Latest Odisha News

BREAKING NEWS

Browsing Category

ସାହିତ୍ୟ

ସ୍ୱଳ୍ପ ଗଳ୍ପ : ରୋଲସ୍ ଫର୍ ରୟାଲସ୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪  ଘଟଣାଟି ୧୯୨୦ ମସିହାର । ରାଜସ୍ଥାନର ଅଲୱାର୍ ବୋଲି ଗୋଟିଏ ଦେଶୀୟ ରାଜ୍ୟର ରାଜା ସେତେବେଳେ ଇଂଲଣ୍ଡ ଗସ୍ତରେ ଥାଆନ୍ତି। ସେ ଲଣ୍ଡନର ଏକ ମୂଖ୍ଯ ରାସ୍ତାରେ ପଦଚାରଣ କରୁଥାନ୍ତି।ତାଙ୍କ ସାଥିରେ ସେତେବେଳେ କୌଣସି ସହାୟକ ବା…

ଶିକ୍ଷାର ବିକାଶ ହିଁ ପ୍ରଗତିର ମାଧ୍ୟମ

ଭୁବନେଶ୍ବର : ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଶିକ୍ଷାବିତ ନିଶାମଣି ଷଡ଼ଙ୍ଗୀଙ୍କ "ଓଡ଼ିଶାରେ ଶିକ୍ଷା ଓ ବିକାଶଧାରା" ପୁସ୍ତକ ଉନ୍ମୋଚତ ହୋଇଯାଇଛି । ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ହରପ୍ରସାଦ…

ରଘୁନାଥ ପଣ୍ଡା ହେଲେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର : ସାରସ୍ୱତ ମଞ୍ଚ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଦ୍ୱାରା ନୂତନ କାର୍ଯ୍ୟକାରିଣୀ ଗଠିତ ହୋଇଯାଇଛି। ନୂତନ କାର୍ଯ୍ୟକାରିଣୀରେ ରଘୁନାଥ ପଣ୍ଡା ଅଧ୍ୟକ୍ଷ, ଅଭୟ କୁମାର ନାୟକ ସ୍ମରପ୍ରିୟା ମିଶ୍ର ଉପାଧ୍ୟକ୍ଷ, ସନ୍ତୋଷ କୁମାର ମହାପାତ୍ର ସାଧାରଣ ସମ୍ପାଦକ ସଙ୍ଗଠନ ସମ୍ପାଦକ, ନାରାୟଣ…

ଭାଷା ଭାଗବତ : ଭାଷା ଘଟ, ଜ୍ଞାନ ଜଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩ ଭାଷା ଘଟରେ ଜ୍ଞାନ ଜଳ ନିର୍ଗୁଣ ତରଳ ନିର୍ମଳ ଭାଷା ତ ଥାଏ ଭଳି ଭଳି ଜ୍ଞାନର ନାହିଁ ରୂପାବଳି ଯଦି ଘଟରେ ଜଳ ନାହିଁ କିଏ ବା ଲୋଡ଼ିବ କିପାଇଁ ? ଘଟରେ ଥାଏ ଯେଉଁ ଜଳ ତାହା ତ ସର୍ଦଦା ନିଶ୍ଚଳ ଜଳକୁ…

ଧାରାବାହିକ ଉପନ୍ୟାସ : ଦେବୀ (୪୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୬ ବଡ଼ ନଈରେ ପାଣି ପରି ବହିବାରେ ଲାଗୁଥିଲା ସମୟ। ଦେବ ଭାଇ ସବୁଦିନ ଆସୁଥିଲେ ସାଙ୍ଗରେ କିଛି ଫୁଲ ଆଉ ପବିତ୍ରତା ଆଣି।ସବୁଦିନ ସଂଜବେଳକୁ ବି ଦେବୀ ମନେମନେ ପ୍ରତୀକ୍ଷା କରୁଥିଲା କେହିଜଣେ ଆପଣାର ଲୋକକୁ । ଟିକେ ବିଳମ୍ବ ହେଲେ ତା…

କବିତା : ନିରୁଚ୍ଚାରିତ ଶବ୍ଦ

କୈଳାସ ଚନ୍ଦ୍ର ସାହାଣୀ  କାଲି ପରି ଲାଗୁଥିଲା ଏ ସ୍ବର, କଲ୍ୟାଣମୟୀ ମାଆର ଥରଥର ହାତ ବାଟଭୁଲା ପକ୍ଷୀକୁ ଦେଖାଉଥିଲା ଦିଶା ଭରୁଥିଲା ମନତଳେ କେତେ ଅୟୁତ ଆଶା ! ଅଚାନକ ଶବ୍ଦ ସ୍ତବ୍ଧ ସ୍ବର ନିରବ ଚକ୍ଷୁ ନିବୁଜ ....! ଏଇ କ'ଣ ଜୀବନ... ଶେଷ ବିଦାୟ ନେବାର ? କ୍ୟାଲେଣ୍ଡର…

ସାହିତ୍ୟରେ କୃତିକୁ ପୁରସ୍କାର ମିଳୁ ବ୍ୟକ୍ତିକୁ ନୁହେଁ : ଅଚ୍ୟୁତାନନ୍ଦ ପତି

" କିଛି ବି ଲେଖିବି ଯେ କ'ଣ ଲେଖିବି ? ମୁଁ ତ ଲେଖା ଛାଡ଼ିଲିଣି । ମୋ ପିଲାମାନଙ୍କୁ କହୁଛି , ଏହା ମୋର ସ୍ନେହ ମଧ୍ୟ । ବାଧ୍ୟ କରୁଛି , ସେମାନେ ଲେଖି ଚାଲନ୍ତୁ । କଲମକୁ ଏତେ ଜୋରଦାର କରନ୍ତୁ ଯେ, ତାଙ୍କ କଲମର କାରସାଦିରେ ମୋ ହାତରୁ କଲମ ଖସିପଡ଼ୁ । ସେଥିରେ ହିଁ ମୋର ଆତ୍ମତୃପ୍ତି । "  …

ଅନୁବାଦ ଗଳ୍ପ : କୁଲଦୀପ ନାୟାର ଓ ପୀରବାବା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୧  ମୂଳ ଉର୍ଦ୍ଦୁ : ଗୁଲଜାର ୧୯୯୮ ମସିହା ଅଗଷ୍ଟ ୧୪ ତାରିଖ,ଶୁକ୍ରବାର । ସମୟ ଆସନ୍ନ ସନ୍ଧ୍ୟା । ଏକ କାରରେ ବସି ମୁଁ ଯାତ୍ରା କରୁଥାଏ ୱାଘାସୀମା ଅଭିମୁଖେ । ମୋ ସାଙ୍ଗରେ ଥାଆନ୍ତି ବିଶିଷ୍ଟ ସାମ୍ବାଦିକ କୁଲଦୀପ ନାୟାର । ନାୟାର…

ଅନଲାଇନ ମାଧ୍ୟମରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର ଜୟନ୍ତୀ ପାଳିତ

ଭୁବନେଶ୍ବର : ଫକୀର ମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ ଓଡ଼ିଶା ଶାଖା ତରଫରୁ ଆଭାସୀ ମାଧ୍ୟମରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ କାନାଡାରୁ ଯୋଗଦେଇଥିବା ସୁନନ୍ଦା ମିଶ୍ର ପଣ୍ଡା ଓ ତନ୍ମୟ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି…

ଭାଷା ଭାଗବତ : ମୂଳାକ୍ଷର, ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨ ମୂଳାକ୍ଷର : କ ଖ ଗ ଘ ଯୁକ୍ତାକ୍ଷର : ଙ୍କ ଙ୍ଖ ଙ୍ଗ ଙ୍ଘ ପଙ୍କଜ ସଂଖ୍ୟକ ସଙ୍ଗୀତ ସଂଘର୍ଷ ମୂଳାକ୍ଷରରୁ ଯୁକ୍ତାକ୍ଷର ବେଶି ହେବାରୁ ବ୍ୟବହାର । ଆମର ଲିପିର ପ୍ରସାର ଅଟକି ରହି ଏବେ ସ୍ଥିର।…