Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ପଳାଶ ଫୁଲର ହସ

ଦୀପକ କୁମାର ନାୟକ କୋଳାହଳ ଶୂନ୍ୟ ଧରଣୀ ବୁକୁରେ ପଳାଶର ଖିଆଲି ହସ ନିର୍ମଳ ଧବଳ ଆକାଶ ତଳେ ପଳାଶ ଲାଗେ ତୋରଣ । ଦାରୁଣ ଗ୍ରୀଷ୍ମ ପ୍ରବାହ ଧାରେ ଲାଗେ ଶୂନ୍ ଶାନ୍ ମୟl ଆଦର ନଥାଇ ଜୀବନେ ସେ ସଦା ଆକୃଷ୍ଟ କରେ । ରୂପ ଲାବଣ୍ୟ ପ୍ରୀତି ଭରା ପଳାଶ ଫୁଲର ହସ । ଫାଲଗୁନ ଆସେ…

ଭାଷା ଭାଗବତ : ସେ ମୋର ବିଶ୍ବାସଭାଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଶୁଣାକଥାକୁ ଦେଇ ଧ୍ୟାନ ବିଚଳିତ ନ କଲେ ମନ ଆମର ଯେତେ ଗ୍ରାମବାସୀ ଉତ୍ପାଦନ କରଂତି ଖୁସି ନାହିଁ ଯଦି ପ୍ରତ୍ୟକ୍ଷ ଜ୍ଞାନ ମୁଁ କରେଁନାହିଁ ଅନୁମାନ ଗାଆଁର ସହିତ ସଂପର୍କ ରଖେ ମୋ ବିଶ୍ବାସର ଟେକ ଯିଏ ଆମର ଅନ୍ନଦାତା ତାକୁ…

ସନେଟ : କର୍ମଗାନ

ରଞ୍ଜିତା ହୋତା  ପ୍ରଖର ସ୍ରୋତରେ ଭାଗୀରଥୀ ଯହିଁ ଫେନାୟିତ ଓଠ ଖୋଲି, ଜୀବିକାର୍ଜନ ଆଶେ ମୁଁ ଧୀବର,ତରୀ ତହିଁ ଥିଲି ମେଲି। ତୁମେ ଆସିଥିଲ ଶ୍ୟାମଳବରଣ,ଅନୁଜର ହାତ ଧରି, ଶ୍ୟାମଳ ସୋହାଗେ ମୋତେ ଡାକିଥିଲ,"ପାରି କରିଦିଅ ବୋଲି।" ତରୀ ମୋ ଜୀବନତରଣି,ଯେ ଆଣେ ଆଲୋକ ମୋ ପରିବାରେ,…

ଭାଷା ଭାଗବତ : ସମୟର ସାକ୍ଷୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯେ ହୁଏ ଆମ ପ୍ରତିନିଧି ଲୋଡ଼େ ସର୍ବଦା ବେଶି ନିଧି ନ ଜାଣି ନିୟମ ଓ ବିଧି ମାପଇ ନ୍ୟାୟର ପରିଧି ନ ଥାଏ ଟିକିଏ କର୍ତୃତ୍ୱ ନେଇ ପାରେ ସେ ନେତୃତ୍ବ ତେବେ ବି ଛାଡ଼େନି କ୍ଷମତା ତେଣୁ ଦିଶଇ ଅବ୍ୟବସ୍ଥା ନିଯୁକ୍ତ କର୍ମଚାରୀଗଣ…

ଭାଷା ଭାଗବତ : ନିଜ ସହିତ ପ୍ରତାରଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ' କିଏ କ'ଣ ଭାବିବ? ' ଚିଂତା ଯୋଗୁଁ ବଢ଼ିଚାଲେ ସ୍ଥାଣୁତା ଗ୍ରାସ କରିଲେ ଅସ୍ଥିରତା ଦୋଳି ଖେଳେ ବ୍ୟକ୍ତିର ସତ୍ତା ଲେଖକେ ରହଂତି ନିରବ ମୌନତା ବୋଲାଏ ଗୌରବ ହସ ଟିକିଏ ଲେସି ମୁଖେ ଲେଖକେ ଚଳୁଥାଂତି ସୁଖେ ନାହିଁ ପ୍ରଶ୍ନ କି…

ସମ୍ପର୍କର ଶଗଡି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ସମ୍ପର୍କର ଶଗଡିକୁ ଛାଡି ଟଙ୍କାର ଇଞ୍ଜିନି ପଛରେ ରେ ଆଜି ଦୌଡୁଛି । ଟଙ୍କା ନରମ ଶେଯ ଦେଇପାରେ କିନ୍ତୁ ନିଦ ଦେଇପାରେନା । ଟଙ୍କା ଭୋଜନ ଦେଇପାରେ କିନ୍ତୁ ଭୋକ ଦେଇପାରେନା । ଟଙ୍କା ସୁନ୍ଦର ପୋଷାକ ଦେଇପାରେ କିନ୍ତୁ…

ଭାଷା ଭାଗବତ : ନ କରୁଁ ବିବାଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭୁଲ୍‌, ତ୍ରୁଟି ଆଉ ପ୍ରମାଦ ଦିଶିଲେ ନ କରୁଁ ବିବାଦ ଯେହେତୁ ସ୍ବାୟତ୍ତ ଏ ଦେଶ ଉତ୍ପାତ ହେବନାହିଁ ଶେଷ ସବୁ ବିଚାର ଆଉ ମତ ଉଚିତ ଅବା ଅନୁଚିତ ହେଲେ ବି ନେବା ଯଦି ସହି ଏଠି ପାରିବା ସୁଖେ ରହି ସଂଶୋଧନ ଭଳିଆ କାମ ଯୋଗୁଁ…

କବିତା : ଆଶା ସଳିତା

ବାସନ୍ତୀ ଲତା ଜେନା ସପନ ବିଭୋର ମାନବ ହୁଅଇ ଆଶା ଆକାଂକ୍ଷାକୁ ନେଇ କେତେକ ସପନ ପୂରଣ ହୁଅଇ ଅଧା କେତେ ରହୁଥାଇ। ସପନ ଦେଖିବା ମନୁଷ୍ୟ ସ୍ଵଭାବ ଆଗକୁ ବଢ଼ିବା ପାଇଁ ଯାହା ମନେ ସ୍ବପ୍ନ ଉଦ୍ରେକ ନହୁଏ ନିରର୍ଥ ଜୀବନ ସେହି। ଜନ୍ମରୁ ମରଣ ଯେତେ କାଳ ଥାଏ ବହୁ କର୍ମରେ ଜଡିତ…

ଭାଷା ଭାଗବତ : ଏତେ ବଂଟାବଂଟି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଚଳୁଛି ଯେତେ ବଂଟାବଂଟି କେହି ତ ପାରିବେନି ଖଟି ଆଗକୁ ଅଛି ତିଖ ଘାଟି କାହାକୁ ଏବେ ଦିଶୁଛି ଟି ଚାଂଦା, ଭେଦା, ବିଦାକି, ଭେଟି ଲାଂଚ, ଉତ୍କୋଚ ଆଉ ବଟି ନାମରେ ଧନ ନେଲେ ଲୁଟି କେ କିଆଁ କରିବ ପାଇଟି ? ମାଗଣା ପାଇବା ଅଭ୍ୟାସ…

ଉମାଶଙ୍କର ମିଶ୍ରଙ୍କ ‘ତ୍ରିତୟ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଉପନ୍ୟାସିକ ଉମାଶଙ୍କର ମିଶ୍ରଙ୍କ ଉପନ୍ୟାସିକା ସଂକଳନ ‘ତ୍ରିତୟ’ ସ୍ଥାନୀୟ ବୁଲନ୍ ଭାଇ ଭବନଠାରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ପ୍ରାବନ୍ଧିକ ଅଧ୍ୟାପକ ବିଶ୍ୱରଂଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାହିତ୍ୟ ସଭାରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପୁସ୍ତକକୁ…