Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ପଚାରିବି କେତେ ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଶବ୍ଦ-ଜାଲରେ ହୋଇ ଛଂଦି କବିତା ହେଲା ଯେବେ ବଂଦୀ କବି ତା' ରୁଚି ଅନୁଯାୟୀ ହେଲା ନିଜର ପ୍ରତିଦ୍ବଂଦ୍ବୀ ଭାବିଲା ନିଜେ ମନେ ମନେ ସେ ସତେ ସବୁକିଛି ଜାଣେ କରିଲା ଜ୍ଞାନ ପ୍ରଦର୍ଶନ ପ୍ରତିଭା ହେଲା ଅଂତର୍ଧାନ ଯେଉଁ ପ୍ରକାର ଭାଷା କହି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତମେ ବିଶ୍ୱାସ କରିବନି ସରୋଜ ! ଜୀବନର ତ୍ରିଛକ ଉପରେ ମୁଁ ଆଜି କେତେ ଅସହାୟ । ଦିନ ଥିଲା, ରୂପର ଅହଂକାରରେ ମୁଁ ଉନ୍ମାଦିନୀ ଥିଲି । ମୁଁ ଥିଲି ସହରର ସର୍ବାପେକ୍ଷା ଅନବଦ୍ୟାଙ୍ଗୀ ରୂପସୀ । ଏମିତି ରୂପର ପସରା ନେଇ…

କବିତା : ତୁମେ ଅଛ ବୋଲି

ନିରୁପମା ପତି ତୁମେ ଅଛ ବୋଲି ମୁଁ ଧାଇଁଗଲି ସିଂହଦ୍ବାର ଭାବର ପଣତ ବଢାଇଲି ଅତୀତର କେବେ ଦିନେ ନେଇଯାଇଥିଲ ଦାସିଆ ଵାଉରୀର ଶ୍ରୀଫଳ, ଭାବିଥିଲି, ତୁମେ ଅଛ ବୋଲି ହରଣ କରିନେବ, ମୋ ଦୁଃଖ ଓ ଯାତନାର ମହଣ ମହଣ ଆର୍ତ୍ତ ଚିତ୍କାର । ତୁମେ କୃପା ସିନ୍ଧୁ ବୋଲି ଭାବୁଥିଲି…

ଭାଷା ଭାଗବତ : କାର୍ଯାରଂଭ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜର ମନର ମଇଳା ନିଜେ ଟିକିଏ ଆଗ ଓଳା କାମ କରିଲେ ନିୟମିତ ମନ ହୋଇବ ପରିଷ୍କୃତ ଯାହା ନିଜେ ପାରିବା କରି ତା ପାଇଁ କାହାକୁ ଗୁହାରି କରିବା ନୁହେ ଆବଶ୍ଯକ ବୁଝଂତି କର୍ମାସକ୍ତ ଲୋକ ଅନେକ ଧର୍ମାସକ୍ତ ଲୋକ ନ କରି ନିଜ କାମ ତକ କରଂତି…

ସ୍ୱାସ୍ଥ୍ୟସେବା ସୁବିଧାରୁ ବଞ୍ଚିତ ଗ୍ରାମାଞ୍ଚଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଯେକୌଣସି ଦେଶର ବିକାଶ ପ୍ରଥମେ ତା'ର ସ୍ୱାସ୍ଥ୍ୟ ଓ ଶିକ୍ଷା ସେବାରୁ ପ୍ରତୀୟମାନ ହୋଇଥାଏ । ସ୍ୱାସ୍ଥ୍ୟ ଓ ଶିକ୍ଷା ଉଭୟ ହିଁ ଦେଶର ପ୍ରମୁଖ ସମ୍ପଦ `। ସ୍ୱାସ୍ଥ୍ୟ ଓ ଶିକ୍ଷା ବିନା ଦେଶରେ ଉନ୍ନତି ଅସମ୍ଭବ । ସମଗ୍ର ଭାରତ ସ୍ୱାସ୍ଥ୍ୟ ସେବାର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ଆପଣ ନୁହେଁ, କୁହ ସୁଜାତା... ଜିତା ବୋଲି ଡାକ... । - ଆପଣ ଏ ସବୁ କ’ଣ କହୁଛନ୍ତି ? ମୀନାକ୍ଷି ପୁଣି ଆରମ୍ଭ କଲା । ମୁଁ ଅନେକ ସମୟ ହେଲା ଆସିଛି । ବାହାରେ ଝରକା ଆଢ଼ୁଆଳରୁ ମୁଁ ସବୁ ଶୁଣିଛି । ଗୋଟିଏ ପଲକରେ…

କବିତା : ଚୈତାଳି ,ବୈଶାଖୀ,ବର୍ଷା ଆଉ ମୁଁ

ଡମ୍ବରୁଧର ବେହେରା ଚୈତାଳି..... ତୁମେ ଆସ ଫାଲଗୁନୀର ଅବିର ଭରା ପଣତ କାନିର ପଛେ ପଛେ ଝଡ଼ା ପତ୍ରର ଲଣ୍ଡା ମୁଣ୍ଡରେ ଠେଙ୍ଗା ପହାର କଲା ଭଳି କାଣ୍ଡ,ମୂଳ,ଶାଖା ପ୍ରଶାଖାରେ ଛପି ଛପି ମୃଦୁ ମଳୟର ହାୱାରେ ଝାଞ୍ଜି ଖରାର ମୁଲାୟମ ଦେହେ......! ବୈଶାଖୀ.... ତୁମେ ଆସ କାଳ…

ଭାଷା ଭାଗବତ : ନିତ୍ୟ ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କେତେ ମୁଁ ଲେଖିଛିଁ ଗଣିନି କାହିଁକି ଲେଖୁଛିଁ ଜାଣିନି ଲିପି ରୂପରେ ଅବସ୍ଥାନ କରେ ମୋ ଅନିତ୍ୟ ଜୀବନ ଏହା ମୋ ଜିଇଁବାର ଢଂଗ ଲେଖାରେ ଭାବନା ତରଂଗ ସର୍ବଦା ଉଠେ ପୁଣି ପଡ଼େ ଭାବ ସହିତ ଶବ୍ଦ ଯୋଡ଼େ ଯଶ ବା ଧନ ଲାଭ ପାଇଁ ଯେହେତୁ କିଛି…

ଅନୁବାଦ କବିତା : ନିର୍ଝରର ସ୍ୱପ୍ନଭଙ୍ଗ

ମୂଳ ବଙ୍ଗଳା : ବିଷ୍ଣୁ ଦେ  ମୁଁ ଜାଣିଛି ତୁମ ପାଖରୁ ମୋର ମୁକ୍ତି ନାହିଁ ତେବେ ବି ତୁମ ଦ୍ଵାରକୁ ବାରମ୍ବାର ଯିବା ଓ ଆସିବା ଆତ୍ମୀୟ ନୁହଁ ସମାଜର ମାନଦଣ୍ଡରେ, ଆଇନ କାନୁନରେ ସମ୍ପର୍କଟା ଆମ କେବେ ହେଲେ ହୋଇ ନାହିଁ ବନ୍ଧା। ତୁମ ପାଖରେ ମୋର ସ୍ଵର୍ଗ ତ ନାହିଁ। ମର୍ତ୍ତ୍ୟଜୀବି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଈଶ୍ୱରଙ୍କ ଇଚ୍ଛାକୁ ସମ୍ମାନ ଦେଇ ସେ କେବଳ ବଞ୍ଚି ରହିଲେ । ନିଜର ପରିଚୟ ନିଜେ ଲିଭାଇ ଦଲେ । ସମୟର କଷଟୀରେ ନିକଷିତ ହୋଇ ସେ ହଜାଇଦେଲେ ନିଜର ଅସଲ ଅସ୍ଥିତ୍ୱ । ପଦ୍ମିନୀ ଧରିନେଲା ସେ ଜଣେ ବାସ୍ତୁହରା ମଣିଷ ।…