Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଯାହାହେଉ ସମ୍ଭବ ଆଉ ପିଲାମାନେ ଆସିବା ପୂର୍ବରୁ ଛାତିର କୋହ ସବୁକୁ ଆଖିର ଲୁହ ଦେଇ ବାହାର କରି ଦେଇଚି ! ବାସ୍ ଏଥର ଖୁସିରେ ରହିବାର ଅଭିନୟ କରିବାକୁ ଆଉ ଏତେ କଷ୍ଟ ହେବନି ଆସ୍ଥାକୁ ! ଘଟଣାଟି ସତ ଏକଥା କେମିତି…

ସନେଟ : ଶରତ ସମ୍ଭାର

ରବି ପଣ୍ଡା  ଶରତର ଆକାଶରେ ତୁଳାଭିଣା ପରି ଭାସେ ଖଣ୍ଡ ଖଣ୍ଡ ମେଘ ଘରକୁ ଫେରିବା ବେଳେ ବାଟବଣା ହେଲାପରି ବୁଲେ ଏଠି ସେଠି ବିରହର ବ୍ୟଥାରେ ବତୁରା ବାରନାରୀ କପାଳରେ ଯେମିତି ଏ ନିର୍ଘାତ ନିଦାଘ ଏ ସେମିତି ଇତସ୍ତତଃ ଠାବ ଟିକେ ପାଏନାହିଁ, କିଏ ଅଛି ନବ ବା କେଉଁଠି ? ନଈପଠା, ପାଟ…

ଭାଷା ଭାଗବତ : ସ୍ମୃତି ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହାର ଯେଉଁ ସ୍ମୃତି ଥାଏ ତାହା ତ ଆପେ ଲିଭିଯାଏ କରିଲେ ସ୍ମତି ସଂରକ୍ଷଣ ପଠନ ସହିତ ଲିଖନ ଭାଷାକୁ ମିଳୁଥାଏ ବଳ କେବେ ବି ହୁଏନି ଅଚଳ ନିଜ ଭାଷାକୁ ନିଜେ ଆମେ ଲଗାଉଁ ଏବେ ଏହି କାମେ ବିନା କାରଣେ କରୁଁ ଆଶା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା ଦେଖିଲା ବେଳକୁ ମୋବାଇଲରେ ଅଜଣା ନମ୍ବରଟେ !! ସେ ଯେତେବେଳେ ବି ସ୍ୱପ୍ନିଲ ଙ୍କର କଲ୍ ରିସିଭ୍ କରିଛି କିଛି କ୍ଷଣ ଖୁସି ପାଇଁ ତାକୁ ପୁଳାଏ ଦୁଃଖ ,ଯନ୍ତ୍ରଣା ,ଅସହାୟତାକୁ ଗଟଗଟ କରି ପିଇବାକୁ ପଡିଛି ! ଆଉ…

ଭାଷା ଭାଗବତ : ଭାଷାର ସୀମିତ ବଳୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରଶଂସାପ୍ରାପ୍ତି ଆଶାକାରୀ କିଛି ବି ପାରେନାହିଁ କରି ନିରବେ କରେ ଯିଏ କାମ ଅବଶ୍ଯ ରଟେ ତା ସୁନାମ ଯାହାକୁ ମିଳେନି ବିଶ୍ରାମ ତା'ର କର୍ମର ପରିଣାମ ଭୋଗଇ ମଣିଷ ସମାଜ ତାହା ହିଁ ହୁଅଇ ସ୍ବୀକାର୍ଯ ନିଜ କାମରେ…

କବିତା : ଆବାହନୀ

ଗଦାଧର ସାହୁ କାଶତଣ୍ଡୀ ହସେ ନଇ ପଠାପରେ ପିଠରେ ହସଇ ମାଆ । ଭରିଯିବ ଖୁସି ସକଳ ଅନ୍ତରେ ହସିବ ଧରିତ୍ରୀ ମାଆ । ଜହ୍ନ ଆଲୁଅରେ ଆହୁରି ହସିବ କାଶତଣ୍ଡୀ ଖିଲିଖିଲି । ପିଠ ଉଛୁଳିବ ଘଣ୍ଟ ସଙ୍ଖ ନାଦେ ହରିବୋଲ ହୁଳହୁଳି । ସର୍ବେ ଆନନ୍ଦିତ ନର ନାରୀବୃନ୍ଦ ବନ୍ଦିବେ ମାଆ…

ଅନୁଭୂତିରୁ ଯେଉଁ ସାହିତ୍ୟ ସୃଷ୍ଟି ହୁଏ, ତାହା କାଳଜୟୀ : ସ୍ମୃତି ପଟ୍ଟନାୟକ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସ୍ମୃତି ପଟ୍ଟନାୟକ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଚିରାଚରିତ ଶୈଳୀର…

କବିତା : ଜୀବନ

ସସ୍ମିତା ମହପାତ୍ର  ଜୀବନରେ କେତେ ଅତୀତ ଯନ୍ତ୍ରଣା ମଣିଷକୁ ଜାଳୁଥାଏ । ବୟସ ବଢିଲେ ଗଡିଗଲେ କିବା ସେ ବାସନା ଚାଲିଯାଏ ।। ଯେ ଯାହା କରିଛି ଯେପରି ସର୍ଜିଛି ତା ମନ ସେପରି ବାସେ । ଅତୀତର ଜ୍ବାଳା ନୁହେଁ ପ୍ରଶମିତ ସବୁ ସଂସାର ବିନାଶେ ।। ଚର୍ମ ଧୁଡୁ ଧୁଡୁ ଧବଳ କେଶ ଯେ ବାହାରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ "କଣ ଭାବୁଛ ? ତୁମ ନାଁ ପରା ଦୁଇ ଥର ଡକା ଗଲାଣି , ଯାଅ ଡାକ୍ତରଙ୍କ ଚ୍ୟାମ୍ବରକୁ । ଡ଼ଃ ଯାହା ଯାହା ପଚାରିବେ ଠିକ ଠିକ କହିବ , କିଛି ଲୁଚେଇବନି ।" ଏତକ କହି ସମ୍ଭବ ବାହାରେ କାକୁସ୍ଥ ହୋଇ ଅପେକ୍ଷା କରି ବସିଥାଏ !!…

ଭାଷା ଭାଗବତ : ଜ୍ଞାନ ସଂଗ୍ରାହକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁସ୍ତକ ପଢ଼ି ପାଉଁ ଜ୍ଞାନ ସେ ଜ୍ଞାନ କରିଲେ ଲିଖନ ସ୍ମୃତିରେ ରହେ ବହୁ ଦିନ ତେବେ ବି ତାହା ପର ଜ୍ଞାନ ଅନୁଭୂତିରୁ ପାଇ ଜ୍ଞାନ ମନରେ କରିଲେ ଧାରଣ ହୁଏ ତା ଅନୁଭବାଶ୍ରିତ ଜ୍ଞାନୀ ହୁଅଂତି ଉପକୃତ ନୂଆ ବାଗରେ…