Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ମାନ ହୁଏ ମ୍ଳାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଶୁଦ୍ଧ, ଅଶୁଦ୍ଧ ମିଶାମିଶି ଭାଷାରେ ଭାବନା ପ୍ରକାଶି ଲେଖଂତି ସ୍ବଭାଷୀ ସୁଜନ ବଢ଼ାଂତି ସ୍ବଭାଷାର ମାନ ଲୋଡ଼ିଲେ ପୂର୍ଣ ବିଶୁଦ୍ଧତା ଆମର ଭାଷାର ଜନତା ହୁଅଂତି ଲିଖନ-ବିରାଗୀ ଅବା ସ୍ବେଚ୍ଛାରେ ଭାଷାତ୍ୟାଗୀ ଯାହାର ଯେତେ ପ୍ରୟୋଜନ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସୁଜାତା ଅନ୍ତର୍ମନରେ ପୁଲକି ଉଠିଲା । ଟିଫିନ୍ ଖୋଲି ସରୋଜଙ୍କୁ ଖାଇବାପାଇଁ ଇସାରା କଲା । ଉଭୟେ ସାଙ୍ଗ ହୋଇ ଜଳଖିଆ ଖାଇଲେ । ସରୋଜ ସୁଜାତାର ହାତକୁ ମୁଠେଇ ଧରି କହିଲେ । - ଆସନ୍ତା ସତର ତାରିଖରେ ଆମ ବିବାହର…

ଗଳ୍ପ : ଦୋ ମୁହାଁ

ଅଭିଜିତ ଦେବର୍ଷି                                                ମିଶ୍ର ବାବୁ ତାଙ୍କ କଲୋନୀ ର ଜଣେ ମାନ୍ୟ ଗଣ୍ୟ ଲୋକ । ସବୁ କାମରେ ତାଙ୍କୁ ଡାକରା ପଡେ। କିଛି ଦିନ ହେବ ଏକ ଆତ୍ମହତ୍ୟା ଖବର ପାଇବା ପରେ ମାନସିକ ସ୍ୱାସ୍ଥ୍ୟ ଓ ମାନସିକ ଚାପ ଉପରେ କଲୋନୀରେ ଗୋଟେ ଆଲୋଚନା ଶିବିର…

ଭାଷା ଭାଗବତ : କଳ୍ପିତ କାହାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଆସ୍ଥା, ବିଶ୍ବାସ, ପ୍ରଥା, ଧର୍ମ ଏ ଚାରିଟିର ସାରମର୍ମ ବୁଝି କରିଲେ ଆଚରଣ ଜୀବନ ଶାଂତି ପରିପୂର୍ଣ ଅଶାଂତ ମନ ମଧ୍ୟେ ଭ୍ରମ ହୁଅଇ ଯଦି କାର୍ଯକ୍ଷମ କାୟା ସହିତ ରହେ ଛାୟା ସ୍ପୃହାରେ ମିଶିଯାଏ ମାୟା ଗଚ୍ଛିତ ତତ୍ତ୍ବକୁ ମାନିଲେ ନୂତନ…

ଅଭୁଲା ଗୀତ : ପିୟାସୀରେ ନୀର ଖୋଜୁ

ଗୀତ : ପିୟାସୀରେ ନୀର ଖୋଜୁ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ : ଛବି ରାୟ ଗୀତ :  କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦ ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ ଏ’ ରାଇଜେ କ୍ଷୀର ନୀର…

ମନକଥା କହିବାକୁ ମୁଁ ସାହିତ୍ୟର ଆଶ୍ରୟ ନିଏ : ଦୀପକ କୁମାର ନାୟକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଦୀପକ କୁମାର ନାୟକଙ୍କ ସହ ‘ସ୍ୱଳ୍ପ ଆଳାପ’…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମଧ୍ୟାହ୍ନ ସୂର୍ଯ୍ୟର ଦୁର୍ବିସହ ଦ୍ୟୁତି ମହଳ ପଡ଼ିଆସେ । ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ପରମ ଉଲ୍ଲାସରେ କୁହାଟ ଛାଡ଼ି ଘରକୁ ଦୌଡ଼ନ୍ତି । ପିନ୍ଧା ପଞ୍ଜାବୀର ହାତକୁ ସାମାନ୍ୟ ଗୁଡ଼େଇ ଦେଇ ସରୋଜ ନନ୍ଦିନୀ କୂଳକୁ…

କବିତା : ନୀଳ ଜହ୍ନ

ରାଜ କିଶୋର ଦାସ  ନୀଳ ଜହ୍ନ, ନୀଳ ଆକର୍ଷଣ ନୀଳ କ୍ଷତ, ନୀଳ ନୀଳ ଆଘାତ ନୀଳ ନୀଶା ଘନ ନୀଳ ରାତ୍ର ବିବସରୁ ବିବସ, ହାତ ପାଆନ୍ତାରୁ ଦୂର, ବହୁଦୂର ନୀଳଜହ୍ନ । ଅନ୍ତ ହୀନ, ଅନନ୍ତ ପ୍ରତୀକ୍ଷା ବର୍ଷ ବର୍ଷ ଶତବର୍ଷ ମୃଦୁ ମୃଦୁ ଆଗମନ, ପାଦ ଥାପୁ ନ’ ଥାପୁଣୁ ଝରକା ଖୋଲି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତମେ କେଉଁଠି ସୁଜାତା ? କି ପରିସ୍ଥିତିରେ ମୁଁ ତମକୁ କେଉଁଠି ହଜାଇ ଦେଇଛି ? ମୁଁ ଜାଗ୍ରତ ଥିବା ଅବସ୍ଥାରେ ତମେ କେଉଁଠି ଲୁଚିଗଲ ? ଆଜି ଆସ ସୁଜାତା... ଆମେ ନନ୍ଦିନୀ କୂଳକୁ ଯିବା... ତମ ପ୍ରେରଣାରେ ମୋ ତୂଳୀ ସଜୀବ…

କବିତା : ଆମ ଓଡ଼ିଶା

ଶମ୍ଭୁନାଥ ଦାସ ଯେଉଁ ରାଇଜରେ ସଦା ଭରପୁର ଖଣିଜ ସମ୍ପଦ-ମାନ, ସେ ରାଜ୍ୟ କିମ୍ପାଇ ଦରିଦ୍ରରେ ଗଣା କଥା ବଡ଼ ହୀନିମାନ । ରହିଛ କି ଶୋଇ ହେ ଉତ୍କଳ ଭାଇ କିବା ଅଳସୁଆ ପଣ, ଆଳସ୍ୟ ତ ନୁହେଁ ଓଡ଼ିଆ ଜାତିର କର୍ମ-ଧର୍ମର ଲକ୍ଷଣ । ଓଡ଼ିଶା ରାଜ୍ୟରେ କେତେ ଯେ ସମ୍ପଦ ନାହିଁ ତ…