Latest Odisha News

BREAKING NEWS

Browsing Category

ସାହିତ୍ୟ

ସାହିତ୍ୟ ପ୍ରେମରେ ସାରା ଜୀବନ ବିତେଇବାକୁ ଚାହେଁ : ପଲ୍ଲବୀ ନାୟକ

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ପଲ୍ଲବୀ ନାୟକ । ଏକାଧାରରେ ଜଣେ କବୀ , ଗାଳ୍ପିକା ଏବଂ ଔପନ୍ୟାସିକା। ତାଙ୍କ କଲମ ମାଟିର କଥା କହେ, ଜନ- ଜୀବନର କଥା କହେ ପୁଣି ପ୍ରେମର କଥା କହେ । । ତାଙ୍କ ରଚିତ ପ୍ରତ୍ୟେକ କବିତା ତଥା ଗଳ୍ପ ପାଠକଙ୍କ ମନରେ ସୃଷ୍ଟି କରେ ଏକ ଭିନ୍ନ…

ଗଳ୍ପ : ପୁଣି ଥରେ ଗାନ୍ଧୀ

ରବି ପଣ୍ଡା  ସେଦିନ ରାତ୍ରିର ବେଶ୍ ବିଳମ୍ବିତ ପ୍ରହରରେ ସାବରମତୀ ଆଶ୍ରମର ସେଇ ନିର୍ଦ୍ଧିଷ୍ଟ କୋଠରୀର ଦୁଆର ଖଟଖଟହେଲା। ଜୋରରେ ଖୁବ୍ ଜୋରରେ । ପାଖରେ ଘୂମେଇ ପଡିଥିବା ଦରୱାନଟି ହଟାତ୍ ଧଡପଡ ହେଇ ଦୌଡ଼ି ଆସିଲା। ସାମ୍ନରେ ଗୋଟିଏ ବେଶ୍ ଲମ୍ବା ଛାୟା ମୂର୍ତ୍ତି। କିଏ ? କିଏ ତମେ?…

ଅନୁବାଦ ଗଳ୍ପ : ଗଙ୍ଗା ଏପାରି, ଗଙ୍ଗା ସେପାରି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୨ ମୂଳ ବଙ୍ଗଳା: ଜ୍ୟୋତିର୍ମୟୀ ଦେବୀ ଅନ୍ଧାର ରାତି । ଜଙ୍ଗଲର ଅରମା ବଣବୁଦା ଭିତରେ ପଶି ସେମାନେ ଏକମୁହାଁ ଆଗକୁ ଚାଲିଥିଲେ । ସେମାନଙ୍କୁ ଭଲ ରାସ୍ତା ମାଲୁମ ଥିଲା । କିନ୍ତୁ ଜାଣିଶୁଣି ଏଭଳି ରାସ୍ତାରେ ଯିବାକୁ ହିଁ ସେମାନେ…

କବିତା : ଶକ୍ତି ସ୍ୱରୂପା ମାଆ

ରମାକାନ୍ତ ନାୟକ ଶରତର ଶିଶିରଭିଜା ଧରିତ୍ରୀର କୋଳେ କାଶତଣ୍ଡି ହସିଉଠିଲାଣି ନଈପଠା ବିଲ ବଣ ପାଟ ଗହିରିରେ, ମଳୟ ପବନେ ଟାହିଆ ପରି ଦୋହଲି ଦୋହଲି ଚାମର ବୁଲାଇ ଆଶ୍ଵିନର ଇଷ୍ଟଦେବୀଙ୍କୁ ସ୍ୱାଗତ କଲାଣି । ନିର୍ମଳ ଆକାଶେ ସୁନୀଳ ବରଣେ ଶୁଭ୍ର ବସ୍ତ୍ର ପରିଧାନେ ସଜେଇ ହେଲାଣି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କ'ଣ ପାଇଁ ଫୋନ ସୁଇଚ ଅଫ୍ ? କଲିଂ ବେଲ୍ ମାରି ବେଦମ ,ଡୋର୍ ଖୋଲୁନ ?କଥା କଣ ?! ମନଇଚ୍ଛା କାରବାର । ସ୍ୱାମୀ , ପିଲାମାନେ ବାହାରେ ଅଛନ୍ତି କାଳେ କେତେବେଳେ କଣ ଦରକାର ପଡିବ ସେ ଚିନ୍ତା କଣ ମାଡାମ୍ ଙ୍କର ଅଛି ! ଯାଇଛନ୍ତି…

ଭାଷା ଭାଗବତ : ବିଶ୍ବ ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଶ୍ବ ଆନଂଦ ପରିପୂର୍ଣ ପ୍ରଭୁଂକ ସର୍ଜନା ନିଖୁଣ ବୈପରୀତ୍ୟର ସମ୍ମିଶ୍ରଣ ଅବୋଧ୍ୟ ଏହାର କାରଣ ଚକ୍ରାକାର ଏ ମହାବିଶ୍ବ ନାହିଁ ଆରଂଭ, ନାହିଁ ଶେଷ କିଏ ସଂପନ୍ନ, କିଏ ନିଃସ୍ବ ଅମୃତ ସହ ଥାଏ ବିଷ ତର୍କସଂଗତ…

କୁଳାଙ୍ଗାର ଉବାଚ : ପୂଜା ପଞ୍ଚ୍

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା ସବୁ ପୁରୁଷମାନଙ୍କୁ ମୋ ତରଫରୁ ହୃଦୟରୁ ହାପି ପୂଜା ; ଆପଣଙ୍କଠାରେ ମହିଷାସୁର ଗୁଣ ଥିଲେ ଦେବୀଙ୍କ ଦ୍ବାରା ହତ୍ୟା ହେବାକୁ କରନ୍ତୁନି ଲଜ୍ଜା! ଏବେ ଘରେ ଘରେ ଏପଟ ସେପଟ ହୋଇ ସମ୍ପର୍କ ଯାହା ହେଲାଣି; ପତ୍ନୀ ନିସନ୍ଦେହରେ ପତିଦେବକୁ ମହିଂଷାସୁର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ହେଲେ ....ହେଲେ କଣ ସାଗର ବାବୁ ! ଆପଣ ତାଙ୍କ ବିଷୟରେ ଯାହା କହିଦେବେ ମୁଁ ବିଶ୍ବାସ କରିଯିବି !! ନୋ ....ନଟ୍ ଆଟଲ ! ଶୁଣନ୍ତୁ ସାଗର ବାବୁ ଏମିତି ରେ ବି ମୁଁ ବହୁତ ଡିଷ୍ଟର୍ବ ଅଛି ,ତେଣୁ ପ୍ଲିଜ ଆଉ ଅଧିକ ଡିଷ୍ଟର୍ବ…

କବିତା : ଦେବୀ

ଜୟନ୍ତୀ ବିଶ୍ବାଳ ବେହୁରିଆ  ଦେବୀ ନୁହେଁ ... . ନାରୀଟିଏ ହେବାକୁ ଚାହେଁ ! ଚଉଷଠି ଭୋଗ ଉପଚାର ଧୂପ ଓ ଦୀପର ବର୍ଣ୍ଣବିଭା ଝୁଣାର ସେ ଧୂମାୟିତ ଇତସ୍ତତଃ ନିରୁତା ମହକ କେଉଁଥିରେ ମନ ନାହିଁ ..! ତଥାସ୍ତୁ ମୁଦ୍ରାରେ ବସି ଦେଖିବିନି ମୋହମୟ ମଣିଷ ଆଶାୟୀ ମସ୍ତକ ନଇଁଗଲେ ଥରେ…

ଭାଷା ଭାଗବତ : ସ୍ବଦେଶର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ବଦେଶ ହେବାରୁ ସ୍ବତଂତ୍ର ଚଳିଲା ଏଠି ଗଣତଂତ୍ର ଅଜଣା ଯେଣୁ ସୂତ୍ର, ମଂତ୍ର ହୋଇନି ଏବେ ବି ଏକତ୍ର ଦେଶକୁ ଏକ ବୋଲି ଭାବି ଗୋଟେ ତାଲାକୁ ଗୋଟେ ଚାବି ରଖିବା ପାଇଁ ନୀତି, ବିଧି ଚଳିପାରିନି ଅଦ୍ୟାବଧି ଅନେକ…