Latest Odisha News

BREAKING NEWS

Browsing Category

ସାହିତ୍ୟ

ଅଭୁଲା ଗୀତ : ଦେଲେ ଧରା କଥା ସରେ

ଗୀତ: ନରସିଂହ ମହାପାତ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ଆରତି ମୁଖାର୍ଜୀ ଓ ମହମ୍ମଦ୍ ସିକନ୍ଦର ଆଲାମ୍‌ ଚଳଚ୍ଚିତ୍ର: ଅମଡ଼ାବାଟ, ୧୯୬୪ ଦେଲେ ଧରା କଥା ସରେ ନାୟିକା:ଦେଲେ ଧରା କଥା ସରେ ଥାଏ ମଜା ଦୂରେ ଦୂରେ ଦେଲେ ଧରା କଥା ସରେ ଥାଏ ମଜା ଦୂରେ ଦୂରେ ଦେଲେ ଧରା ନାୟକ:ଅଳି…

ସାହିତ୍ୟ ଲୋକାଭିମୁଖୀ ହେଉ : ଚିତ୍ତରଞ୍ଜନ ନାୟକ

ସମକାଳୀନ ଓଡ଼ିଆ ସାହିତ୍ୟରେ ଚିତ୍ତରଞ୍ଜନ ନାୟକ ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ଓଡ଼ିଆ କବିତା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ରବିବାସରୀୟ ପୌଷ ଅପରାହ୍ନ । ମନ ତକଲିରୁ ଛିଡ଼ି ଯାଇଥିବା ଅତୀତର ସୂତାଖିଅକୁ ପଦ୍ମିନୀ ଯୋଡ଼ିବାରେ ଲାଗିଛି । ସମୟର ଘୂର୍ଣ୍ଣିରେ ଇତଃସ୍ତତଃ ହୋଇ ଯାଇଥିବା ସୂତାଖିଅ ଗୁଡ଼ିକୁ ଏକାଠି କରି ଗଣ୍ଠି ପକାଇବାକୁ ସେ ଆଗରୁ କେବେ…

କବିତା : ଚିଠି

ରମେଶ ରଥ ପ୍ରବାସରେ ଥାଇ ମାଆର ଚିଠିରେ ପୁଅ ତା ଉତ୍ତର ଲେଖୁଛି କେମିତି ଅଛି ମୁଁ କାଇଁ ମା ପଚାରୁ ହୃଦୟ ମୋ ଫାଟି ଜାଉଛି।। ପରିବାର ସାଙ୍ଗ ସାଥି ଦେଖିବାକୁ ସବୁବେଳେ ସିନା ହସୁଛି ସେ ହସରେ କେତେ ଯନ୍ତ୍ରଣା ରହିଛି ସେକଥା ମୁଁ ଏକା ଜାଣିଛି।। କୋର୍ଟ ସୁଟ ପିନ୍ଧି ବଡ଼ କାର…

ଭାଷା ଭାଗବତ : ପ୍ରତ୍ୟକ୍ଷ ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନ ବିଗିଡ଼ିଲେ, ହେବ ଭଲ ସଜାଡ଼ି ହେଉଁ କଲବଲ ମଇଳା କରି ନିଜ ମନ ଧୋଇବା ପାଇଁ କରୁଁ ଯତ୍ନ ପ୍ରଥମେ କିଛି ଭୁଲ୍‌ କରି ତା'ପରେ କରିଲେ ଗୁହାରି ମାଗିବା ବାରଂବାର କ୍ଷମା ଠିକ୍‌ ବୁଝିବାନାହିଁ ଜମା ମୂଳରୁ ନ କରିଲେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପଦ୍ମିନୀ କିନ୍ତୁ ସେତେବେଳେ ଅନ୍ୟ ଏକ ପୃଥିବୀରେ ବିଚରଣ କରୁଥିଲା । ସେଇ ଜଗତର ପରିଚିତ ରାଜପଥ ଉପରେ ଚଳାୟମାନ ଅବସ୍ଥାରେ ଚାରିପାଖରେ ଘଟିଥିବା ଘଟଣା-ଦୁର୍ଘଟଣାଗୁଡ଼ିକ ତା’ ମନର ସ୍ଥିରତାକୁ ଲୁଣ୍ଠନ କରି ନେଉଥିଲେ ।…

ଭାଷା ଭାଗବତ : ତ୍ରୁଟି ସଂଶୋଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜାଣିପାରିଲେ ତ୍ରୁଟିମାନ କଲେ ତୁରଂତ ସଂଶୋଧନ ଦିଶିବନାହିଁ ' ଶଂସୋଧନ ' ବଢ଼ିବ ସ୍ବଭାଷା ସମ୍ମାନ ଥରେ କି ଦୁଇ ଥର ତ୍ରୁଟି କରିବା ପରେ ମନେ ଘାଂଟି କରିଲେ ଶୀଘ୍ର ସଂଶୋଧନ ସ୍ବଲେଖା ହୁଏ ତ୍ରୁଟିହୀନ କେବଳ…

ଗଳ୍ପ : ଚନ୍ଦ୍ରିକା ସିଂ

ସୁମିତା ବେହେରା ଚନ୍ଦ୍ରିକା ସିଂ ଯେଉଁଦିନ ଅଫିସ୍ ଜଏନ କଲା, ଚାପା ଗୁଞ୍ଜରଣଟିଏ ଖେଳିଗଲା ଆମ ଅଫିସ୍ ପରିସରରେ । ଇସ୍ କି ସୁନ୍ଦରୀ ସିଏ ! ଆଖି, ନାକ,ଓଠ.. ଖୁଣିବାକୁ ନାହିଁ କିଛି। ଡ୍ରେସ୍ ସେନ୍ସ୍ .. ଆଉ କହିବାକୁ ନାହିଁ । ଗୋଲାପି ଲିପଷ୍ଟିକ୍ ବୋଳା ସରୁ ଓଠରୁ ଯେତେବେଳେ ହସ ମୁଠାଏ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ହ୍ୱାଟ, ସି.ବି ପଟ୍ଟନାୟକ ? ଆଇ ମିନ୍ ଚନ୍ଦ୍ରଭାନୁ ପଟ୍ଟନାୟକ? ତଡ଼ିତ୍ ବେଗରେ ଏଇ କେତେ ପଦ ପଦ୍ମିନୀ ମୁହଁରୁ କେମିତି ବାହାରିପଡ଼ିଲା, ସେ ଜାଣି ପାରିଲା ନାହିଁ । ସଚେତନ ହେଲା ବେଳକୁ ସେ ଅନୁଭବ କଲା, ତା…

ଭାଷା ଭାଗବତ : ଅନାବଶ୍ୟକ ଭାଷା-ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦ ହେଲେ ହେଁ ସୂତ୍ରାଧୀନ ବାକ୍ୟର ଯେତେ ପଦମାନ ଯେହେତୁ ସଦା ପ୍ରଥାଧୀନ ମତ ନିମଂତେ ନାହିଁ ସ୍ଥାନ ପ୍ରତି ଭାଷାର ବ୍ୟାକରଣ କରଂତି ଅବସ୍ଥା ବର୍ଣନ ନୁହଂତି ନିୟମ, ବିଧାନ ଅଥବା ଭାଷା ସଂବିଧାନ ଭାଷାର…