Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮ ୮ ଆଠ ଦିନ ଅପେକ୍ଷା ପରେ ମଧ୍ୟ ଆରାଧ୍ୟା ପାଖରୁ କିଛି କଲ୍‌ ଆସୁନି । ଦିନକୁ ଦିନ ତା’ର ଧୈର୍ଯ୍ୟଚ୍ୟୁତ ହେଉଛି । ବ୍ୟସ୍ଥତା ବଢ଼ିବାରେ ଲାଗିଛି । ହୃଦସ୍ପନ୍ଦନ ତୀବ୍ର ହେବାରେ ଲାଗିଛି । କୈଣସି କାମରେ…

ଅନୁବାଦ ଗଳ୍ପ : ବ୍ଲାକ୍ ମ୍ୟାଜିକ୍

ମୂଳ ରଚନା : ପେନିନା ଶ୍ଟବର୍   ମୁଁ ସବୁ ଠିକଠାକ କରିଛି । ହାଇସ୍କୁଲ୍ ପରେ ଇସ୍‌ରାଏଲ୍‌ରେ ସେମିନାରୀରେ ଏକ ବର୍ଷ ମଧ୍ୟ ପଢିଛି । ମୋ ବାପା ଓ ମାଙ୍କ ପକ୍ଷରେ ସେମିନାରୀ ଫିସ୍ ଦେବାକୁ ପଇସା ନ ଥିଲା କିନ୍ତୁ ପଛରେ ରହିଯିବ ତ ତୁମେ ହାରିଯିବ । ମୋ ଭବିଷ୍ୟତ ପାଇଁ ଏହା ଆବଶ୍ୟକ…

ଭାଷା ଭାଗବତ : ଶାଂତି ସଭିଂକ ଅଧିକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୫   ମନରେ ଉକୁଟିଲେ ଚିଂତା ଅଶାଂତ ହୁଏ ବ୍ୟକ୍ତି ସତ୍ତା ଚିଂତାକୁ କରିଲେ ଅକ୍ଷର ଅଶାଂତି ଆପେ ହୁଏ ଦୂର କଥାରୁ ଜାତ ହୁଏ କଳି ଲେଖିଲେ ଭାବନା ସଂଭାଳି ସ୍ବଭାଷା ପଡ଼େନାହିଁ ଟଳି ଦେଖାଏ ଭାବର ବର୍ଣାଳି ଚାହୁଁଛୁଁ ଯଦି ସୁଖ,…

ମଇ ୭ ରେ ପୁରୀରେ ଆୟୋଜିତ ହେବ ‘କବିତାର ପ୍ରତିବାଦ ଓ ଅନାମ କାବ୍ୟ ଆନ୍ଦୋଳନ’କୁ ନେଇ ଜାତୀୟ ବିମର୍ଶ

ଭୁବନେଶ୍ୱର : ପ୍ରଖ୍ୟାତ ଚିତ୍ରକର ସୟଦ୍ ହାଇଦର୍ ରଜାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ‘ରଜା ଫାଉଣ୍ଡେସନ୍‌’, ନୂଆଦିଲ୍ଲୀ ଓ ‘ଧଉଳି ରିଭ୍ୟୁ ଟ୍ରଷ୍ଟ’, ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ ଆସନ୍ତା ମଇ ୭ ତାରିଖ ଦିନ (ଶନିବାର) ପୁରୀ ସ୍ଥିତ ‘ସଂସ୍କୃତି ଭବନ’ ପରିସରରେ ‘କବିତାର ପ୍ରତିବାଦ ଓ ଅନାମ…

ସ୍ୱଳ୍ପ ଗଳ୍ପ : ମାର୍ଟିନଙ୍କ ଶବ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୯  ପରିକଳ୍ପନା ଅନୁସାରେ ଲଣ୍ଡନର ଏକ ଶବାଗାରରୁ ଗୋଟିଏ ଶବକୁ ଆଗ ଚିହ୍ନଟ କରାଯାଇଥିଲା । ଶବକୁ ବାଛିବା ପାଇଁ ଅନେକ ସମୟ ନିଆଯାଇଥିଲା । ବେଶ୍ କେତୋଟି ଶବାଗାରକୁ ଭଲ ଭାବରେ ଦେଖାଯାଇଥିଲା । ଶବକୁ ବାଛିବା ବେଳେ…

ଭାଷା ଭାଗବତ : ବହିପଢ଼ା ଅଭ୍ୟାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୪  ଲୋକେ ତ କଥା ଶୁଣି, କହି ମଜାରେ ଥାଂତି ଏଠି ରହି ପରୀକ୍ଷା ଦେବାର ତ ନାହିଁ କିଆଁ ପଢ଼ିବେ କେଉଁ ବହି ? ବହିରେ ଲେଖା କଥା ଶୁଣି ମାନି ଚଳିଲେ, ନାହିଁ ହାନି ପର ବଚନ କହି ଜ୍ଞାନୀ ସହଜେ ହୋଇଥାଂତି ଧନୀ ସହଜ ଧନାର୍ଜନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୭  ନିଜ ପ୍ରଶ୍ନ ଓ ଉତ୍ତର ମଧ୍ୟରେ ନିଜେ ହିଁ ଘାଣ୍ଟି ହେଇପଡିଲା । ଯାହା ହେଲେ ବି ସେ ଦୋଷୀ । ଅନ୍ଧାରକୁ ଫିକା କରି ସୂର୍ଯ୍ୟର ହାଲ୍‌କା, କୋମଳ, କିରଣ ବିଛୁଡି ପଡ଼ିଲା ଚଟାଣରେ । ରାତିର ଝଡ ତୋଫାନ୍…

ସନେଟ : ଅକ୍ଷୟ କଳସୀ

ଅନୀତା ପାଣି  କୋଟି ପୂଣ୍ୟଦାୟୀ ଅକ୍ଷୟ ତୃତୀୟା କଳନା ନ ଥାଏ ଏଠି, ପାହାନ୍ତି ପ୍ରହରୁ କ୍ଷେତ ଅନୁକୁଳ ପୂଜା ହେବେ ମାଆ ମାଟି । ଝୋଟି ପିଠାପଣା ବାସେ ଧୂପଝୁଣା ହଳଦୀ ପାଣି ଅଗୁରୁ , ଶୁଭ ଲଗନରେ ବିଜେ ହେବେ ଲକ୍ଷ୍ମୀ ବୈକୁଣ୍ଠ ଲାଗଇ ଘର । ନୀଳାଚଳ ରାଜା ମାମୁଁ ଘର ଯିବେ ରଥକାଠ…

ଲକ୍ଷ୍ମୀପ୍ରିୟା ଓଝାଙ୍କର ପ୍ରଥମ କବିତା ସଙ୍କଳନ ‘ପଛରୁ ଡାକନି ମୋତେ’ ଉନ୍ମୋଚିତ

ଭୁବନେଶ୍ୱର : ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ବରୋଦା, ଗୁଜରାଟ ଆନୁକୂଲ୍ୟରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କବୀ ଲକ୍ଷ୍ମୀପ୍ରିୟା ଓଝାଙ୍କର ପ୍ରଥମ କବିତା ସଙ୍କଳନ "ପଛରୁ ଡାକନି ମୋତେ " ଉନ୍ମୋଚିତ ହୋଇଯାଇଛି ଏହି ଉତ୍ସବରେ ମନ୍ତ୍ରୀ ଅଶୋକ…

ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବରେ ଫନି ମହାନ୍ତିଙ୍କର ‘ପ୍ରିୟତମା’ର ଚର୍ଚ୍ଚା

ରାଞ୍ଚି : ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବ, ଓଡ଼ିଶା ଶାଖା ତରଫରୁ ବରିଷ୍ଠ କବି ଫନୀ ମହାନ୍ତିଙ୍କର ହିନ୍ଦୀ ଅନୂଦିତ "ପ୍ରିୟତମା" କୁ ନେଇ ଏକ ଜାତୀୟ ସ୍ତରୀୟ ଚର୍ଚ୍ଚା ଓ କବିତା ଆସର କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଦେଶର ବିଭିନ୍ନ ରାଜ୍ୟରୁ ଆଲୋଚକ ଓ କବିମାନେ ଭାଗନେଇ…