Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ସୁଲୋଚନା (୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୬  " ହେ ବ୍ରହ୍ମଦେଵ ! ସତରେ ଯଦି ଆପଣ ମୋ ଉପରେ ପ୍ରୀତ ତେବେ ମୋତେ ଅମରତ୍ୱ ପ୍ରଦାନ କରନ୍ତୁ। ଏହା ଭିନ୍ନ ଅନ୍ୟ କୋଣସି ବରରେ ମୋର କାମନା ନାହିଁ। " " ପରନ୍ତୁ ... ଜନ୍ମ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ। ଅମରତ୍ୱ ବର ତ…

ଭାଷା ଭାଗବତ : ସ୍ବଭାଷା ଶିକ୍ଷା ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୨ ପ୍ରଥମେ ଧ୍ବନି ଉଚ୍ଚାରଣ କରି ଶିଖଂତି ଶିଶୁଗଣ ତା'ପରେ ଅକ୍ଷର ଲିଖନ ଆକାର, ରୂପ, ରଂଗ ଭିନ୍ନ ବଦଳେନାହିଁ ଉଚ୍ଚାରଣ ରଂଗ, ରଙ୍ଗ ନୁହଂତି ଭିନ୍ନ ସହଜେ ବୁଝେ ଶିଶୁ ମନ ତର୍କ କରଂତି ବିଜ୍ଞଗଣ ପାଠଶାଳା ଯେ ଯାଇନାହିଁ…

ଅନୁବାଦ କବିତା : କେତେ ଦାବି ଯଥାର୍ଥ

ମୂଳ ରଚନା : ଆନ୍ନା ଆଖମାତୋଭା  କେତେ ଅଧିକାର ଦାବି କରିପାରେ ଜଣେ ପ୍ରେମିକା କିଛି ବି ନୁହେଁ ଯଦି ସେ ମହିଳାଟି ପରିତ୍ୟକ୍ତା ମୁଁ ଖୁବ୍ ଖୁସି ଯେ ଆଜି ରଙ୍ଗ ହୀନ ବରଫ ତଳର ପାଣି କେତେ ନିଶ୍ଚଳ କେତେ ଗତିଶୂନ୍ୟ ଏବଂ ମୁଁ ସିଧା ଓ ଅଟଳ ହୋଇ ଦଣ୍ଡାୟମାନ ପ୍ରଭୁ ମତେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୫  " ଯାହା ବି ହେଉ ମୋର ସହାୟତା ନେଲ ତୁମେ ଦୁହେଁ। ସେଥିପାଇଁ ତୁମକୁ ଦେଲି ସୁନୟନାଙ୍କୁ। ଦେବୀ ନର୍ମଦା ସୁନୟନାଙ୍କୁ ନେଇ ଲାଳନ ପାଳନ କଲେ ଓ ମିଥିଳା ନରେଶ ମହାରାଜା ଜନକଙ୍କ ସହିତ ତାଙ୍କର ବିବାହ କରାଇଦେଲେ। ସୁଲୋଚନାଙ୍କୁ…

ଭାଷା ଭାଗବତ : ଶିଶୁଗଣ ହିଁ ଭାଷାରକ୍ଷୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୧ ଅତୀତ ବଂଦନା, ଭର୍ତ୍ସନା କରିଲେ ହୋଇ ଏକମନା ଭବିଷ୍ୟତର ରୂପରେଖ ଆସେନି କାହାର ସମ୍ମୁଖ ଭବିଷ୍ୟତର କଥା ଭାଳି ଯେ ରହେ ସଂସାର ସଂଭାଳି ସେ କରେ କାମ ନାନା ଭଳି କାମରେ ଲାଗିପାରେ ବୋଲି ଅତୀତ ଗଲାଣି ବାହୁଡ଼ି ତାହା ସହିତ…

ଭାଷା ଭାଗବତ : ଶବ୍ଦାୟୁଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୦  ଶବ୍ଦକୁ ନ କଲେ ଆୟୁଧ ଉନ୍ନତ ହୁଏ ଭାବବୋଧ ମେଧା ନ ହେଲେ ଅବରୁଦ୍ଧ ଭାଷାଟେ ହୁଅଇ ସମୃଦ୍ଧ ଶବ୍ଦ ନ ହେଲେ ସୁଚିଂତିତ ଶ୍ରୋତାକୁ ମିଳିଲେ ଆଘାତ ହୁଏ ଭାଷାର ସର୍ବହାନି କେହି ପାରଂତିନାହିଁ ଜାଣି ଭାଷା ହେଲେ ଅଦରକାରୀ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୪ ଭଗବାନ ଶିବଶଙ୍କର ଦେବୀ ପାର୍ବତୀଙ୍କୁ ଏପରି ବିଷାଦଗ୍ରସ୍ତା ଦେଖି ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, " ଦେବୀ ! ତୁମକୁ ଏପରି ମାନବୀୟ ଆବେଗରେ ପ୍ଲାବିତା ହେବା ଶୋଭା ପାଉନାହିଁ। ସୁଲୋଚନା ଅତ୍ୟନ୍ତ ଧର୍ମପରାୟଣା ନାରୀ। ସେ…

କବିତା : ମାଟିମଗ୍ନ

ମାନସ ରଞ୍ଜନ ମହାପାତ୍ର ଥିଲି ନାଳ କଡ଼ରେ ଏବେ ତିନି ମହଲା କୋଠାରେ ଯେ ନାଳ ମଝିରେ ଭଲ ଥିଲି,ଏକା ଥିଲି ଏବେ ପରିବାରରେ,ଅଥଚ ଏକା ଏକା ସହବାସରେ ପହଞ୍ଚିଗଲି ପର୍ବତ ଚୂଡାରେ ତ ଏବେ ମାଟିରେ ମାଟିମଗ୍ନ ହେଇ ବଞ୍ଚି ପାରନ୍ତି ହେଲେ ଗଲା ଦିନର ସ୍ମୃତି ଚଉକି ଓ ଛାତ…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିନୋଦ କାନୁନ୍‌ଗୋ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜ୍ଞାନତପସ୍ୱୀ ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭୁନେଶ୍ୱର ସଂସ୍କୃତି ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ କବି ଓ…

ଦୁଇଟି ଚରିତ୍ର ଓ ଜଣେ ଚର୍ଚ୍ଚିତ ସେନାନାୟକ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୪ ଦୁଇଟି ଚରିତ୍ରରୁ ଜଣକର ନାଆଁ ନାହିଁ ଅର୍ଥାତ୍ ସେ ଅନାମ ଆଉ ଆର ଜଣକର ନାଆଁ ହେଉଛି ଫର୍ଚୁନ୍। ଏମିତିରେ ଦେଖିଲେ ଫର୍ଚୁନ ହେଉଛି ଗୋଟିଏ  ଚରିତ୍ର। ଚରିତ୍ର ହିସାବରେ ସେ ସାଧାରଣ କି ଅସାଧାରଣ ଚରିତ୍ର ତାହା ଉପରେ ପ୍ରଥମରୁ…