Latest Odisha News
Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସ୍ୱୟଂ ସ୍ୱାହା ଯାଅ ଧୁଆଧୋଇ ହୋଇଯାଅ ଆଜି ସ୍ନାକ୍ସ ରେ ବଢ଼ିଆ ଜିନିଷ ମିଶିକି ଖାଇବା ।ସୁରେଖା ଆଡ଼କୁ ଇଙ୍ଗିତ କରି , ଯାହା ଗରମ ଗରମ ବାହରୁଥିବ ଆଣିବୁ,ମାଆଙ୍କ ପାଖରୁ ପଇସା ଆଉ ବ୍ୟାଗ ନେଇ ଜଲ୍ଦି ଯାଆ । ଏତେ ଦିନ ପରେ…

ଭାଷା ଭାଗବତ : ଅତି ଅଧିକ ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଦେଶୀ ଶବ୍ଦ ଲେଖା ପାଇଁ ଯୁକ୍ତାକ୍ଷର ଗଢ଼ିବାନାହିଁ ଯଥା ସ୍ଥାନରେ ଅନୁସ୍ବାର କରିବା ବେଶି ବ୍ୟବହାର ଶବ୍ଦର ମଧ୍ୟସ୍ଥିତ ବର୍ଣ କରିଲେ ହଳଂତ ଧାରଣ ସ୍ବଲିପି ହେବ ପରିଚ୍ଛନ୍ନ କରିବା ସରଳ ଲିଖନ ଅତି ଅଧିକ…

ଅନୁବାଦ ଗଳ୍ପ : ଏ ଜହ୍ଲାଦଙ୍କ କବଳରୁ ପଳା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୮ ମୂଳ ଉର୍ଦ୍ଦୁ: ରାମାନନ୍ଦ ସାଗର ‘ସକାଳୁ ସକାଳୁ ମୁସଲମାନମାନେ ଆମ ଗାଆଁ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ । ସେତେବେଳେ ନଈକୂଳେ ମୁଁ ଜାଳେଣିକାଠ ସଂଗ୍ରହ କରୁଥିଲି । ସେବର୍ଷ ମରୁଡ଼ି ପଡ଼ିଥିଲା । ତେଣୁ ଫସଲ ଭଲ ଅମଳ ହୋଇ ନ ଥିଲା…

କବିତା ମୋତେ ବଞ୍ଚିବାର ବାଟ ଦେଖେଇଛି : ଶୁଭଶ୍ରୀ ମହାରଣା

ସମକାଳୀନ ଓଡ଼ିଆ ସାହିତ୍ୟରେ ଶୁଭଶ୍ରୀ ମହାରଣା ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ "କାଇଁ ଏତେ ସୁହାଗ ବୋହି ପଡୁଚି ଶୁଣେ ! ଟିକେ ଆସ୍ତେ ଡ଼ାକି ପାରୁନ ଯେ ସାଇ ପଡ଼ିଶାଙ୍କୁ ଜଣେଇ ହଉଛ ",ଆସ୍ଥା ସମ୍ଭବଙ୍କୁ ଚିଡ଼ିଲା ଗଳାରେ। ସମ୍ଭବ: "ଏବେ ମୁଁ ଦେଖୁଚି ଯାହା ଗୋଟେ କହିଲା ବେଳକୁ ତୁମେ ମୋ ଉପରେ ଖାଲି…

ଭାଷା ଭାଗବତ : ନିଜ ଭାଷାର ସଜ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୁଁ ରହେଁ ସ୍ବଭାଷା ସହିତ କରେଁ ମୋ ମନୋଭାବ ବ୍ୟକ୍ତ ଯାହା ବି କଥିତ, ଲିଖିତ ପାଏଁ ତହିଁରୁ ହିତାହିତ ନୁହେଁ ମୁଁ ଭାଷାର ଶିକ୍ଷକ ଅଥବା ନୀତି ନିର୍ଣାୟକ ପାଇଥିଲେ ହେଁ ଅଳ୍ପ ଜ୍ଞାନ କରେଁ ମୁଁ ଭାବନା ଲିଖନ…

ଆଜିର ସୃଜନୀର ପଞ୍ଚମ ବାର୍ଷିକୋତ୍ସବ ପାଳିତ

ଭୁବନେଶ୍ୱର : ମହିଳା ଏବଂ ଶିଶୁ ବିକାଶ ପାଇଁ କାର୍ଯ୍ୟ କରୁଥିବା 'ଆଜିର ସୃଜନୀ' ଅନୁଷ୍ଠାନର ପଞ୍ଚମ ବାର୍ଷିକୋତ୍ସବ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା 'ସ୍ମୃତିରେ ସୃଜନୀ' ଉନ୍ମୋଚିତ ହୋଇଯାଇଛି । ଏହି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ହଁ ଅପା ଆଉ ଗୋଟେ କଥା ଯାହା ତୁମ ମୋ ଭିତରର କଥା କହୁଚି ଶୁଣ ,ସାଗର ଛଦ୍ମ ( ସମୀର)ନାଁ ରେ ସମ୍ଭବଙ୍କର କ୍ଳାଇଣ୍ଟ ଭାବରେ ଫୋନ କରିଥିଲା ଯେଉଁ ନମ୍ବର କି ସମ୍ଭବଙ୍କର କିନ୍ତୁ ମାୟା ବ୍ୟବହାର କରୁଥିଲା । ମୁଁ ଜାଣିକି ସାଗରକୁ…

କବିତା : ରୁମାଲ୍

ସତ୍ୟରଞ୍ଜନ ପ୍ରହରାଜ ସବୁଠୁ ବେଶି ଅନ୍ତରଙ୍ଗ ହୁଏ ସେ ଛୁଏଁ ବେକ ଓଠ ଆଖି ଓ କପାଳ ଓଦା କରେ ନିଜକୁ ସାଉଁଟିନିଏ କିଛି ସ୍ୱେଦ ପରି ରକ୍ତ କିଛି ରକ୍ତ ପରି ଲୁହ ଶୁଖିଲା ଓଠ କୋଣେ ଲାଗିଥିବା ଏକ ବଜାରୀ ପ୍ରେମର କିଛି ଲିପଷ୍ଟିକ୍ ଦାଗ !! ସେ ସାଇତେ ସବୁକିଛି ଯାହା ସବୁ…

ଭାଷା ଭାଗବତ : ପାରଂପରିକ ରୂଢ଼ ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେବେ ବି ହୁଏ ମତ ଭିନ୍ନ ବ୍ୟକ୍ତିକୁ କରିଲେ ବିଚ୍ଛିନ୍ନ ହୁଏ କି ମତ ସଂସ୍ଥାପନ ? ବୁଝଂତିନାହିଁ ଜ୍ଞାନୀଗଣ ସଭିଏଁ ହେବେ ଏକମତ ନୁହେ ବାସ୍ତବ ଅବା ସତ ତେବେ ବି ମତାଶ୍ରୟୀ ବ୍ୟକ୍ତି ଅଛିଂଡା କୁତର୍କ କରଂତି…