Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପାଦର ଆଙ୍ଗୁଠିରେ ହୁଡ଼ା ଉପରେ ଉଠିଥିବା ଘାସକୁ ଛିଣ୍ଡାଉ ଛିଣ୍ଡାଉ ପଦ୍ମିନୀ ଗେଲେଇ ହୋଇ କହିଲା- ମୁଁ ତମ ସହ ଜ୧ାରୁ କଥା ହେବିନି । ଏତେ ଦିନରେ ମୁଁ ମନେପଡ଼ିଲି ? - ଓ, ଅଭିମାନ ତେବେ ଏଇଠି ? ହାତ ବଢ଼ାଇ ସେ…

ଭାଷା ଭାଗବତ : ମାଳ ମାଳ ବହି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଲାଂଚ, ଉତ୍କୋଚ, ବଟି, ଚାଂଦା ଗ୍ରହଣକାରୀ ନିଜ ଧଂଦା ଛାଡ଼ିବା ହୋଇନି ସଂଭବ କିପରି ଦେଶୋନ୍ନତି ହେବ ? ଅପରାଧୀ ନ ପାଇ ଶାସ୍ତି କରିଲେ ମଉଜ ଓ ମସ୍ତି ରାଜ୍ୟରେ ଭାଇଚାରା ପ୍ରୀତି କେବେ ବି ଲଭିବ କି ବ୍ୟାପ୍ତି ? ପ୍ରଶ୍ନ ପଚାରି…

କବି ଜୟନ୍ତ ମହାପାତ୍ରଙ୍କ ସାରସ୍ଵତ କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ଵର : ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟ ଓ ବରୋଦାସ୍ଥିତ ଫୋରମ୍ ଅନୁକମ୍ପେରାରୀ ଥିଓରୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ସାରସ୍ଵତ କୃତି ଉପରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'କବି ଜୟନ୍ତ ମହାପାତ୍ରଙ୍କ…

‘ଏକ୍ସଟିକ ଇଡେନ-ଦି ଲଭର୍ସ ଡେଷ୍ଟିନେସନ ଅଫ ଓଡ଼ିଶା’ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଗବେଷକ ତଥା ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଲିଖିତ 'ଏକ୍ସଟିକ ଇଡେନ-ଦି ଲଭର୍ସ ଡେଷ୍ଟିନେସନ ଅଫ ଓଡ଼ିଶା' ପୁସ୍ତକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନ ପରିସରରେ ଉନ୍ମୋଚିତ…

କବିତା : ଅସହାୟ 

ଶୁଭ୍ରାଂଶୁ ଶେଖର ମାହୁନ୍ତ ଓଠରେ ହସ ନ ଥାଇ ବି ହସିବାର ନିଖୁଣ ଅଭିନୟ କରୁଛି ମୁଁ ହୃଦୟରେ ଅସୁମାରି କୋହ ଭରି, ଇଛା ନ ଥାଇ ବି ହସୁଛି ମୁଁ ବିବଶ ଦେହ ଓ ମନକୁ ଅନିଚ୍ଛାରେ ଘୋଷାରି ଘୋଷାରି । ତୁମ କଥା ଭାଳି ଭାଳି ଅସରନ୍ତି ସ୍ବପ୍ନସବୁ ଯାଉଅଛି ମରି ମରି, ମୃଗତୃଷ୍ଣାର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ କେତେ ପାଦ ଆଗେଇଲା ପରେ ହଠାତ ସେ ଚମକି ପଡ଼ିଲା, ସତ କି ମିଛ ବୁଝି ନପାରି । ପ୍ରେସ୍ ରିପୋରଟରମାନଙ୍କ ପାଇଁ ଘେରା ହୋଇଥିବା ବାଉଁଶବାଡ଼କୁ ଆଶ୍ରୟ କରି ଚନ୍ଦ୍ରଭାନୁ ଠିଆ ହୋଇଛନ୍ତି । ସତେକି କୋଟିନିଧି ପାଇଗଲା ସେ…

ଭାଷା ଭାଗବତ : ଧୂମାଚ୍ଛନ୍ନ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମଣିଷ ହୋଇ ସୁଦ୍ଧା ଜୀବ ମନରେ ନିରାଧାର ଗର୍ବ ଧରି କରଇ ଆତ୍ମନାଶ ତହିଁରୁ ଆହରେ ସଂତୋଷ ମନୁଷ୍ଯ ହେଲେ ସୁଦ୍ଧା ପଶୁ ସ୍ବଭାବେ ଅଧିକ ଜିଜ୍ଞାସୁ କରଇ ତଥ୍ୟ ବିଶ୍ଳେଷଣ ତହିଁରୁ ପାଇଥାଏ ଜ୍ଞାନ ଅଥଚ ଜ୍ଞାନର ପ୍ରୟୋଗ ନ କରି ହରାଏ…

ଆତ୍ମ-ଦର୍ଶନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଆତ୍ମା ଦ୍ୱାରା ଆତ୍ମାର ଦର୍ଶନ । ଯେଭଳି ମନୁଷ୍ଯ ତାର ପ୍ରତିବିମ୍ବକୁ ଦର୍ପଣରେ ଦର୍ଶନ କରେ । ସେଇଭଳି ପ୍ରେକ୍ଷାଧ୍ୟାନ ସାଧନା ଦ୍ୱାରା ଆତ୍ମାକୁ ସୁକ୍ଷ୍ମ ଭାବରେ ଅନୁଭବ କରେ । ପ୍ରକୃତ ଆତ୍ମ ଜ୍ଞାନୀମାନେ ଦେହlଭିମାନରୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତେବେ କ’ଣ ଇଏ ବିରହର ଅଶ୍ରୁ ? ବିବାହ ସ୍ଥିର ହୋଇଥିବା ପୁରୁଷଟିଏ ପାଇଁ ଅନୂଢ଼ା ଝିଅଟିଏର ହୃଦୟରେ ଏତେ ବ୍ୟାକୁଳତା ? ଏଇ ବୋଧେ ପ୍ରେମର ପୂର୍ବରାଗ । ଏଇଭଳି ଅନୁଭବ ସମୟରେ ନିଜକୁ ସେ ଅନେକ ବାର ପ୍ରଶ୍ନ କରିଛି ।…

ଅନୁବାଦ କବିତା : ମୁଁ ଚିନ୍ତିତ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ  ଦ୍ରୁତ ଗତିରେ ଚାଲିଛି ବସ ତା ପଛରେ ଛୁଟି ଚାଲିଛନ୍ତି ମଣିଷ ପିଲାଙ୍କୁ ସମ୍ଭାଳୁ ସମ୍ଭାଳୁ ସ୍ତ୍ରୀଲୋକ ସଡ଼କରେ ଏତେ ଧୂଳି ଉଡୁଛି ଯେ ମତେ କିଛି ଦେଖା ଯାଉ ନାହିଁ ମୁଁ ଚିନ୍ତା କରି ଚାଲିଛି। ମୁରବୀମାନେ ଚିନ୍ତା କଲାବେଳେ ଆଖି ବନ୍ଦ…