହେ ଜୟ ଜୟ ହେ ପରିବା...॥ ଜୟ ଜୟ ବାଇଗଣ ପରିବାର ରାଜା କୃପାକର କଡେଇରେ ହେବାପାଇଁ ଭଜା! ତୁମେ ଏବେ ଅପହଞ୍ଚ ମୋ ବେଏଗରେ ତୁମକୁ ପାଇବା ପାଇଁ ମୁଁ…

କୁଳାଙ୍ଗାର ଉବାଚ : ସବୁଦିନ ଛୁଟି ହେଉ !

ବହୁ ଜିନିଷ ତ ମିଳିଲାଣି ମାଗଣାରେ, କାହିଁକି ପଢିବା ଓ ଖଟିବା ବେକାରରେ! ସୋମବାର ଅଟେ ବଡ ପବିତ୍ର ବାର, ଏହିଦିନ ବ୍ରତ ରଖିଲେ ହର ଦିଅନ୍ତି ବର! ମଙ୍ଗଳବାର ମାଆ ମଙ୍ଗଳାଙ୍କର ଦିନ, ପୂଜିଲେ କୃପା କରି ଦିଅନ୍ତି ଧନ ଜନ! ଲାଭ ମିଳେ ବୁଧବାରେ ବୁଧେଇ ଓଷା କଲେ, ମାଆ ତାହା…

କୁଳାଙ୍ଗାର ଉବାଚ : ରେଳଯାତ୍ରା…. ଜାଣିବା କଥା!

ବନ୍ଧୁଗଣ! ଜାଣି ଖୁସିହେବେ କି ମୁଁ ଏବେ ବି ସେମିତି ଦରିଦ୍ର ଅଛି; ତେଣୁ ଦୂରସ୍ଥାନକୁ ବ୍ୟୋମଯାନରେ ନଯାଇ ଭାରତୀୟ ରେଳରେ ଯାତ୍ରା କରୁଛି! ସତକଥା ହେଲା ଧାରଣା ଉପରେ ଧାବମାନ ରେଳର ଗୋଟେ ବାସ୍ନା ଅଲଗା; ବାରମ୍ବାର ବ୍ୟବହାର କରିକରି ରେଳ ନିଶାଗ୍ରସ୍ତ ପାଲଟିଚି ଏ ଅଭାଗା ।…