Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସବୁଠି ବେଦୀ ସବୁଠି ଦେବୀ

ସତ୍ୟନାରାୟଣ ଗନ୍ତାୟତ ସବୁଠି ବେଦୀ ସବୁଠି ଦେବୀ ହୃଦୟର ବେଦୀ କିନ୍ତୁ ଶୂନ୍ୟ ବାହାରେ ପୂଜିଲେ ଯେତେ ଆଡମ୍ବରେ ଶୂନ୍ୟ ହୃଦୟ କି ହୋଇଥାଏ ପୂର୍ଣ୍ଣ ? ଶରତ ଆକାଶ ଦିଶଇ ତୋଫା ଆଉ ତୋରା ତା' ତଳେ କି ଅସ୍ୱଚ୍ଛ ଲାଗେ ଆମ ଏଇ ଧରା ନିରିମଳ କଲେ ସିନା ଆମରି ମନକୁ ଉଭା ହେବେ ମାଆ ଆସି…

ଭାଷା ଭାଗବତ : ମନ-ପାଠକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନ-ପାଠକ ନାହିଁ କେହି ପଢ଼େ ଅକ୍ଷର-ଭରା ବହି କାହା ମନରେ ଥାଏ କ'ଣ କରିପାରେନି ଅନୁମାନ ବ୍ୟକ୍ତିର ବାଣୀ, ଆଚରଣ ସୂଚାଏ କିପରି ତା ମନ କେହି ତ ନୋହୁଁ ଅଂତର୍ଯାମୀ ମନ ମଧ୍ୟେ ପାରିବା ଭ୍ରମି ଶୃଂଖଳା-ବିହୀନ ସାହିତ୍ୟ…

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବଙ୍କ ଦିନିକିଆ ମୟୂରଭଞ୍ଜ ଗସ୍ତ, ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର କଲେ ଅନୁଧ୍ୟାନ

ମୟୂରଭଞ୍ଜ: ଦିନିକିଆ ମୟୂରଭଞ୍ଜ ଗସ୍ତରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନିଆରା ପ୍ରୟାସରେ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଦୀର୍ଘ ଆଠ ମାସ ଧରି ବାରିପଦାସ୍ଥିତ ସଂସ୍କୃତି…

କବିତା : ଦେବୀ

ବନ୍ଦନା ପଣ୍ଡା  ଧରା ପରେ ଏ କାହା ପାଦର ଅମୃତମୟୀ ସ୍ପର୍ଶ ପବନରେ ପ୍ରବାହିତ ସୁଗନ୍ଧର ମଧୁ , ଆକାଶରୁ ଝରିପଡେ ଅବାରିତ ଅମୃତ ଆଶିଷ କାଶତାଣ୍ଡୀର କୋମଳ ଆବାହନ ଗଙ୍ଗଶିଉଳୀର ପାଦପଦ୍ମ ଆଲିଙ୍ଗନ ସତେ ଅବା କେଉଁ ଚିତ୍ରକରର ସ୍ୱର୍ଗୀୟ ଜୀବନ୍ତ ସ୍ୱପ୍ନ ଚିରନ୍ତନ !!! ଶରତର ଉଆସରେ ଦେବୀ…

ଭାଷା ଭାଗବତ : ଋତୁ ଚର୍ଚା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଖରା, ବରଷା ଆଉ ଶୀତ କଲେ ହେଁ ପୃଥିବୀର ହିତ ମନୁଷ୍ଯ ହୋଇ ବିଚଳିତ ଋତୁଂକୁ କରଇ ଚର୍ଚିତ ସତେ ଯେମିତି ଚର୍ଚା କଲେ ଋତୁର ଚରିତ୍ର ବଦଳେ ଏହା ତ ହୋଇନି ସଂଭବ କିଆଁ କରୁନୁ ଅନୁଭବ ? ପ୍ରକୃତି ନିଜ ମାର୍ଗ ଧରି ଆସେ ଓ…

ଜୀବନର ସମୀକ୍ଷା ଓ ନାରୀ ହୃଦୟର ସଙ୍ଘର୍ଷ ଉପରେ ମୋ ଲେଖା ପର୍ଯ୍ୟବେଷିତ : ଈପ୍ସିତା ମଧୁମିତା ଦାସ (ଶ୍ରୀୟା)

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଭାଷା ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ସାହିତ୍ୟ ସର୍ଜନାରୁ ନିବୃତ ନହୋଇ ସମ୍ପ୍ରତି ଧାତୁ ବିଜ୍ଞାନରେ ପିଏଚ.ଡି ଲାଭ କରିବା ପାଇଁ…

ଅଭୁଲା ଗୀତ : ମରୁଆ ଫୁଟିଲା ବନେ

ଗାୟନ : ରାଧାରମଣ ରାୟ ଓ କମଳା ଦେବୀ ସଙ୍ଗୀତ : ଗୌର ଗୋସ୍ୱାମୀ ସୁରେନ୍ ପାଲ୍‌ ଗୀତ : ରାଧାରମଣ ରାୟ ଚଳଚ୍ଚିତ୍ର : ରୋଲସ୍ ଟୁ ଏଇଟ୍‌, ୧୯୫0 ନାୟିକା :ମରୁଆ ଫୁଟିଲା ବନେ ମନକଥା ମୋର ମନ ନ ମାନେ ମନ ନ ମାନେ ମୋ ନାହିଁ କେ ଶୁଣିବ ଜଣେ ନାହିଁ କେ ଶୁଣିବ ଜଣେ ହାୟ ହାୟ! ନାୟକ…

ଗଳ୍ପ : ଦାୟିତ୍ୱ

ଅଳକା ମହାପାତ୍ର ବାପା, ମୁଁ ଆସନ୍ତା ମାସରୁ ମୋ ଦୋକାନ ପାଖରେ ରହିବି । ଛୋଟିଆ ଘରଟିଏ ଦେଖିଛି, ସେଠାରେ ଆମେ ଦୁହେଁ ପତିପତ୍ନୀ ରହିଯିବୁ, କହିଲା ଗୋପାଳ । ଏଇ ଛଅମାସ ହେବ ଗୋପାଳ ବାହାହୋଇଛି । ବାପା ହରିଶ୍ଚନ୍ଦ୍ର କହିଲେ "ଘର ଥାଉ ଥାଉ ଭଡାଘରେ କାହିଁକି ରହିବ ? ପାନ ଦୋକାନରୁ କେତେ…

କବିତା : ଆଗମନୀ

ବନ୍ଦିତା ଦାଶ ଦେଖ, ଶୁଭ୍ରତାର ସମ୍ଭାରନେଇ ଆସିଛି ଏ ଋତୁ ମହମହ ବାସିଲାଣି ଝୁଣା କି ଅଗୁରୁ ମାଆର ପାଉଁଜି କି ପାଣିକାଚ ତୋଳୁଚି ଛମଛମ୍ , ରୁଣୁଝୁଣୁ ଶବ୍ଦ । ଶାନ୍ତ ମନେ ପବିତ୍ର ହୃଦୟେ ଗଙ୍ଗଶିଉଳିରେ ହେବ ଏବେ ଯାଗଯଜ୍ଞ ମନ୍ଦାରରେ ମାଆର ସିନ୍ଦୂର ଅପରାଜିତାର ଶାଢୀ…

ଭାଷା ଭାଗବତ : ଭାଷା ରକ୍ଷା ପାଇଁ ଦୀକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପିଂଡରେ ପ୍ରାଣ ଥିବା ଯାଏଁ ପ୍ରାଣୀଟି ଅହଂଗ୍ରସ୍ତ ହୁଏ ଚିତ୍ତରୁ ଅହଂନାଶ ପରେ ଦେହ ମରଣ ଲାଭ କରେ ମୁଁ କେବେ ଦେହରୁ ବାହାରି ଗଲେ ତ ଜୀବ ଯିବ ମରି ଦେହରେ ପ୍ରାଣ କରେ ବାସ ପ୍ରମାଣ : ନିଶ୍ବାସ, ପ୍ରଶ୍ବାସ କରୁଣା ଯେଣୁ…