Latest Odisha News

BREAKING NEWS

Browsing Category

ସାହିତ୍ୟ

‘କାର୍ ଫେଷ୍ଟିଭାଲ୍ ଅଫ୍ ଲର୍ଡ ଜଗନ୍ନାଥ’ର ନୂତନ ସଂସ୍କରଣ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ରାଜ ଭବନ ପରିସରରେ ସ୍ବର୍ଗତଃ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ଲୋକପ୍ରିୟ ପୁସ୍ତକ 'କାର୍ ଫେଷ୍ଟିଭାଲ୍ ଅଫ୍ ଲର୍ଡ ଜଗନ୍ନାଥ'ର ନୂତନ ସଂସ୍କରଣ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତକଟି…

କବିତା : ହିତୈଷୀ

ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ ପଥ ଦୁର୍ଗମ ହେଉ ଅବା ସୁଗମ ଚାଲିବାକୁ ହୁଏ.. ଚାଲୁ ଚାଲୁ ଭେଟି ହୁଏ, ସମୟ,ସମ୍ପର୍କର ଦୋଦୁଲ୍ୟମାନ ସ୍ତୁପକୁ । ଚିନ୍ହି ହୁଏ... ପର ଆପଣାର ଭାବକୁ , ପରଖି ହୁଏ... ସହଯୋଗ ,ଅସହଯୋଗର ହାତକୁ । କିଏ ହାତ ଆଗକୁ ବଢ଼ାଏ  ତ.. କିଏ ନେଇ ଯାଉଥାଏ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଫିନେକ୍ସ ତୁମ ମୁହଁକୁ ସ୍ପଷ୍ଟ କରି ଆଙ୍କିବା ଚକ୍ରାନ୍ତରେ କେତେ ପରସ୍ତ ମିଛର ରଙ୍ଗ ନିଜ ଦେହରେ ବୋଳିଲିଣି ହିସାବ କରିବାକୁ ଇଚ୍ଛାଟେ ତିଆରି ହୋଇନଥିଲା ଏଯାବତ୍ । ପ୍ରତି ଥରର ରୂପାନ୍ତରରେ ଉଲୁରି ଯାଉଛି ଚମଡ଼ା । ଶିହରି ଉଠୁଛି ଯନ୍ତ୍ରଣାରେ ତ ଆର୍ତ୍ତନାଦରେ ଚହଲି ଯାଉଛି ମୋ ତିଆରି…

କବିତା : ଦୀପର ଅନ୍ତଃସ୍ୱର

ଶୈଳାଧିରାଜତନୟା ଶତପଥୀ  ମୋ ସୃଷ୍ଟିର ଆଦ୍ୟ ଆବହରୁକୁମ୍ଭକାରର ଅଗଣାରୁ କଂସାରି ବାପୁଡ଼ା ଯାଏ ଜାଣିଛି ମୁଁ କାଳେ କାଳେ ଭବିତବ୍ୟ ଭାଗ୍ୟ ମୋର ତୁମ ମସୁଧାରେ ବନ୍ଧା ତୁମ ନୈମିଷ ସୁଖ ପାଇଁ ବଳିଦାନର ଅଦୃଶ୍ୟ ଚିତ୍କାର। ମୁଁ ଜାଣେ ନିର୍ବିକାରେ ଥାପିଦେଇ ମୋ କୋଳରେ ସଂତ୍ରସ୍ତ…

କବିତା ହୃଦୟରୁ ହୃଦୟକୁ ସଞ୍ଚରିତ ହୁଏ : ଗଜାନନ ମିଶ୍ର

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ଶିଳ୍ପୀ ଗଜାନନ ମିଶ୍ର । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ ବୃତ୍ତାନ୍ତ । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ତାଙ୍କ ସଙ୍କଳନ ମଧ୍ୟରେ ସର୍ବନାମ, ନଥିବା ଚିତ୍ର, ଷ୍ଟେସନ କବିତାଘର , ଗୋଟାପଣେ…

କବିତା : ଅବ୍ୟକ୍ତ

ପ୍ରଣତି ତ୍ରିପାଠୀ ଜରାୟୁରେ ଅଟକିଗଲା ପରି ନାହିଁ ନାଡ଼ର ହଳଦିଆ ପତ୍ର, ଆଖିରେ କାଲୁଆ ମାପୁମାପୁ ଦରମରା ଓଠରେ ବି ସେବେ ଉଚ୍ଚାରଣ କରିବ ଆଉ କେତେ ଘଡ଼ିକୁ ଜହ୍ନ ମୁଁ ଜାଣେ ଗେଣ୍ଡା ଖୋଳପାର ଗାଢ଼ ଉଷୁମରେ ଶୋଭା ପାଏ ତୁମ ଜହ୍ନରାତି, ଭାରି ଉଦାସିଆ, ବେତାଳିଆ ସେ ସ୍ମୃତିର…

କୁଳାଙ୍ଗାର ଉବାଚ : ଆଦୌ ନ ଖୋଲୁ ସ୍କୁଲ

ବିଦ୍ୟାଳୟ ପୁଣି ଖୋଲିବ ବୋଲି ସମାଚାରକୁ ଟିଭିରୁ ଶୁଣି; ମୋ ପରି ଅନେକ ଶିକ୍ଷକଙ୍କର ମୁହଁରୁ ଶୁଖିଲାଣି ପାଣି! କଥା କଣ କି ଅନେକ ଦିନରୁ ଏମିତି ଘରେ ରହି ରହି; ଆମର ଶରୀର, ମନ ଆଗ୍ରହୀ ଦିନରାତି ହସଖେଳ ପାଇଁ! ଏମିତିରେ ପ୍ରତିଦିନ ସ୍କୁଲକୁ ଘେରାଏ ବୁଲିକରି ଆସୁଛୁ;…

କବିତା : ଅବଶୋଷ

କିଶୋର ମହାନ୍ତି ଗୋଟାଏ ବିରଳ ଅଥଚ ଅପୂର୍ବ ମୁହୂର୍ତ୍ତଟିଏ ପାଇଁ ଅସରନ୍ତି ଅପେକ୍ଷା ଆନ୍ତରିକ୍ଷ ର ତାରା ପୁଞ୍ଜରେ ତୁମେ ଡାକୁଥିବ ପ୍ରିୟତମ ବୋଲି ଅନ୍ଧାର ଚିରି କିଛି ଶବ୍ଦ ଶବ୍ଦୟିତ ହୋଇ ଆମ ନୀରବତା ଭିତରେ ଧ୍ବନିତ ହେଉଥିବ ଅହରହ ଗୋଟାଏ ପ୍ରଳମ୍ବିତ ରାଗ ସେ…

ରାଜ୍ୟପାଳ ଉନ୍ମୋଚନ କଲେ ‘ରିସାଇଟ୍ ଡ଼ଟ୍ ୱାର୍ଲ୍ଡ ‘ ୱେବସାଇଟ

ଭୁବନେଶ୍ୱର : ନୀଳାଦ୍ରି ବିଜେର ପବିତ୍ର ଅବସରରେ ଉଦୟଗିରି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଓଡ଼ିଆ ଐତିହ୍ୟ , ଭାଷା ଓ ସାହିତ୍ୟ ପାଇଁ ଉତ୍ସର୍ଗୀକୃତ ' ରିସାଇଟ୍ ଡ଼ଟ୍ ୱାର୍ଲ୍ଡ '  ନାମକ ଏକ ୱେବସାଇଟ , ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ…

‘ବନ୍ଦେ ଉତ୍କଳ ଜନନୀ: ଅତୀତ ଓ ବର୍ତ୍ତମାନ’ ପୁସ୍ତକ ପ୍ରକାଶିତ

ଭୁବନେଶ୍ୱର : ଧଉଳି ବୁକ୍ସ, ଭୁବନେଶ୍ୱର ଆନୁକୂଲ୍ୟରେ ଏବଂ ମନୁ ଦାଶଙ୍କ ସହାୟତାରେ ଲେଖକ ସନ୍ତୋଷ କୁମାର ମହାନ୍ତିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ: ଅତୀତ ଓ ବର୍ତ୍ତମାନ’ ପୁସ୍ତକ ପ୍ରକାଶିତ ହୋଇଯାଇଛି । ଏହି ପୁସ୍ତକରେ ରାଜ୍ୟ ସଙ୍ଗୀତ ସମ୍ପର୍କିତ ପ୍ରାୟ ସମସ୍ତ ପ୍ରସଙ୍ଗ ତଥ୍ୟ ସହ ସମୁଦାୟ…