Latest Odisha News

BREAKING NEWS

Browsing Category

ସାହିତ୍ୟ

ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ କଥାଶିଳ୍ପୀ ନବକିଶୋର ରାଜ

କଟକ: ସୁବିଦିତ କଥାଶିଳ୍ପୀ ତଥା ଅନୁବାଦକ ନବକିଶୋର ରାଜଙ୍କ ପରଲୋକ ଘଟିଛି । ଫେବୃଆରୀ ୧୩ ତାରିଖ ରାତି ୯ଟା ୩୦ ମିନିଟ୍ ସମୟରେ କଟକ ଠାରେ ତାଙ୍କର ଦେହାନ୍ତ ହୋଇଥିବାବେଳେ, ଆଜି ସନ୍ଧ୍ୟାରେ ପୁରୀର ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ…

ଏକାଦଶ ଜଗଦୀଶ କଥା ସମ୍ମାନ ପାଇବେ ପବିତ୍ର ପାଣିଗ୍ରାହୀ

ଭୁବନେଶ୍ୱର: ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡସେଟର ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ’ ତରଫରୁ ୨୦୨୫ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଏଥର ପ୍ରବୀଣ କଥାକାର ପବିତ୍ର ପାଣିଗ୍ରାହୀ ମନୋନୀତ ହୋଇଛନ୍ତି।…

ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିବର୍ଷ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଉଥିବା ଦେଶର ସବୁଠାରୁ ପ୍ରତିଷ୍ଠିତ ସାହିତ୍ୟିକ ପୁରସ୍କାରର ଚୟନ ପ୍ରକ୍ରିୟା ପାଇଁ ଚଳିତ ବର୍ଷ ପୁସ୍ତକ ଆମନ୍ତ୍ରଣ ପାଇଁ ଏକ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଉଛି। ପ୍ରଥମ ଥର ୨୦୨୫ ବର୍ଷ ପାଇଁ ଏକାଡେମୀ ଦ୍ୱାରା…

ଜ୍ଞାନେଶ୍ୱର ମୁଳେଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ

ଭୁବନେଶ୍ୱର: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୁଳେଙ୍କୁ ଚଳିତବର୍ଷର ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ…

ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ତାଙ୍କ ରଚିତ ପୁସ୍ତକ 'ଭୂତି ଭକ୍ତି ବିଭୂତି' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ କରାଯିବ। ସେ 'ପ୍ରବନ୍ଧ' ବର୍ଗରେ ଏହି ପୁରସ୍କାର ଜିତିଛନ୍ତି। 'ଭୂତି ଭକ୍ତି ବିଭୂତି'କୁ ସାମଲଙ୍କ ଏକ ଉଚ୍ଚ…

ଭାଷାର ବିକାଶ ପାଇଁ ପ୍ରୁଫ୍-ସଂଶୋଧକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

କଟକ: ଭାଷାର ଉନ୍ନତି ପାଇଁ ବର୍ଣ୍ଣାଶୁଦ୍ଧିର ଯେତିକି ଆବଶ୍ୟକତା ରହିଛି ପ୍ରୁଫ୍-ସଂଶୋଧନର ସେତିକି ମଧ୍ୟ ଗୁରୁତ୍ବ ରହିଛି। ଓଡ଼ିଆ ଭାଷାରେ ପ୍ରକାଶିତ ପୁସ୍ତକ ଆଦିରେ ଠିକ୍‌ ଭାବରେ ପ୍ରୁଫ୍-ସଂଶୋଧନ ହେଉନଥିବାରୁ ମାତ୍ରାଧିକ ବର୍ଣ୍ଣାଶୁଦ୍ଧି ଦେଖାଦେଉଛି। ଏହାଦ୍ବାରା ଭାଷା ବିକୃତ ହେଉଛି। ଆମ…

ଶୈଳବାଳା ଓ ଶମ୍ଭୁଦୟାଲ ପାଇବେ ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର

କଟକ: ଆସନ୍ତା ୧୪ ତାରିଖରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ହେବ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର । ଏହି ଅବସରରେ ପ୍ରସିଦ୍ଧ ଶିଶୁ ସାହିତ୍ୟିକ ସ୍ୱର୍ଗତ ରାମକୃଷ୍ଣ ନନ୍ଦଙ୍କ କନ୍ୟା ସ୍ବର୍ଗତା ଶୈଳବାଳା ମହାପାତ୍ର ଓ ଫୁଲେଶ୍ୱରୀ ବିହାର, ଭୁବନେଶ୍ୱରନିବାସୀ…

ମନିଷାରାଣୀ ଓ ସୁବାସିନୀଙ୍କୁ ମିଳିଲା ବିଜୟଲକ୍ଷ୍ମୀ ସ୍ମୃତି ପୁରସ୍କାର

ଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ଗଣିତ ଏବଂ ବିଜ୍ଞାନ ଶିକ୍ଷୟତ୍ରୀ ପରଲୋକାଗତ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସ୍ମୃତିରେ ତାଙ୍କ ପୁଅ ବରିଷ୍ଠ କ୍ରୀଡା ସାମ୍ୱାଦିକ ସମ୍ବିତ ମହାପାତ୍ରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ମୃତି ପୁରସ୍କାର ଶନିବାର ଦିନ ୟୁନିଟ୍ -୧ ବାଳିକା ବିଦ୍ୟାଳୟ ପରିସରରେ ଆୟୋଜିତ…

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ; ସମ୍ମାନିତ ହେଲେ ୧୦ ଲେଖକ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୮ମ ଯୁବ ଲେଖକ ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ବର୍ଷ ପାଇଁ ୧୦ ଜଣ ଲେଖକ ସେମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ଗ୍ରହଣ କରିଛନ୍ତି । କବିତା ପାଣ୍ଡୁଲିପି 'ମତେ ଖୋଜୁଛ କି ଈଶ୍ବର' ନିମନ୍ତେ ବରଗଡ଼ର…

ଟାଇମ୍‍ପାସ୍‍ ପୁସ୍ତକପର୍ବ; ‘ବହିବର୍ଷା-୨’ରେ ଲୋକାର୍ପିତ ହେଲା ୨୪ ପୁସ୍ତକ

ଭୁବନେଶ୍ୱର: ବାହାରେ ମେଘୁଆ ପାଗ। ଶୀତୁଆ ପବନରେ ଅଳ୍ପଅଳ୍ପ ଶିହରଣ ସୃଷ୍ଟି ହେଉଥିଲା ଦେହରେ। ଆଉ ଏମିତି ଏକ ଅଳସୀ ରବିବାରିଆ ସକାଳେ ଓଡ଼ିଶାର ବିଭିନ୍ନ କୋଣରୁ ଆସି ବୁଦ୍ଧମନ୍ଦିର ପରିସରରେ ଏକାଠି ହୋଇଥିଲେ ନବୀନ-ପ୍ରବୀଣ-ବରିଷ୍ଠ ଶତାଧିକ ଲେଖକ ଲେଖିକା। ଆୟୋଜିତ ହୋଇଥିଲା ‘ଟାଇମ୍‍ପାସ୍‍…