Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଶବ୍ଦମୟ ଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୪ ବହିରେ ଯେତେ ଶବ୍ଦ ଦେଖ ସଂସାରେ ତହିଁରୁ ଅଧିକ ଘର ଓ ଜିନିସ ପତର ନାମରୁ ଲିପି ଶିକ୍ଷା କର ଖଟ ଓ କଂବଳ ପଲଂକ ମାତ୍ରା ନ ଥିବା ଶବ୍ଦ ଯାକ ଘର ଓ ପଥର ଅବନା ଚଟାଣ କାଂଥ ଛାତ ଠଣା କବାଟ ଝରକା ଶବ୍ଦରେ ଆ-କାର…

କବିତା : ବସୁନ୍ଧରା

ମିରିନା ମହାନ୍ତି  ବସୁନ୍ଧରା, ତୁମ ଝରକା ସେପାଖେ ସମ୍ପର୍କମାନଙ୍କର ଗାଢ ନୀରବତା , ଗଭୀର, ଗମ୍ଭୀର ନିର୍ଜନତା ।। ଦେଖ, ମେଘ ମେଦୁର ଆକାଶ ସନ୍ ସନ୍ ବହୁଥିବା ପବନ ଅବିରାମ କିଚିରି ମିଚିରି ଚଢେଇଙ୍କ ଗଳ୍ପ ପତ୍ରଢଙ୍କା ଗଛ, ଆଉ କୁହୁଡିର ହିଲ୍ଲୋଳ ।। ଗୋଟିଏ ସମୟରେ ଓହ୍ଲାଇ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୭)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୭ କାଲି ସାରାଦିନ କେଦାର ସହ କାଟିଛି । ସମୟ କେତେବେଳେ ଯେ କଟିଯାଇଛି ତାକୁ ଜଣାନାହିଁ । ଛୁଆଟା ତା’କୁ ବିଭୋର କରିଛି । ତା' ଭିତରେ ଶୋଇ ରହିଥିବା ମାତୃତ୍ୱର ଭାବନାଟା ଆସ୍ତେ କରି ତା’ ଅଜାଣତରେ କଡ଼…

ଅନୁବାଦ ଗଳ୍ପ : ଜହୁର ବକ୍ସ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୯   ମୂଳ ହିନ୍ଦୀ: ଭୀଷ୍ମ ସାହାନୀ ହୋଇପାରେ, ଆପଣମାନଙ୍କ ଭିତରୁ କେହିି କେହି ଜହୁର ବକ୍ସଙ୍କ ନାଁ ଶୁଣିଥାଇ ପାରନ୍ତି! ହେଲେ ଜହୁର ବକ୍ସ ନାଁରେ ତ ଏ ଦୁନିଆରେ ଶହ ଶହ ଲୋକ ଅଛନ୍ତି । ଆପଣ ପଚାରି ପାରନ୍ତି, ‘କେଉଁ ଜହୁର…

ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।…

କୁଳାଙ୍ଗାର ଉବାଚ : ବଡ ପାଇଖାନା

ବଳିଆ ଭାଇ ପଚାରିଲେରେ ଜଗା ଆମର ତ ପାଇଖାନାର ଆବଶ୍ୟକତା ନାହିଁ; କଣ ପାଇଁ କରୁଛନ୍ତି ଗୋଟେ ଆମ ପାଇଁ ପୁଣି ଗୋଟେ ଭଉଣୀ ଓ ତୋ ସ୍ତ୍ରୀ ପାଇଁ? ଜଗା କହିଲେ - ଭାଇ ଆମେମାନେ ସିନା ମଣିଷ ପରି ନାନା ଅଭ୍ୟାସ କରିଛେ; ହେଲେ ଖାଇବା ଓ ମଳତ୍ୟାଗ କରିବା କାମଟିକୁ ତ ମଣିଷଙ୍କ ପାଇଁ…

ଭାଷା ଭାଗବତ : ଲିପି ପାଏ ଲୋପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୨  ଭାଷୀଂକ ଶ୍ରମକାତରତା ଯୋଗୁଁ ଏ ଭାଷାର ଅବସ୍ଥା ହେଲାଣି ଅତି ଶୋଚନୀୟ ମିଳୁନି ସୁରକ୍ଷା ଉପାୟ ଉତ୍ସାହ ସଂଚାରକ ବାଣୀ ଯେତେ କହଂତି ଜ୍ଞାନୀ ଗୁଣୀ ଭାଷୀଏ ପାରଂତିନି ଶୁଣି ଶୁଣିଲେ ନିଅଂତିନି ମାନି କରି ଅତୀତ କୀର୍ତିଗାନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୬)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୬ ହରିଶ୍ ଭାରି ମେଳାପି । କେଦାରକୁ କେମିତି ଉଦ୍ଧାର କରା ଯାଇଥିଲା, ତା ଜୀବନରେ କ'ଣ କ'ଣ ଘଟଣା ଘଟି ଯାଇଛି, ସବୁ ଗପିଛି । ତା' ପୁଅ କେଦାର ସହ ଖେଳି, ସାରା ଦିନ କେମିତି କଟିଗଲା ଆରାଧ୍ୟାକୁ ମାଲୁମ୍…

ରାଜ୍ୟ ଗ୍ରନ୍ଥାଗାରରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସପ୍ତାହବ୍ୟାପୀ ପୁସ୍ତକ ପ୍ରଦର୍ଶିନୀ ରଞ୍ଜନ କୁମାର ଦାସଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର କର୍ମଚାରୀ ଶତ୍ରୁଘ୍ନ ବେହେରାଙ୍କୁ…

ଭାଷା ଭାଗବତ : କଟୁବାଣୀ ହୁଏ ଜିଣି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୨  ଶୁଣି ଆକ୍ଷେପ ଦୋଷାରୋପ ମନରେ ଜାତ ହୁଏ କୋପ ହେଲେ ତାହାର ବଶୀଭୂତ ବ୍ୟକ୍ତି ଚେତନା ହୁଏ ମୃତ ବାଣୀରେ ଭରି ମଧୁରତା କହି ଜାଣିଲେ ନୂଆ କଥା ନିଶ୍ଚୟ ବୁଝଂତି ଜନତା ସଂଭବ ହୁଏ ଏକାତ୍ମତା ଲୋକଂକୁ କଲେ…