Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସତ୍ୟର ସାରଥି

ବନ୍ଦିତା ଦାଶ  ସତକୁ ଖୋଜିଖୋଜି ପହଞ୍ଚିଲି ଯେଉଁ ଇଲାକାରେ ସେଠାରେ ଭେଟିଲି ପ୍ରତ୍ୟୟକୁ ବିଶ୍ୱାସର ସ୍ୱଚ୍ଛରଙ୍ଗରେ ହଜିଗଲା ମୋ' ସତ୍ତା । 'ମୁଁ ' ପଣ ଲୁଚିଗଲା ...... ଲିଭିଗଲା ଅହଂର ଅନ୍ଧାର। କେଉଁ ଅନାମ ମୁଦ୍ରାରେ କିଛି କହିବାକୁ ଚାହିଁ ହୋଇଗଲି ମୂକ ; 'ସର୍ବେ ଭବନ୍ତୁ…

ଭାଷା ଭାଗବତ : ଚାରିଥାକିଆ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚାରିଥାକିଆ ଯୁକ୍ତାକ୍ଷର ଓଡ଼ିଆ ନିମଂତେ ଦୁର୍ଭର ନିଷ୍କ୍ରିୟ, ଅଷ୍ଟ୍ରିଆ, ତାନ୍ତ୍ରିକ ' ସ୍କ୍ରୁଟିନି ', ତେଜସ୍କ୍ରିୟ ଦେଖ ଏଭଳି ଶବ୍ଦ ଶିଖେ ଶିଶୁ ମଥାରେ ପଶୁ କି ନ ପଶୁ ତିନିଥାକିଆ ଯୁକ୍ତାକ୍ଷର ରହିଛି ଅନେକ ପ୍ରକାର…

ସ୍ୱଳ୍ପ ଗଳ୍ପ : ଡ୍ୟୁଡୋରେଣ୍ଟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୯ ଡ୍ୟୁଡୋରେଣ୍ଟର କଥା ମାନେ ଦେହର ଝାଳ କଥା ଅବଶ୍ୟ ଆସିବ। ଝାଳକୁ ନେଇ ଆମର ଅନେକ ଗୌରବଗାଥା ପ୍ରଚଳିତ ରହିଛି। ଅସଲରେ ଆମେ "ମୁଣ୍ଡ ଝାଳକୁ ତୁଣ୍ଡରେ ମାରିବା " ଭଳି ଯେତିକି ଯେତିକି ଆତ୍ମମୋହିତ ହେବା ଭଳି କଥାମାନ…

ପୁସ୍ତକ ପରିଚୟ : ନୀଳ ଅନୁରାଗ

କବିତା ସଙ୍କଳନ : ନୀଳ ଅନୁରାଗ କବି : କୃଷ୍ଣଚନ୍ଦ୍ର ମହଲା ପ୍ରକାଶକ : ମାରୁତି ପ୍ରିଣ୍ଟେକ୍ ଇଣ୍ଡଷ୍ଟ୍ରି ପୃଷ୍ଠା : ୧୫୮ ମୂଲ୍ୟ : ୧୫୦ ଓଡ଼ିଆ ସାହିତ୍ୟର କବିତା ବିଭାଗରେ କୃଷ୍ଣଚନ୍ଦ୍ର ମହଲା ଏକ ନିଆରା ଶବ୍ଦ ଶିଳ୍ପୀ। ତାଙ୍କ ଅସ୍ପଷ୍ଟ ଉଚ୍ଚାରଣକୁ ସେ କବିତା ମାଧ୍ୟମରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଖୁବ ଡରିଯାଇଥଲେ ବି ସେ ଝିଅଟା ପୁଣି ତାତ୍ସଲ୍ୟ କରି କହିଲା, “ମୁଁ କିଛି ଭୁଲ୍ କହିନି । ଦେଖ ଏମାନେ କେମିତି ବ୍ୟବହାର କରୁଛନ୍ତି । ଅସଭ୍ୟ, ଅମାର୍ଜିତ...!” ସମୀରାକୁ ଏତେ ବେଳଯାଏଁ ଅଟକେଇ ରଖିଥିବା…

କବିତା : ଚେର

ମାନସ ରଞ୍ଜନ ମହାପାତ୍ର ସବୁ ଯଦି ଠିକ୍ ଅଛି ମୁଁ କାହିଁକି ବ୍ୟସ୍ତ, କାହାପାଇଁ କେଉଁ କଥାଟି ମୁଁ କହି ପାରୁନାହିଁ କାହାକୁ ? ସମୟ ଯଦି ଧୋଇନିଏ ସବୁକିଛି ମୋ ପୁରୁଣା କ୍ଷତ ସବୁ ଶୁଖୁନି କାହିଁକି ନା ମୁଁ ଆଗକୁ ବଢି ପାରୁଛି ନା ଫେରି ପାରୁଛି ପଛକୁ ଅନେକ ପୁରୁଣା ସାଥୀ…

ଭାଷା ଭାଗବତ : ଚାରିଥାକିଆ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚାରିଥାକିଆ ଯୁକ୍ତାକ୍ଷର ଓଡ଼ିଆ ନିମଂତେ ଦୁର୍ଭର ନିଷ୍କ୍ରିୟ, ଅଷ୍ଟ୍ରିଆ, ତାନ୍ତ୍ରିକ ' ସ୍କ୍ରୁଟିନି ', ତେଜସ୍କ୍ରିୟ ଦେଖ ଏଭଳି ଶବ୍ଦ ଶିଖେ ଶିଶୁ ମଥାରେ ପଶୁ କି ନ ପଶୁ ତିନିଥାକିଆ ଯୁକ୍ତାକ୍ଷର ରହିଛି ଅନେକ ପ୍ରକାର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୨)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ୟା’ପରେ ବୀରା ଦୋକାନ ସାରା ବୁଲୁଥାଏ, ଆଉ ତା’ପଛେ ପଛେ ଅନ୍ୟମାନେ । ପ୍ରାୟ ଦେଢ଼ଘଚାା ପରେ ଗୁଡ଼ାଏ ଜିନିଷ କିଣି ସେମାନେ ସେଠାରୁ ବାହାରିଲେ । ବାହାରକୁ ଆସି ବୀରା ତା' ଯୋତା ଲେସ୍ ବାନ୍ଧିବାକୁ ନଇଁ ପଡ଼ିଲା…

ଗଳ୍ପ : ବାପା

ସ୍ମୃତି ପଟ୍ଟନାୟକ ସୂର୍ଯ୍ୟଙ୍କ ଚାରିପଟରେ ପୃଥିବୀ ଦିନ ରାତି ଘୁରିଲା ପରି, ବାପାମାନେ ବି ଘୁରି ବୁଲନ୍ତି ଦିନ ଓ ରାତି ନିଜ ସନ୍ତାନର ଚାରିପାଖରେ ଭଲମନ୍ଦରେ ସାମିଲ୍ ହେବା ପାଇଁସ୍ମୃତି ପଟ୍ଟନାୟକ । ମୁଁ ଛୋଟ ଥିଲା ବେଳେ ବାପା ଜଗନ୍ନାଥ ପୁର ଗାଁରେ ଚକବନ୍ଦୀ ଅଫିସର୍ ଥିଲେ,…

ଭାଷା ଭାଗବତ : ଉଭୟ ପ୍ରକାର ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଙଞଣନମ ପାଂଚ ବର୍ଣ ହୁଏ ନାସିକ୍ୟ ଉଚ୍ଚାରଣ ° ହେଲେ ତହିଁର ସୂଚକ ସହଜ ହେବ ଲେଖାତକ ଙ୍‌କ ହୁଏ ଯେବେ °କ ଅନାବଶ୍ୟକ ହୁଏ ଙ୍କ କରିଲେ °କ ଓ ଙ୍କ ତୁଳନା ସ୍ପଷ୍ଟତା ପଡ଼ିଯାଏ ଜଣା ସଂକ୍ରାମକ କି ସଙ୍କ୍ରାମକ ଉଭୟ ଥରଟେ…