Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସାହିତ୍ୟର ଶେଷ କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷା, ସାହିତ୍ୟେ ଶେଷ କଥା ସଂଧାନ କରିଲେ ଅଯଥା କେବେ ବି ମିଳିନାହିଁ ତାହା ଅଂକା ବଂକା ମନକୁ ରାହା ଶବ୍ଦର ଯେତେକ ସାଧକ ନ ହୋଇ କାହାର ବାଧକ ଅଥବା ନୀତି ନିର୍ଧାରକ ଅଜାଡ଼ିଦେଲେ ଶବ୍ଦ ତକ ତହିଁରୁ ମିଳିଲେ ଭାବାର୍ଥ ପାଠକେ ମଣଂତି…

ଧୈର୍ଯ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସଂକଟ ସମୟରେ ଉଦବିଘ୍ନତା ଓ ବିଚଳିତ ହେବା । କଠିନ ପରିସ୍ଥିତିରେ ମନର ସ୍ଥିରତା ଆଣିବା ଏବଂ ସହନଶୀଳତାର ସହିତ କାର୍ଯ୍ୟ କରିବାକୁ ହିଁ ଧୈର୍ଯ୍ୟ କୁହାଯାଏ । ବସ୍ତୁତଃ ଧୈର୍ଯ୍ୟ ନକରାଞଗକ ପୂର୍ବରୁ ସକାରାଞଗକ ମନୋଭାବ ପୋଷଣ ଓ…

ଅନୁବାଦ କବିତା : ମାପଦଣ୍ଡ ବଦଳାଅ

ମୂଳ ହିନ୍ଦୀ: ଦୁଷ୍ୟନ୍ତ କୁମାର ମୋ ପ୍ରଗତିର ଅବା ଅଗତିର ଏଇ ମାପଦଣ୍ଡ ତୁମେ ବଦଳାଅ, ଜୁଆର ତାସ ଭଳି ମୁଁ ଏବେ ଅନିଶ୍ଚିତତା ଭିତରେ । ମୋ ଉପରେ ଚାରିଆଡ଼ୁ ଆକ୍ରମଣ ହେଉଛି, ପତ୍ର କଅଁଳୁଛି ପତ୍ର ଝଡ଼ା ଦେଉଛି, ମୁଁ ନୂଆ ହେବା ପାଇଁ ରନ୍ଦାରେ ଚଢ଼ୁଛି, ଲଢ଼ି ଲଢ଼ି…

ଭାଷା ଭାଗବତ : ଭାଷା ତ ଅଦୈବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଦଂଡିତ ନ ହେବା ପର୍ଯଂତ ସୁବୁଦ୍ଧି ହୁଏନି ଜାଗ୍ରତ ନିଜର ମତ ରଖି ମନେ ଚଳିବାନାହିଁ କି କାରଣେ ଭାଷାକୁ ନ କଲେ ଆୟୁଧ ଲେଖକେ ହୁଅଂତି ପ୍ରବୁଦ୍ଧ ଭାଷା ବି ହୁଅଇ ସମୃଦ୍ଧ ଅଯଥା ସବୁ ବାକ୍ୟ-ଯୁଦ୍ଧ …

ବଚନ (୨)

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ପ୍ରଥମ ପୁରୁଷ ଏକବଚନ- ମୁଁ, ମୋତେ, ମୋ’ ଦ୍ୱାରା, ମୋ’ଠାରୁ, ମୋ’ର, ମୋ’ଠାରେ । ପ୍ରଥମ ପୁରୁଷ ବହୁବଚନ- ଆମେ, ଆମେମାନେ, ଆମକୁ, ଆମମାନଙ୍କୁ, ଆମ ଦ୍ୱାରା, ଆମମାନଙ୍କଦ୍ୱାରା, ଆମଠାରୁ, ଆମମାନଙ୍କଠାରୁ, ଆମମାନଙ୍କର, ଆମଠାରେ,…

କବିତା : ପରିଚୟ

ରୋଜାଲିନ୍ ମିଶ୍ର ଯଦି କେବେ ତୁମେ ବର୍ଷ। ହୋଇ ଏ ଜୀବନ ମରୁଦ୍ୟାନେ ପଡ଼ ଝରି, ମୁଁ ତୁମକୁ ଆବୋରି ନେବି ଅଧର ଆଶ୍ଲେଷ ଦେଇ, ଏଇ ବିରାଟ ସତ୍ତାର ପ୍ରତ୍ୟେକଟି ନୂତନ ପଲ୍ଲବର ଅନ୍ତରାଳେ ଲୁକ୍କାୟିତ ଅସ୍ତିତ୍ବ ପାଇଁ ମୁଁ ତୁମକୁ ଖୋଜିବି, ଆଉ ଜୀବନର ରନ୍ଧ୍ରେ…

ଭାଷା ଭାଗବତ : ଦୁଶ୍ଚିଂତା ଧରି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଦୁଶ୍ଚିଂତା ଧରି ଘୂରି ଘୂରି କିଛି ବି ହୁଏନାହିଁ କରି ଗୋଟେ ହିଁ କାମ କରୁଁ କରୁଁ ସବୁ ତକ ସମୟ ସାରୁଁ ମୁହିଁ ତାକୁ ପକାଏଁ ମନେ ଯଦିଓ ଭଲ ଭାବେ ଜାଣେ ତା' ମନେ ରହିଅଛିଁ କି ନା ? କରିପାରୁନି ମୁଁ…

ସ୍ୱଳ୍ପ ଗଳ୍ପ : ଏକ ଚିତ୍ରାତ୍ମାର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୨  ୧୮୯୦ର ଛବି । ଭିକ୍ଟୋରିଆ ଯୁଗର ଛବି। ସେ ସମୟରେ ଏହି ଭଳି ଛବିର ଖୁବ୍ ପ୍ରଚଳନ ଥିଲା। ଅନେକେ ନିଜର ଶୋଇବାଘରର କାନ୍ଥରେ ଏଇଭଳି ଛବିମାନ ଟାଙ୍ଗିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଏହିଭଳି ଛବିରେ କିଛି ବିଶ୍ୱାସ ଅଛି,…

ଭାଷା ଭାଗବତ : ବିଶ୍ବାସୀ ବିଶ୍ବବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ତ୍ୟର ନାହିଁ ଦୈର୍ଘ୍ୟ ପ୍ରସ୍ତ ନୈକଟ୍ୟ ଅଥବା ଦୂରତ୍ବ ନୁହେ ତା ମିଠା କିଂବା ପିତା ବଳ ଅଥବା ଦୁର୍ବଳତା ସତ୍ୟର ନାହିଁ ବିଶେଷଣ ନିର୍ଗୁଣ ଅଥବା ସୁଗୁଣ କରିଲେ ସତ୍ୟ ଅନୁଭବ ସକଳ ସ୍ବକର୍ମ ସଂଭବ ସତ୍ୟାସକ୍ତ ପ୍ରତ୍ୟେକ…

କବିତା : କଣ୍ଟା

ରାମକୃଷ୍ଣ  ଯେଉଁ ଦିନ ମୁଁ କଣ୍ଟା ମାଡିଲି ସେଦିନ ଜାଣିଲି ଯେ କୌଣସି ରାସ୍ତା ନିରାପଦ ନୁହେଁ ପାଦର କଣ୍ଟା ହିଁ ସୂଚନାଦିଏ ଯେ ରାସ୍ତାବୋଲି କିଛି ନାହିଁ ଚାଲୁ ଚାଲୁ ପାଦ ହିଁ ତିଆରି କରେ ନିଜର ରାସ୍ତା। ମୁଁ କଣ୍ଟା କଥା କହୁଥିଲି ଯଦିଓ କଣ୍ଟା କଥା ପଡୁ ପଡୁ ରାସ୍ତା ଆପେ…