Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଅତୀତ ଅତି ମନୋରମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଆନଂଦେ ବିତାଇ ସମୟ ଦୂର କରିବା ଭାଷାଭୟ ଜାଗ୍ରତ କଲେ ଭାଷାପ୍ରୀତି ସଭିଏଁ ଦେଖିବା ଉନ୍ନତି ଭାଷାକୁ କରିଲେ ସରଳ ସଭିଂକୁ ମିଳିବ ସୁଫଳ ଭାଷା ନ ହେଲେ ଟଳମଳ ବଢ଼ିବ ଭାଷୀଂକର ବଳ ସ୍ମୃତିରେ ସଂଚିତ ଶବଦ ଲେଖିବା ଯେଣୁ ନିରାପଦ ଅଂଡାଳି…

ଛଅକାଣ୍ଡର ରାମାୟଣ ଓ ନିର୍ଦ୍ଦୋଷ ରାମ

ରାମ ନବମୀ ଉପଲକ୍ଷେ ଅସିତ କୁମାର ପଣ୍ଡାଙ୍କ ଆଲେଖ୍ୟ  ପୁରୁଷୋତ୍ତମ ଶ୍ରୀରାମଙ୍କୁ ସନାତନ ଧର୍ମ ରେ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ଗ୍ରହଣ କରାଯାଏ । ଆଜି ବି ସତ୍ୟ ଧର୍ମ ନ୍ୟାୟଦ୍ୱାରା ପ୍ରଜାମାନଙ୍କୁ ଉତ୍ତମ ଶାସନ ପ୍ରଦାନ କରିବା ଅର୍ଥରେ ରାମ ରାଜ୍ୟର ପରିକଳ୍ପନା କରାଯାଏ । କହିବା…

ସାଧୁଙ୍କ ନିୟମ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜଣେ ସାଧୁ ଥିଲେ, ଥରେ ସେ ଏକ କୃଷକ ଘରକୁ ଯାଇଥିଲେ । କୃଷକଟି ତାଙ୍କୁ ବହୁତ ସେବା କଲା । ସାଧୁ ତାଙ୍କୁ ପ୍ରତିଦିନ ନାମ ଜପ କରିବାର କିଛି ନିୟମ କହିଲେ । କୃଷକଟି କହିଲା, ପ୍ରଭୁ! ମୁଁ ସମୟ ପାଇ ପାରୁନାହିଁ । ସାଧୁ କହିଲେ-…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଅନେକ ଦିନ ପରେ ଆଜି ସେ ନିଜକୁ ଖୁବ୍ ହାଲୁକା ମନେ କରୁଛି । ଈଶ୍ୱରାନୁଭବ ଭିତରେ ଯେ ଏପରି କାଉଁରୀ ଶକ୍ତି ଥାଏ, ମନେ ମନେ ସେ ନିଜ ସହ କଥା ହେଲା । ଏବେ ତା’ ଭିତରେ ଏକ ପ୍ରସନ୍ନ, ପରିଚ୍ଛନ୍ନ ଭାବନା ଲହଡ଼ି…

ଭାଷା ଭାଗବତ : ନିଜର ଚିଂତା, କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜେ ବୁଝିଲେ ସବୁ ସ୍ପଷ୍ଟ ଅନ୍ୟକୁ ବୁଝାଇଲେ କଷ୍ଟ ଅଯଥା ହୁଏ ବେଳ ନଷ୍ଟ ଚେତନା ହୁଏ ପଥଭ୍ରଷ୍ଟ ମନ ଯାହା ପାରିଛି ବୁଝି ତାହା ମାନିବା ପାଇଁ ରାଜି ହେଲେ, ମନରୁ ହଟେ ଦ୍ବଂଦ୍ବ ମିଳଇ ବିରଳ ଆନଂଦ ସେହି ଆନଂଦ ପ୍ରାପ୍ତି ପାଇଁ ଅନ୍ୟକୁ…

କବିତା : ରାମ ନବମୀ

ଜ୍ଞାନ ରଞ୍ଜନ ଦାଶ  ବିଶ୍ରବା ଆତ୍ମଜ ଦନୁଜଙ୍କ ରାଜ ଲଙ୍କପତି ଦଶାନନ ନିଧନର ଲକ୍ଷ୍ୟେ ଚୈତ୍ର ଶୁକ୍ଲ ପକ୍ଷେ ଜନ୍ମିତ ରଘୁ ନନ୍ଦନ । ପୁତ୍ରେଷ୍ଠି ଯାଗର କରି ଆୟୋଜନ ଋଷ୍ୟଶୃଙ୍ଗ ପୌରୋହିତ୍ୟେ ଦଶରଥ ଲାଭ କଲେ ଚତୁସ୍ପୁତ୍ର ଜଗତ ଜନଙ୍କ ହିତେ । କୌଶଲ୍ୟା ଉଦରୁ ଉଦେ ନିଶାକର…

ଭିକମଗା କଥା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗଲା ସୋମବାରଦିନ ସାବୀ ଭିକାରୁଣୀ ତା 'ପାଖରେ ବସିଥିବା ସଦାକୁ ଯୋଉ ଜ୍ଞାନଗର୍ଭକ କଥା କହୁଥିଲା, ତାହା ଏମିତି ସେମିତିଆ କଥାନୁହଁ । ସେଇକଥାରେ ଗଭୀରତା ଥିଲା l କହିଲା.. ଜାଣିଲୁରେ ସଦା ! ଆଜିକାଲି ଆମକୁସିନା ଲୋକେ ଭିକମଗା ବୋଲି ଛିଃ ଛାକରକରି କେତେକଥା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଜି ବେଶୀ ଖରାପ ଲାଗିବାରୁ ତମେ ଶୋଇଥିବା ସମୟରେ ମେଡିକେଲ ଯାଇଥିଲି । ଫେରିବାବେଳେ ଅଧରାସ୍ତାରେ ବର୍ଷା ମାଡ଼ ଖାଇବାକୁ ପଡ଼ିଲା । ଆଉ ତା’ପରେ... । ସରୋଜ ଚାହିଁଲେ ପଦ୍ମିନୀକୁ । କଥା କହିବା ସମୟରେ ସେ କେବେ ମଧ୍ୟ…

କବିତା : ଦେହକଳ୍ପ

ରାମକୃଷ୍ଣ ସମାଧିରେ ସୁରକ୍ଷିତ ମୁଁ ଶୂନ୍ୟତାର ସୀମାହୀନତାରେ, ପାଦେ ଓହ୍ଲାଇ ଆସିଲେ ତଳକୁ ଘେରି ପକାଏ ପଞ୍ଚଭୂତରେ ନିର୍ମିତ ଅନ୍ନମୟ ଗୋଟେ ମାଂସାଶୀ ଶରୀର। ଅମୃତବୃକ୍ଷ ପରି ଶୂନ୍ୟରେ ଚେରାଏ ପାଦରେ ପୃଥିବୀ ବାନ୍ଧେ ଅଣ୍ଟାରେ ଇନ୍ଦ୍ରଧନୁ ଆଉ ମଥାରେ କେରା କେରା ଆକାଶ ଡାଳେ…

ଭାଷା ଭାଗବତ : ଶାଂତି ସଂଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଭୋକ ଓ ଭୟ ଥିଲେ ଜୀବ ସର୍ବଦା ବିଚଳିତ ହେବ ଅନ୍ନାର୍ଜନ ଓ ଧନାର୍ଜନ ଆଡ଼କୁ ଯିବ ଆପେ ମନ ବିତ୍ତ ସହିତ ପ୍ରତିପତ୍ତି ଦୂରେଇ ପାରେନି ବିପତ୍ତି ଜୀବନସାରା ହଂତସଂତ ହୁଏ ସେ ମରିବା ପର୍ଯଂତ ଅନ୍ୟ ଉପରେ ନିୟଂତ୍ରଣ ନୁହଇ ଉତ୍ତମ ଲକ୍ଷଣ…