Latest Odisha News

BREAKING NEWS

Browsing Category

ନବପ୍ରତିଭା

ଜଳନ୍ତା କ୍ୟାଲେଣ୍ଡର

ଜଳନ୍ତା କ୍ୟାଲେଣ୍ଡର ସଂଘମିତ୍ରା ଭୁତିଆ ମୁଣ୍ଡ ଉପରର ଆକାଶକୁ ସେ ମୁଣ୍ଡେଇନି ! କିନ୍ତୁ ସେ ଖୁବ୍ ଭାରି ଅନୁଭବ କରେ ଠିକ୍ ଆଟଲାସ୍ ପରିକା ସେଇଟା ପୁଣି ହେତୁ ପାଇବା ଦିନରୁ ! କାଚ ମାଡିଲେ ତା' ପାଦରୁ ଝରେ ନାଲି ରଙ୍ଗର ଲୁହ! କିନ୍ତୁ ଖାଲିପାଦରେ ମାଟିରେ ଚାଲିକି ବି ଗୋଟେ…

ଅନ୍ଧକାର

ଅନ୍ଧକାର ଶିବାନନ୍ଦ ବନଛୋର ହେ ଅନ୍ଧକାର... ତୁମେ ତ ବଡ ଲାଜକୁରା ! ଯଦି ନୁହେଁ ତ କାହିଁକି ଲୁଚିଛ ଯେ କଣ ଲୁଚକାଳିର ଖେଳରେ ମତେ ପରାସ୍ତର ରାସ୍ତା ଦେଖାଇବାକୁ ଶକୁନିର ଚାଲ ଚଲାଉଛ କି । କ'ଣ ବୁଢ଼ୀ ଅସୁରୁଣୀର କଥା କହି ଭୟର ଏକ ଦୁର୍ଗମ ଦୂର୍ଗରେ ଚିର ବନ୍ଦୀ କରିବାର…

ମୋହ

ମୋହ କାଜଲ୍ ସ୍ୱାଇଁ ମୁଁ ଏବେ ମୋହରେ... କେବେ ବଞ୍ଚିବାର ମୋହ କେବେ ସ୍ୱପ୍ନ ଦେଖିବାର ମୋହ ପୁଣି କେବେ ମୋ ଅଣାୟତ୍ତ ବୟସମାନଙ୍କୁ ବାନ୍ଧି ରଖି ଭିନ୍ନ ଏକ ପୃଥିବୀ ଗଢିବାର ମୋହରେ... ବୈଶାଖର ତତଲା ବାଲିରେ ପାଦକୁ ବୁଡେଇ ମୁଁ ସବୁଦିନ ଅପେକ୍ଷା କରିଥାଏ ତୁମକୁ ଯଦିଓ ମୋତେ…

ମେଞ୍ଚାଏ ଅଳନ୍ଧୁ

ମେଞ୍ଚାଏ ଅଳନ୍ଧୁ ସୋନାଲି ପଣ୍ଡା ତୁମେ ପଚାରିଲ ମୋ ଚୁପ୍ ରହିବାର କାରଣ ମୁଁ ଉତ୍ତରରେ ଫେରେଇଦେଲି ଲୁଣିଆ ହସରୁ ଚେନାଏ କେଜାଣି କ'ଣ ବୁଝିଲ ମୁଁ ଚଷମା ପିନ୍ଧୁଛି ଏଇ ଏବେଏବେ ମୋ ଆଖି କଣେ ମେଞ୍ଚାଏ ଅଳନ୍ଧୁ ଝରକା ସେପାଖେ ଥୁଣ୍ଟା ଗଛଟିଏ ସେ ଗଛଟାରେ ବାଇଆବସା ହଳେ କାଇଁ ଚିଁ…

ଦୁଇଟି ଅଣୁ ଗଳ୍ପ

ଦୁଇଟି ଅଣୁ ଗଳ୍ପ ଯୋଗେଶ୍ୱର ପଣ୍ଡା ୧. ଝିଟିପିଟି ସ୍ତ୍ରୀ- ଶୁଣୁଛ କି ! ଏ ଝିଟିପିଟି ଯୋଗୁଁ ମୁଁ ଆଉ ଏ ଘରେ ରହି ପାରିବିନି । ଘରଯାକ ଅସନା କରିଦେଉଛନ୍ତି ଝାଡା ଫେରିଫେରି ସବୁଆଡେ । ଏମାନଙ୍କୁ ଘଉଡାଇବାର ବ୍ୟବସ୍ଥା କର ଶୀଘ୍ର । ନ ହେଲେ ମୁଁ ଘରୁ ଯିବାର ବ୍ୟବସ୍ଥା କରିବି ଜାଣିଥ ।…

ସରପ୍ରାଇଜ

ସରପ୍ରାଇଜ ସୋନାଲି ସ୍ୱାଇଁ ସକାଳୁ ଉଠି ମୋବାଇଲ ଫୋନ ଅନଲକ କରିବା ମାତ୍ରେ ସ୍କ୍ରିନ ଉପରେ ଶୁଭ୍ରା ଦେଖିବାକୁ ପାଇଲା ଏକାଥରେ ଦଶ ବାରଟା ମେସେଜ... ତାହା ପୁଣି ଗୋଟିଏ ଅଜଣା ନମ୍ବରରୁ। ଚଟାପଟ ମେସେଜସବୁକୁ ପଢିବାକୁ ଲାଗିଲା ଶୁଭ୍ରା | ଲେଖା ଥିଲା: ହେଲୋ ମାଡାମ... କେମତି ଅଛ? କ'ଣ…

ତାରା ଓ କୃଷ୍ଣ ବୁଢ଼ା

ତାରା ଓ କୃଷ୍ଣ ବୁଢ଼ା ବିଭାବତୀ ଦାଶ ମୁଁ ସ୍କୁଲରେ ପଢ଼ୁଥାଏ । ଖରାଦିନିଆ ସଞ୍ଜରେ ଦୁଆରେ ଖଟିଆ ପକେଇ ବାପା ବସନ୍ତି । ମୁଁ ତାଙ୍କ ପାଖେ ଖଟିଆରେ ଗଡ଼ିଯାଏ । ଶୋଇ ଶୋଇ ଆକାଶକୁ ଦେଖେ । ତାରାଭର୍ତ୍ତି ଆକାଶ ଦେଖିବାକୁ ମୋତେ ଭାରି ଭଲଲାଗେ । ବାପା ସପ୍ତର୍ଷିମଣ୍ଡଳ ଚିହ୍ନେଇ ଦେଇଥିଲେ ।…

ସଫରନାମା-୩୭

ସଫରନାମା-୩୭ ଦେବୀଶଙ୍କର ଦାଶ || ୧ || ସାଥୀଙ୍କ ଗହଳି ମୁଁ ଏକା ଠିଆ ମୋର ହିଁ ସହର ମୁଁ ଭଡ଼ାଟିଆ ତମ ମିଛ ଏଠି ସଭିଙ୍କୁ ପସନ୍ଦ ମୁଁ ଯଦି କହେ ମୁଁ କପଟିଆ ଦେଇପାର ଆଜି ହଜାରେ ମରଣ ଛାଇ ବି ତ ନାହିଁ ମୁଁ ନିଛାଟିଆ ତମ ପ୍ରେମ ପାଇଁ ଢେର୍ ଲମ୍ବା ଧାଡ଼ି ବିରହ ବେଳକୁ ମୁଁ…

ମନୋଇ ଝିଅ

ମନୋଇ ଝିଅ ବିଜୟଲକ୍ଷ୍ମୀ ନାୟକ ଝିଅ ଥରେ ବାଲିଘର ତୋଳୁଥିଲା ତା'ର ଦୁଇ ପାପୁଲିରେ ଯୋଡି ଦେଉଥିଲା ତା ସମୟ ମିଶେଇ ଦେଉଥିଲା ବାଲିରେ ତା ଠପଠପ୍ ଝାଳ ପୁଣି ଭାଙ୍ଗି ଦେଉଥିଲା ଥରକୁଥର । ଘରକୁ ଫେରିଗଲା ବେଳେ ମୁଣ୍ଡରେ ନେଇ ଯାଉଥିଲା ପରସ୍ତେ ବାଲି ତାକୁ ଝାଡିଦେଇ ପୁଣି ଝିଅ…

ୟାକୁ କ’ଣ କବିତା କୁହାଯାଏ !

ୟାକୁ କ'ଣ କବିତା କୁହାଯାଏ ! ଅବିନାଶ ସାହୁ (ଏକ) - ତମ ଆଖି ଏତେ ଲାଲ୍ କାହିଁକି? - ତମ ହୃଦୟର ରଙ୍ଗ ବୋଧେ ମୋ ଆଖିରେ ଚଢିଯାଇଚି (ଦୁଇ) - ସାୱାର୍ ନବାକୁ ପଡିଲା ଦେହର ତାତି ହଟେଇବା ପାଇଁ - ମୋର ଇଚ୍ଛା, ସାୱାରରେ ରୋମାନ୍ସର ତାତି ବଢେଇବା ପାଇଁ (ତିନି) - ତମେ ବହୁତ୍…