Latest Odisha News

BREAKING NEWS

Browsing Category

ସାହିତ୍ୟ

ସନେଟ୍ : ଭୋକ

ମଧୁମିତା ମିଶ୍ର ପେଟର ଭୋକକୁ ଖାଦ୍ୟ ହିଁ ମିଟାଏ ଜ୍ଵଳନ ଯେ ଶାନ୍ତହୁଏ ପଡ଼ିଗଲେ ଗଣ୍ଡେ ପଖାଳ ପେଟରେ ତୃପ୍ତି କେତେ ଆସିଥାଏ। ପେଟର ଜ୍ୱାଳାକୁ କିଏ ସହେ କୁହ ପଶୁ ହେଉ କି ମାନବ କ୍ଷୁଧାତୁର ହେଲେ ଭୁଲେ ପେଟାଧାରୀ ଆପଣା ପରର ଭାବ। ଖରା ଗରମରେ ଶୁଖିଗଲେ ଓଠ ଆଖି ପାଣି ଖୋଜୁଥାଏ…

ଭାଷା ଭାଗବତ : ଦୁର୍ବଳ, ସବଳ, ବୁଦ୍ଧିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଦୁର୍ବଳ ହୁଏ ଅନୁଗତ ସବଳ ହୁଏ ଚର୍ଚାରତ କେବଳ ବୁଦ୍ଧିଆ ମଣିଷ ସମୟ କରେନାହିଁ ନାଶ ଦୁର୍ବଳ ଲୋକ କରେ କଳି ବଳୁଆ ଦିଏ ସବୁ ଟାଳି ବୁଦ୍ଧିଆ ଦୁହିଂକୁ ଉପେକ୍ଷା କରି ହୁଏ ନିଜର ସଖା ମତ ଜ୍ଞାପନ ଅଧିକାର ଥିଲେ ବି ତା'ର ବ୍ୟବହାର…

ରବି ସ୍ୱାଇଁ ପାଇବେ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ବିଶିଷ୍ଟ ଲେଖକ ରବି ସ୍ୱାଇଁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୩ ରେ ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ଭବ୍ୟ ଉତ୍ସବରେ ସେ ଏହି…

ଭାଷା ଭାଗବତ : ପ୍ରକୃତିର ଶକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ବିଶ୍ବାସ ବଳେ ଚଳେ ବିଶ୍ବ ତାହା ନ ଥିଲେ ସର୍ବେ ନିଃସ୍ବ ଯେ ନିଏ ମିଥ୍ୟାର ଆଶ୍ରୟ ତା ମନେ ବାସ କରେ ଭୟ ଧରାପଡ଼ିଯିବ କି କେବେ କାଳେ ଏ ଚିଂତା ମନେ ମନେ ଭାଳେ ମନ ହୋଇଲେ ସଦା ଘାଂଟି ବିଶ୍ବାସ ଯାଏ ଶୀଘ୍ର ତୁଟି ହେଲେ ସତ୍ୟର…

ଗଳ୍ପ : ଝଡ଼

ଅଳକା ମହାପାତ୍ର ଟଳି ଟଳି ଘର ଭିତରକୁ ପଶି ଆସିଲା ନରେଶ। ବଡ଼ ପାଟିରେ ଡାକିଲା ପତ୍ନୀ ସାବିକୁ। ଚୁଲି ପାଖରେ ବସି, ତା ଦେହରେ ଅନାବନା କାଠଝାଟି ଖେଞ୍ଚୁଥିଲା ସାବି ଭାତ ରାନ୍ଧିବା ପାଇଁ। ନରେଶର ଡାକରେ ଆଠମାସର ପେଟ ସହିତ ଧିରେ ଧିରେ ଛିଡ଼ାହୋଇ ପାଖକୁ ଆସିଲା । ତାକୁ ଦେଖି ଟଙ୍କା…

କବିତା : ସେ କିଏ ?

ଗଦାଧର ସାହୁ ଯାହା କହିଥିଲି କିଏ ସେ ଶୁଣିଛି କହି ପାରିବ କି ସିଏ, ଯିଏ ସେ କହିବ ସତ ଅବା ମିଛ ଯେମିତି ଶୁଣିଛି ସିଏ । ଜଣକ କଥାକୁ ଆରେକ କହିଲେ ଫରକ ନିଶ୍ଚୟ ଥାଏ, ଅଖଣ୍ଡ ବିଶ୍ୱାସ ତା କଥାରେ କଲେ ଅସୁବିଧା ଆସିଯାଏ । ଶୁଣିବା ଲୋକକୁ କହିବା ଲୋକକୁ ମୁହାଁମୁହିଁ…

ଭାଷା ଭାଗବତ : କବିତାର ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ବୈଚ୍ଛିକ ଅନର୍ଗଳ ଚିଂତା ପ୍ରାୟତଃ ହୁଏନି କବିତା ଶୃଂଖଳା ସହ ସ୍ବାଧୀନତା ରହିଲେ ସଂଭବ କବିତା ଭାଷାର ପ୍ରଚଳିତ ରୀତି ପ୍ରତି ରହିଲେ କିଛି ପ୍ରୀତି କବିତା କରେ ଧୀରଗତି ସୁସ୍ପଷ୍ଟ ହୁଏ କାବ୍ୟକୃତି ନ କଲେ ଅଧିକ ବର୍ଣନା…

ଭାଷା ଭାଗବତ : ମହାଶୈଳ ଶିଖରବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ' ମହା ' ବୋଲି ପଡ଼ୁଛି ହୁରି କାନକୁ ଶୁଭୁଛି ସବୁରି ମହାଡ଼ଂବରେ ମହୋତ୍ସବ ଚାଲିଛି ଶୁଭେ ମହାରବ ମହାରାଜ୍ୟର ମହାଜନ ଅର୍ଜନ କରି ମହାଧନ ମହାନଂଦରେ ଥିଲେ ଜିଇଁ ମହୋନ୍ନତି ତ ହୁଏନାହିଁ ମହାପ୍ରଚାର ଅହର୍ନିଶ ଚାଲିଛି, ହେଉନାହିଁ…

କବିତା : ସେ ଭଲ

ଶୁଭଶ୍ରୀ ମହାପାତ୍ର ମୋର ଯେତେ କହିବାର କଥା କହି ସରିନି, ବାଟ ସରି ଯିବ ପରା… ତମ କାନ୍ଧରେ ହାତ ରଖି ଚାଲି ଚାଲି ଯାହା କହିବାର କଥା, ଯଦି କଥା ନ ସରେ, ତା’ ପୂର୍ବରୁ ଯଦି ମୁଁ ସରି ଯାଏ… ତେବେ ଗଡେଇ ଦବ ରାସ୍ତା କଡର ଯେକୌଣସି ଖାଲ ଭିତରକୁ, କୌଣସି ଅବସୋସ ନାହିଁ… କୌଣସି ଶୋଷ…

ପ୍ରାଚୀ ଉପତ୍ୟକାର ଇତିହାସ ଓ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପ୍ରାଚୀ ପରିକ୍ରମା ଚାରିଟେବୁଲ୍‌ ନ୍ୟାସ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରାଚୀ ଉପତ୍ୟକାର ଇତିହାସ ଓ ସଂସ୍କୃତି ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ରାଜ୍ୟ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ…