Latest Odisha News

BREAKING NEWS

Browsing Category

ସାହିତ୍ୟ

ପୁସ୍ତକ ପରିଚୟ : ବିକ୍ଷୁବ୍ଧ ସମୁଦ୍ର

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା କବିତା ବହି : ବିକ୍ଷୁବ୍ଧ ସମୁଦ୍ର କବି : ପବିତ୍ର ମୋହନ ଦାଶ ପ୍ରକାଶକ : ପେନ୍ ଇନ୍ ବୁକ୍ସ ପ୍ରଥମ ପ୍ରକାଶ : ୨୦୧୮ ପୃଷ୍ଠା ସଂଖ୍ୟା : ୯୫ ସମସାମୟିକ ଓଡିଆ କବିତାରେ କବି ପବିତ୍ର ମୋହନ ଦାଶ ବେଶ୍ ଏକ ଚିହ୍ନା ମୁହଁ। ସଦ୍ୟ ପ୍ରକାଶିତ ତାଙ୍କ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପକେଟରୁ ରୁମାଲ ବାହାର କରି ସରୋଜ ତା’ ଆଡକୁ ବଢ଼ାଇଲେ- ନିଅ, ଲୁହ ପୋଛି ପକାଅ.. ନିଜ ଲୋକ ବିଦେଶରେ ଥିଲେ ଘରେ କେହି କାନ୍ଦନ୍ତିନି ପରା... ? ସରୋଜ ମୁହଁରୁ ବାରମ୍ବାର ‘ବିଦେଶ’ ଶବ୍ଦ ଶୁଣି ପଦ୍ମିନୀର ମର୍ମସ୍ଥଳ…

କବିତା : ଭୁଲ

ବିନୋଦିନୀ ଦାଶ ଜୀବନ-ଗଣିତ କଷୁକଷୁ ତୁହି ପ୍ରଶ୍ନ ବୁଝିବାରେ ଧିଆନ ନଦେଇ ଧାରାକୁ ଓଲଟପାଲଟେ ସଜାଇ ଆଗକୁ ଗତିରେ ମାରିଲୁ ଢିଲା ସବୁକଛି ଭୁଲ୍ ହୋଇଗଲା । ସେତେବେଳେ ବୁଝି ଜୀବନର ଅର୍ଥ କରିଥାନ୍ତୁ ଯେବେ ମନକୁ ଆୟତ୍ତ କଷିବା ସମୟେ ରହି ଶାନ୍ତଚିତ୍ତ ଶୃଙ୍ଖଳା ଜ୍ଞାନକୁ ହୃଦେ…

ଭାଷା ଭାଗବତ : କଥା, ଲେଖା ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥିତ ଭାଷା ବୋଧଗମ୍ୟ ହେଲେ ହିଁ ଲାଗଇ ଉତ୍ତମ ଲିଖିତ ଭାଷା ଲିପିସାମ୍ୟ ରଖିଲେ, ହୁଏ କାର୍ଯକ୍ଷମ ଶବ୍ଦର ବିବିଧ ବନାନ ରହିବା ନୁହେ ସମୀଚୀନ ଲିପି ହେଲେ ଶୃଂଖଳାବଦ୍ଧ ଭାଷାଟେ ହୁଏ ସୁସମୃଦ୍ଧ କଥା ଓ ଲେଖାର…

ଚିନ୍ମୟ ହୋତାଙ୍କ ‘ଚେତନା ସଫାରୀ ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରତ୍ନଚିରା ପବ୍ଲିକେଶନ୍ସ ଆନୁକୂଲ୍ୟରେ ବିଶିଷ୍ଟ ଲେଖକ ଚିନ୍ମୟ ହୋତାଙ୍କର ଗଳ୍ପ ସଙ୍କଳନ 'ଚେତନା ସଫାରୀ ଓ ଅନ୍ୟାନ୍ୟ ଗଳ୍ପ' ଉନ୍ମୋଚିତ ହୋଇଯାଇଛି ।ପ୍ରାବନ୍ଧିକ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ହାତ ବଢ଼ାଇ ନିକଟରେ ଥିବା ସୁଟକେଶରୁ ଚନ୍ଦ୍ରଭାନୁଙ୍କର ଫଟୋ ଖଣ୍ଡିକ ବାହାର କଲା ପଦ୍ମିନୀ । ବ୍ଲାକ ବେକ୍‌ଗ୍ରାଉଣ୍ଡ୍ ଭିତରେ ଜଳି ଉଠୁଛି ତାଙ୍କର ପ୍ରତିଛବି; ଠିକ କଳା ରାତିରେ ଚନ୍ଦ୍ରମାର ଜ୍ୟୋତି ପରି । ଦୁଇ ଆଖି…

କବିତା : ଧାନ

ଦେବବ୍ରତ କର ଦଦରା ମାଟି ଚିଆରୀ କାନ୍ଥ ବୁଢ଼ା ବାଉଁଶର ହାଡ଼, କଣିର ଗଣ୍ଠିଆ ଆଙ୍ଗୁଳି, ପତଳା ଖପରା ପରି ମାଟିଚୋପା ଖସିଯାଏ ପରସ୍ତ, ପରସ୍ତ....। ଅସଂଖ୍ୟ ମୂଷାଗାତ ମାଟିରେ ସୁଡ଼ଙ୍ଗ, ଅପହଞ୍ଚ ଅନ୍ଧାରରେ ଧୂସର ସମାଧି ଦୀନତାର କଳାକୃତି, ମାଟିର କୋଣାର୍କ । ଏଠି ମଞ୍ଜ…

ଭାଷା ଭାଗବତ : ପଥ ଓ ପଥିକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପଥରେ ଖାଲ, ଢିପ ଥାଏ ପଥିକ ଜୋତା ପିଂଧି ଯାଏ ଜୀବନ ଯାତ୍ରାରେ ନିଜତ୍ବ ରକ୍ଷଣାବେକ୍ଷଣ ଉଚିତ ଜନାକୀର୍ଣ ଓ ଯାନାକୀର୍ଣ ପଥ ହେଲେ ହେଁ ଭିନ୍ନ ଭିନ୍ନ ଚଉଡ଼ା ଅଥବା ସଂକୀର୍ଣ ଲକ୍ଷ୍ୟ ହିଁ ହୁଏ ମୁଖ୍ୟ ଧ୍ୟାନ ଥିଲେ…

ସାହିତ୍ୟ ଏକ ନିରବଚ୍ଛିନ୍ନ ସାଧନା : ସୁମିତା ବେହେରା

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ସୁମିତା ବେହେରା । ଗଳ୍ପ, ଉପନ୍ୟାସ, କବିତା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ…

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ…