Latest Odisha News

BREAKING NEWS

Browsing Category

ସାହିତ୍ୟ

କୁଳାଙ୍ଗାର ଉବାଚ : ଅନଲାଇନ୍ ଡେଲିଭରି

ଅନଲାଇନରେ କରୁଛନ୍ତି ଲୋକେ ଖିଆ ପିଆ ଏବଂ ଶୁଆ ; ଅନଲାଇନିରେ ଗାଳିମନ୍ଦ କରି ଲଗାଇ ଦିଅନ୍ତି ନିଆଁ ! ଆଖିକାନ କର ଠିଆ, ଅନଲାଇନର ସୁବ୍ୟବସ୍ଥାର ମୁଁ କଥାଟେ କହିବି ନୂଆ! ବଡ ହୋଇଲାଣି ଯେଣୁ ବୟସରେ ଆମ ବଳବାବୁ ଝିଅ; ସମସ୍ତେ କହିଲେ ଝିଅକୁ ଗୋଟିଏ ସ୍ମାର୍ଟଫୋନ୍ ଦେଇଦିଅ!…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୦ ମନର ଯତ୍ନ ନିହାତି ଦରକାର। ଦେହର ଯତ୍ନ ବିନା ଅସମ୍ଭବ ସବୁ। ଉଭୟେ ଓତଃପ୍ରୋତ ଭାବରେ ଜଡ଼ିତ। ମନ ଭଲ ଥିଲେ ସବୁକିଛି ଭଲଲାଗେ, ନହଲେ ଗଲା ସବୁ । ମନ ପାଇଁ ଦରକାର ପଡେ, ନୈତିକ ଶିକ୍ଷା, ଆଧ୍ୟାତ୍ମିକ ଚିନ୍ତାଚେତନା ,…

ଅନୁବାଦ ଗଳ୍ପ : କରୱା ବ୍ରତ

ମୂଳ ହିନ୍ଦୀ ରଚନା – ଯଶପାଲ୍ ଅନୁବାଦ :- ନିହାରୀକା ମଲ୍ଲିକ  କହ୍ନେୟାଲାଲ୍ ନିଜ ଅଫିସର ଅନ୍ୟ ସହକର୍ମୀ ଏବଂ ବନ୍ଧୁମାନଙ୍କଠାରୁ ଯଦିଓ ଦୁଇ କି ତିନିବର୍ଷ ବଡ଼ ଥିଲେ , କିନ୍ତୁ ତାର ବାହାଘର ହୋଇଥିଲା ସେମାନଙ୍କ ପରେ । ତାର ବହୁତ ଅନୁରୋଧ ସତ୍ତ୍ଵେ ବି ତା ଅଫିସର ତାକୁ ବାହାଘର ପାଇଁ…

ସଂଘମିତ୍ରା ଭଞ୍ଜ ପାଇଲେ ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ

ଭୁବନେଶ୍ୱର : ବିଜୟିନୀ ସ୍ମୃତି ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଅଷ୍ଟମ ବିଜୟିନୀ ସ୍ମୃତି ସଭା ଓ ବିଜୟିନୀ ପତ୍ରିକା - ୨୦୨୧ ଉନ୍ମୋଚିତ ହୋଇ ଯାଇଛି। ଏହି ଅବସରରେ ସଂଘମିତ୍ରା ଭଞ୍ଜଙ୍କୁ ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ ପ୍ରଦାନ କରାଯାଇଛି। ମହାମାରୀ କରୋନାକୁ…

ସୁନ୍ଦରଗଡ଼ରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’

ସୁନ୍ଦରଗଡ଼ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ 'ସ୍ଵାଧୀନତାର ଅମୃତ-ମହୋତ୍ସବ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ହୋଇଥିବା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୯ ଗପୁଡା  ପ୍ରତୀକ ପହଞ୍ଚିବା କ୍ଷଣି  ପଚାରିଲା, 'କ'ଣ ହେଲା ହୋ ' ତା' ନିଜ ଜାଗାରେ, ନିଜ କଥିତ ଭାଷାରେ ପରମ ଉତ୍ସାହର ସହିତ । 'ମୋତେ ଏ ରାଜପ୍ରାସାଦ ବୁଲେଇ ଦେଖେଇବ, କହିବ କି ରାଜା ଓ ରାଣୀଙ୍କ ବାବଦରେ କିଛି' ,…

ପୋଖରୀ ମାଛ ପୋଖରୀ କି ଯା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ..... ତେଲଲୁଣର ସଂସାରରେ ସଂଘର୍ଷରତ ସାଧାରଣ ମଣିଷଟିଏ ବି ନିଜର ବ୍ୟକ୍ତିଗତ ସଂକଳ୍ପ , ବିଚାର ଶକ୍ତି ଓ କାର୍ଯ୍ୟ କରିବାର ନିଆରା ଢଙ୍ଗଦ୍ୱାର ପରବର୍ତ୍ତୀ ପିଢ଼ି ପାଇଁ ଆଦର୍ଶ ବନି ଯାଇପାରେ। ଇତିହାସ ସେମାନଙ୍କ କଥା ଲିପିବଦ୍ଧ କରୁ କି ନକରୁ…

କବିତା : କେନ୍ଦରା

ଗଦାଧର ସାହୁ  କେନ୍ଦରାର ସ୍ଵରେ ବନ୍ଧା ସଂସାର କରୁଣ ସ୍ଵର ନାଥପୁଅ ଗାଇ ଗାଇ ବୁଲୁଥାଏ ନିତିଦିନ ପ୍ରତି ଦାଣ୍ଡଦ୍ଵାର  । ଜୀବନର ଶେଷକଥା ଆରମ୍ଭ କାହାଣୀ.... ଗାଇ ଗାଇ ସରେ ନାହିଁ ବେଳ ଯାଏ ଗଡି  । ଜନ୍ମ ମୃତ୍ୟୁ ମଧ୍ୟେ ଥାଏ ଯେତେକ ଯନ୍ତ୍ରଣା ମାତା ପୁତ୍ର, ପତି-ପତ୍ନୀ…

ଜିଅନ୍ତେ ନଦେଲି ତୁଣ୍ଡେ

ସୁଧାଂଶୁ କୁମାର ତ୍ରିପାଠୀ  ଭ୍ରମରେ ଭ୍ରମିଲି ଭୂଲୋକ ଭିତରେ ଭୁଲିଯାଇ ଭଲ ମନ୍ଦ ଭେଣ୍ଡା ହେଲା ଦିନୁ ଭଣ୍ଡାଇ ମୁଁ ଦେଲି ପିତାମାତା ହେଲେ ଗନ୍ଧ।। ପ୍ରତିମା ପୂଜିଲି ପ୍ରତିଦିନ ଯାଇ ପ୍ରାରବ୍ଧେ ଫଳିବ ଫଳ ପାସୋରି ଦେଲି ମୁଁ ପାଳିଥିଲା ମାଁ ଅନ୍ତରୁ ନିଗାଡି ବଳ।। ବାସହରା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୮ ଗୁରୁବାକ୍ୟ ଚିରସ୍ମରଣୀୟ।  ଅଦମ୍ୟ ଉତ୍ସାହ ତଥା ଆକର୍ଷଣ  ଫଳରେ ଗୁରୁଙ୍କ କଥାମାନି, ଦିନେ ମୁଁ ଧାଇଁଲି ସେ ଅଗଣାକୁ, ଟିକିଏ  ଦେଖି ଆସିବାକୁ। ବିରାଟ ବଙ୍କିଂହାମ  ରାଜପ୍ରାସାଦ ଶୈଳୀରେ ସୁନ୍ଦର  ପ୍ରାସାଦ। ସୁଦୃଶ୍ୟ…