Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୨)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଓ ସିଡ଼୍ ସହ ଦେଖାହେବା ପରଠାରୁ ୟା ଭିତରେ ଅନେକ ସପ୍ତାହ ବିତି ଗଲାଣି । କେବଳ ବାବାମାମାଙ୍କ ସହ ଯୋଉ ଦିନ ସମୟ ବିତେଇବାକୁ ଚାହାଁନ୍ତି, ସେ ଦିନଗୁଡ଼ିକୁ ଛାଡ଼ିଦେଲେ, ଆଜିକାଲି ପ୍ରାୟ ସବୁଦିନ ବୀରା ଓ…

ଅନୁବାଦ କବିତା : ସମାଧିରେ ଶୋଇବ?

ମୂଳ ବଙ୍ଗଳା : ଶକ୍ତି ଚଟ୍ଟୋପାଧ୍ୟାୟ ପୁରୀ ସମୁଦ୍ରକୁ ଛାଣି ଆଣିଛି ମୁଁ ଶାମୁକା ଗୋଟାଇ ଶଙ୍ଖ, ତାରା ମାଛ, ସାଗରର ଘୋଡ଼ା ଫେଣର ମଧୁରତା ଆଣି ବିଛଣାରେ ଦେଇଛି ମେଲାଇ। ପାତିଛି ଶିମୁଳି ତୁଳା, ବରଫ ଓ ଲୁଣ ପିଠି ଓ ହାଡ଼ରେ ଯେହ୍ନେ ଲାଗିବନି ଅବା ଲାଗି ରହିବନି କଳାଦାଗ କିଛି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତଡଉ କରଣ ସେବକଙ୍କ ବିଷୟରେ ଆଲୋଚନା ଜାରି ରହିଛି । ଏହି ଅବସରରେ ଆସନ୍ତୁ ଜାଣିବା କେବଳ ଅନ୍ୟ ସେବକଙ୍କ ଦୋଷ ଗୁଣ ଦେଖନ୍ତି ନା ଅନ୍ୟ ସେବକଙ୍କ କାର୍ଯ୍ୟ ମଧ୍ଯ…

ଭାଷା ଭାଗବତ : ଏବର ମାଆ, ବାପା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପିଲାର ମାତା ଆଉ ପିତା ହୋଇଲେ ଭାଷା ରକ୍ଷାକର୍ତା ନିଶ୍ଚିହ୍ନ ହୋଇବ ଦୁଶ୍ଚିଂତା ପିଲେ ପାଇବେ ସ୍ବାଧୀନତା ଶିଶୁର ଜନନୀ, ଜନକ ହୋଇଲେ ସ୍ବେଚ୍ଛାରେ ଶିକ୍ଷକ ସହଜେ ମାତୃଭାଷା ଜ୍ଞାନ ଶିଶୁଟି କରଇ ଅର୍ଜନ ଛୁଆର ମାଆ ଆଉ…

ଧ୍ୱନ୍ୟାତ୍ୱକ ଯୁଗ୍ମଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ କଇଁକଇଁ ଧଡ଼ଧଡ଼ ଖଡ଼ଖାଡ଼ ସାଇଁସାଇଁ ଖସ୍‌ଖାସ୍ ସିରିସିରି ମଡ଼୍‌ମଡ଼୍ ଢାଉଁଢାଁଉଁ ଫଟ୍‌ଫଟ୍ ଡିବିଡିବି ଠକ୍‌ଠକ୍ ଛୁକ୍‌ଛୁକ୍‌ ଠନ୍‌ଠନ୍ ଝାଇଁଝାଇଁ ଗଁ ଗଁ ଠୁକୁଠୁକୁ ସୁସୁ ଧୂମ୍‌ଧାମ୍‌ ସମୋଚ୍ଚାରିତ ଶବ୍ଦ ଅଂସ - କାନ୍ଧ ଚୁଡ଼ା -…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୧)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସମୀରା ତା'ର ପରିବାର ଓ ସାଙ୍ଗ ସାଥୀଙ୍କ ସହିତ ଏମିତି ଗୋଟେ ସରଳ, ଚିନ୍ତାମୁକ୍ତ ଓ ହସଖୁସି ଭରା ସମୟ ବିତେଇବାକୁ ଇଚ୍ଛା କରିଆସିଛି ଯେଉଁଠି କୌଣସି ଜଟିଳତା କି କାହାଠୁ କିଛି ପ୍ରତ୍ୟାଶା ନଥାଏ । ତା' ଭିତରେ…

କବିତା : ପ୍ରିୟ କାଳ

ପ୍ରଳୟ ନାୟକ  ତୁମେ ସମୁଦ୍ରେ ସମୁଦ୍ର ଆଉ ମୁଁ ନିରିମାଖୀ ପଥହରା ଶୋଷ ତୁମେ ସତ୍ୟ ଚିରନ୍ତନ ଆଉ ମୁଁ ଖାଲି ଭିଖାରୀଟେ ଟୋପେ ଭାବ ଅବଶେଷ , ଅନନ୍ତ ମୋ ଆକୁଳ ପ୍ରାର୍ଥନା ତୁମେ ଆହେ ଶୁଣିକି ପାରୁନା …….? ତୁମେ ଭାସ୍ବର ଯୌବନ ବିଭାବସୁ ଗତିମାନ ସଦା ଦିନ ଯାଏ ଦିନ ଆସେ ଏପଟ ସେପଟ…

ଭାଷା ଭାଗବତ : ନିତିଦିନିଆ କାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କେବଳ ପ୍ରତିକ୍ରିୟା ଦେଇ ଖଟରେ ତକିଆ ପକାଇ ଯେ ପାରେ ନିଦକରେ ଶୋଇ ସେ ପରା ଆମ ଜ୍ଞାତି ଭାଇ ଯାହା ନିତିଦିନିଆ କାମ ତହିଁରେ ଯୋଡ଼ିଲେ ବିରାମ କାମ କେବେ ପାରେନି ସରି ଘୁଂଚେନି ବିଚିତ୍ର ବେମାରି ଏଠି ବା ସେଠି ମନୋଭାବ…

ସ୍ୱଳ୍ପ ଗଳ୍ପ : ରାଜାଙ୍କ ବାସ୍ନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୦  ଖ୍ରୀପୂ ୨୧୦ ର କାହାଣୀ। କାହାଣୀ କହିଲେ ତ କେବଳ ଗୋଟିଏ ଅବସ୍ଥାନ। ବେଳେ ବେଳେ ନିର୍ଦ୍ଦିଷ୍ଟ,ବେଳେବେଳେ ଅନିର୍ଦ୍ଦିଷ୍ଟ । କାହାଣୀ କିନ୍ତୁ ପୁରାତନ ହୁଏ ନାହିଁ। ଯେତେବେଳେ ଦେଖିବ ଆଗ ଭଳି ବେଶ୍ ସତେଜ,ବେଶ୍…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୦)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଠିକ୍ ଅଛି, ତା'ହେଲେ ଅଧଘଚୋ ପରେ ପୋର୍ଟରେ ଦେଖା ହେବା”, ସମୀରା ଆଖିରେ  ଆଖି ମିଶେଇ ବୀରା କହିଲା । ପୋର୍ଟ କହିଲେ ଜାହାଜ କର୍ମଚାରୀମାନେ ବ୍ୟବସ୍ଥା କରିଥିବା ଗୋଟେ ବିଶାଳକାୟ କାଠପଟାର ଚଟାଣ, ଯାହା…